thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଆରପାରିରେ ସମୀର ଦେ: ବରିଷ୍ଠ ବିଜେପି…

କଟକ:ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଲମ୍ବା ସମୟ ଧରି ଅସୁସ୍ଥ ଥାଇ ସେ କଟକର ଘରୋଇ ହସ୍ପିଟାଲରେ ଚିକତ୍ସା ହେଉଥିଲେ। ଆଜି ଦିନ ୨.୩୦ରେ ତାଙ୍କର ଦେହାନ୍ତ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୬୭ ବର୍ଷ ବୟସରେ ତାଙ୍କର…

ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା:…

ଭୁବନେଶ୍ୱର: ବାହା ହେଲେ ଓଲିଉଡ଼ ନାୟିକା ଏଲିନା। ପ୍ରେମିକ ଅନୁରାଗଙ୍କ ହାତ ଧରିଲେ ଓଲିଉଡ଼ ଜଗତର ଚୁଲବୁଲି ନାୟିକା । ଲମ୍ବା ସମୟଧରି ପ୍ରେମ ସମ୍ପର୍କରେ ଥିଲେ ଏଲିନା ଓ ଅନୁରାଗ ପଣ୍ଡା। ଶେଷରେ ପ୍ରେମ ବିବାହର ରୂପ ନେଇଛି।ପ୍ରେମିକ ଅନୁରାଗଙ୍କୁ ସାତ ଜନମର ସାଥୀ କରିଛନ୍ତି। ଇଣ୍ଡୋନେସିଆ ବାଲିର ଏକ…

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି…

ଭୁବନେଶ୍ୱର: ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେପି ସରକାର ବିରୋଧରେ ମିଥ୍ୟା ମନଗଢ଼ା ଖବର…

ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରେ ପାଳିତ ହେବ…

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀସ୍ଥିତ ବ୍ଲ୍ୟୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦିବସ ପାଳିତ ହେବାକୁ ଯାଉଛି। ଏହି ଉତ୍ସବରେ ନୌସେନାର ବୈଷୟିକ ଦକ୍ଷତା ଏବଂ ରଣନୈତିକ ପ୍ରସ୍ତୁତି ପ୍ରଦର୍ଶନ ସହିତ ଆକର୍ଷଣୀୟ ପରେଡ୍, ଅପରେସନ୍ ପ୍ରଦର୍ଶନ ଏବଂ ନୌସେନା ସାମର୍ଥ୍ୟ ପ୍ରଦର୍ଶିତ ହେବାକୁ…

ମିଳିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର:…

ଭୁବନେଶ୍ୱର:ଭୁବନେଶ୍ୱରରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭବ୍ୟ ସମାରୋହ। ବର୍ଷ ୨୦୨୦,୨୦୨୧ ଏବଂ ୨୦୨୨ ନିମନ୍ତେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଆଜି ଅପରାହ୍ନରେ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଅର୍ଥାତ ୩ ବର୍ଷ ପାଇଁ ମିଳିଛି ଚଳଚ୍ଚିତ୍ର ପୁରସ୍କାର। ମୋଟ ୩୩ଟି ବର୍ଗରେ…

ଜନଜାତିଙ୍କୁ ଶୋଷଣ କରିବା ପାଇଁ ସବୁବେଳେ…

ଭୁବନେଶ୍ୱର: ବିଜେପି ସରକାର ସବୁବେଳେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଭାଷା ଓ ଜୀବିକାର ଉନ୍ନତି ପାଇଁ ବଦ୍ଧପରିକର । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିାହାରୀ ବାଜପେୟୀଙ୍କ ନେତୃତ୍ୱ ବିଜେପି ସରକାରରେ ପ୍ରଥମ ଥର ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଗଠନ ହୋଇଥିଲା ଏବଂ ଓଡିଆ ପୁଅ…

ବଢିଲା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ…

ଭୁବନେଶ୍ୱର:ଭରତପୁର ଥାନା ନିର୍ଯ୍ୟାତନା ମାମଲାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି ମାମଲାରେ ୫୦୦ ରୁ…

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ:…

ଭୁବନେଶ୍ୱର: ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଶାରେ ଶିଳ୍ପ ଅଭିବୃଦ୍ଧି ପାଇଁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତ କରିଛନ୍ତି।ସେଠାରେ ଆୟୋଜିତ ହେବାକୁ…

ଜନଜାତୀୟ ଗୌରବ ଦିବସ: ଜାମୁଇ ଠାରେ…

ଭୁବନେଶ୍ୱର:ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ…

କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀରେ ପ୍ରବଳ…

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ ପ୍ରବଳ ଭିଡ଼। ଚଳଚଞ୍ଚଳ ହୋଇ ପଡିଛି ଶ୍ରୀ କ୍ଷେତ୍ର। ବଡ ଦାଣ୍ଡରେ ଅଧି ରାତିରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସମୁଦ୍ରକୂଳରେ ଅସମ୍ଭାଳ ଭିଡ ଥିଲା। ବୁଡ଼ ପକାଇ ଡ଼ଙ୍ଗା ଭସାଇ ଶ୍ରଦ୍ଧାଳୁ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ…