thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କଲେ…

ଭୁବନେଶ୍ୱର: ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫…

ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇ:…

ବ୍ୟୁରୋ: ହ୍ଵାଟ୍ସଆପ ଗ୍ରୁପରେ ବଡ ଠକେଇ। ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇର ଖୋଲିଛି ଗୁମର।ଏହି ଘଟଣାରେ ୬ କୋଟି ୨୮ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର। କ୍ରାଇମବ୍ରାଞ୍ଚ ବିଭିନ୍ନ ରାଜ୍ୟରୁ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ଏହି ମାମଲା…

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ:…

ଭୁବନେଶ୍ୱର: ଓଡିଶାରେ ହାତୀଙ୍କ ପାଇଁ ଜାଗା ନାହିଁ। କ୍ଷମତା ଅନୁସାରେ ରାଜ୍ୟରେ ଅଧିକ ସଂଖ୍ୟକ ହାତୀ ରହିଛନ୍ତି।ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ।ବାଙ୍ଗାଲୋର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି…

ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି…

ଭୁବନେଶ୍ବର: ଆଜି ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ…

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ…

ଭୁବନେଶ୍ୱର: ଧାନ କିଣା କୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି ଆଉ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧…

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ:…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ ସେ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ଶ୍ରୀ ମାଝୀ ଆସନ୍ତା ୧୮ ତାରିଖ ଦିନ ସିଙ୍ଗାପୁର…

ମେଘନାଦ ପାଚେରୀରେ ଫାଟ: ମନ୍ତ୍ରୀ କହିଲେ…

ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ…

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ…

ଭୁବନେଶ୍ୱର:କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିବା ଘଟଣା। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । ଘଟଣାକୁ ଚପାଇବା ଦେବା ଲାଗି ରାଜ୍ୟଠୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ…

ମାନିଲେନି ନିୟମ, ଫୁଟାଇଲେ ବାଣ: ବେହାଲ…

ଭୁବନେଶ୍ବର: ସରିଛି ଆଲୋକର ପର୍ବ ଦିପାବଳୀ ହେଲେ ଏହାର ପ୍ରଭାବରେ ବେହାଲ ହୋଇପଡିଛି ଟ୍ବିନ୍ ସିଟି । ଦିପାବଳୀରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ମାତ୍ରା ବଢିଛି । ଆଜି ଭୋରରୁ ଟ୍ବିନ୍‌ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଗାଡ଼ି ଚଳାଚଳରେ…

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ…

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୭ ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି। ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ 7 ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ…