thelifelinemedia
Latest Odisha News, Breaking News Today

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ : ଯାଜପୁରରେ କ୍ରାଇମବ୍ରାଞ୍ଚର ତିନୋଟି ଟିମ 

ଧର୍ମଶାଳା: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ। ଆଜିଠୁ ତଦନ୍ତ ଆରମ୍ଭ କରିବ ତଦନ୍ତକାରୀ ଟିମ।ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା ରାସ୍ତା ରୋକ ଏବଂ ଥାନା ଘେରାଉ ଏଇ ତିନୋଟି ମାମଲାରେ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଚ୍ଛାନଭିନ କରିବ। ଏହି ସବୁ ମାମଲାରେ କ୍ରାଇମ ବ୍ରାଞ ଆଗକୁ ଯାତଦନ୍ତ କରିବ। ଯାଜପୁରରେ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଯାଇଛି ତିନୋଟି କେଶ୍। ୩ ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇବ୍ରାଞ୍ଚବ୍ରାଞ୍ଚ । ତଦନ୍ତ ଅଧିକାରୀଙ୍କ ସହ ଆଡିସନାଲ ଏସ୍ପି ଓ DSP ରାଙ୍କର ଦକ୍ଷ ଅଧିକାରୀ ଙ୍କୁ ନେଇ ଟିମ ଗଠନ କରିଛି କ୍ରାଇମ ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ଯ୍ୟାୟରେ ବିଧାୟକଙ୍କ ପିଏସଓ଼ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍।

Leave A Reply

Your email address will not be published.