thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଖୁବ ଶୀଘ୍ର ଆସିବ ଗୋଦାବରୀଶ ମିଶ୍ର ଆଦର୍ଶ…

ଭୁବନେଶ୍ୱର:ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଖୁବଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ…

ଗିରଫ ହେଲେ ଇଡ଼କୋ ବାବୁ: ଠାବ ହୋଇଥିଲା…

ଭୁବନେଶ୍ୱର:ଗିରଫ ହେଲେ ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲା। ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ବିଭାଗ। ଆୟ ଠାରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର।…

ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ…

କଟକ: ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ହାଇକୋର୍ଟ। ଏସସିବିକୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସର ସମସ୍ୟାକୁ ନେଇ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ସମ୍ଭବ କି ନାହିଁ ସେ ସମ୍ପର୍କରେ ମତ ରଖିବା ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ…

ଜାନୁଆରୀ ପ୍ରଥମ ସପ୍ତାହରୁ…

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହ ରୁ ହିତାଧିକାରୀଙ୍କୁ ମିଳିବ ଗହମ। ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସାରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କ ପାଇଁ କେତେ ଗହମ ର ଆବଶ୍ୟକତା ରହିଛି ତାର ଡାଟା ମଗାଯାଇଛି। କିଛି ହିତାଧିକାରୀ ଗହମ ଚାହୁଁଥିବାବେଳେ…

ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ: ବାତ୍ୟା…

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା କରିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି…

ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍: ଖୁବ…

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା ବେଳେ…

ମୋ ବସ୍‌ର ସ୍ପିଡରେ ଲାଗିମ ଲଗାମ : ୪୦ରୁ…

ଭୁବନେଶ୍ୱର: ସାବାଡ ହେବେ ଅମାନିଆ ମୋ’ ବସ୍‌ ଡ୍ରାଇଭର ଓ କର୍ମଚାରୀ! ଚେତାବନୀ ଦେଲେ ମନ୍ତ୍ରୀ। ସହର ଭିତରେ ବୁଲୁଥିବା ମୋ’ ବସ୍‌ର ସ୍ପିଡ୍‌ ଲିମିଟ୍‌ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍‌ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍‌ ୫୦ ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ…

ସନ୍ଧ୍ୟା ସୁଦ୍ଧା ମିଳିବ ବାତ୍ୟା…

ଭୁବନେଶ୍ୱର:ସନ୍ଧ୍ୟା ସୁଦ୍ଧା ଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା। ଆଜି ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା  ବନ୍ୟା ବାତ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ୪୨୩ କୋଟି ୫୫୩ଲକ୍ଷ ଟଙ୍କା । ଆଜି ଟଙ୍କା ଗଲା ପରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ…

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର…

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର। ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍। ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି…

ପଦ୍ମ ଧରିଲେ ସୁନନ୍ଦା: ବରୀ ପୂର୍ବତନ…

ଭୁବନେଶ୍ୱର: ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା। ନିକଟରେ ବିଜେଡି ଛାଡିଥିଲେ ଏବେ ବିଜେପିରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। କେବେଳ ସୁନନ୍ଦା ନୁହନ୍ତି ବିଜେଡି ଛାଡି ବିଜେପି ମୁଁହା ବ୍ଲକ ପଞ୍ଚାୟସ୍ତରର ନେତା। ପଂଚାୟତ ପୌର ନିର୍ବାଚନ ପାଇଁ ଏବେଠୁ ସଜବାଜ। ବିଜେଡି କଂଗ୍ରେସ ଛାଡି ବିଜେପି ରେ…