Browsing Category
ରାଜ୍ୟ
ଗଛକୁ ପିଟିଲା ବସ୍ : ଡ୍ରାଇଭର ଓ ହେଲପର…
ଭୁବନେଶ୍ଵର: ନରସିଂହପୁରରୁ କୋଲକାତା ଯାଉଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗଛକୁ ବସ ପିଟିବା ଫଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୭ ଗୁରୁତର ହୋଇଛନ୍ତି।
ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ…
ଓଡ଼ିଶାର ବାତ୍ୟା ଇତିହାସ: ମହାବାତ୍ୟାରୁ…
ଭୁବନେଶ୍ଵର: ଓଡିଶା ଏମିତି ଏକ ରାଜ୍ୟ ଯେଉଁଠି ନିୟମିତ ବ୍ୟବଧାନରେ ବାତ୍ୟା ଆସିଥାଏ। ଓଡିଶାର ଭୌଗଳିକ ଅବସ୍ଥିତି ଏମିତି ଯେ ଅନେକ ସମୟରେ ଏଠି ବାତ୍ୟା ସୃଷ୍ଟି ହୋଇଥାଏ। ଯେମିତିକି ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ଆସିଥିଲା। ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଅନେକ ଧନଜୀବନ ନଷ୍ଟ ହେଲା।…
ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ଵର: ବାତ୍ୟାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। କହିଛନ୍ତି, ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି।
ଦକ୍ଷିଣ…
ବଳ ଗୋଟାଉଛି ମୋନ୍ଥା: ଭୟଙ୍କର ହୋଇ ଉପକୂଳ…
ଭୁବନେଶ୍ଵର: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’ ଏବେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି ବାତ୍ୟା। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି।
ସେହିପରି ଗୋପାଳପୁର ଠାରୁ ୫୩୦ କିମି ଦୂରରେ 'ମୋନ୍ଥା' ରହିଛି। ଆଜି ସଂଧ୍ୟା କିମ୍ବା…
ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍:…
ନୂଆଦିଲ୍ଲୀ: ମୋନ୍ଥା ପାଇଁ ୪୨ ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଲୱେ
ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି।
୪୨ ଟ୍ରେନ୍ ବାତିଲ୍, ୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ହୋଇଛି।
ଆଉ ୮ଟି ଟ୍ରେନ୍ର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି।
ପ୍ରମୁଖ ଟ୍ରେନ୍ ମଧ୍ୟରୁ ଆଜି…
ବାତ୍ୟା ପାଇଁ ୩ ଦିନ ହୋଟେଲ ମନା
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବାତ୍ୟା ମନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁରର ସମସ୍ତ ହୋଟେଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୭ ତାରିଖରୁ ୩ ଦିନ ପାଇଁ ହୋଟେଲ ଗୁଡ଼ିକୁ ବନ୍ଦ ରଖିବା ସହ ସମସ୍ତ ବୁକିଂ…
ଦୁର୍ବଳ ହୋଇଯିବ ବାତ୍ୟା ମନ୍ଥା
ଭୁବନେଶ୍ୱର: ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମନ୍ଥା‘। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା…
ବାତ୍ୟା ପାଇଁ ୩୨ ଟ୍ରେନ୍ ବାତିଲ
ଭୁବନେଶ୍ୱର: ସାଇକ୍ଲୋନ ମନ୍ଥାକୁ ଦୃଷ୍ଟି ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ପରିଚାଳନା ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବ୍ୟାପକ ପ୍ରସ୍ତୁତି ହୋଇଛି। ପରିସ୍ଥିତିର ତଦାରଖ ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ…
୨୮, ୨୯ରେ ସାରା ଓଡିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର: ମାଡି ଆସୁଛି ସାମୁଦ୍ରିକ ଝଡ ମାନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍…
ବିହାର ବୈଶାଳୀରେ ଓଡ଼ିଆ ନେତାଙ୍କ ପ୍ରଚାର
ନୂଆଦିଲ୍ଲୀ: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ନରେଶ କୁମାର ମହାନ୍ତି ଗତ 19 ଅକ୍ଟୋବର ଠାରୁ ବୈଶାଲୀରେ ବିଧାନସଭା ବିହାର ପାଇଁ ନିର୍ବାଚନ ପ୍ରଚାରରେ ଆଗାମୀ 6 ନଭେମ୍ବର ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି।
ଏହି ବିଧାନସଭାରୁ ଇଂ ଶ୍ରୀ ସଂଜୀବ କୁମାର ସିଂହଙ୍କ ପାଇଁ ସେ…