thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଧାମନଗରରେ ବିଜେପି ବିଜୟୀ, ଟ୍ୱିଟ କରି…

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଧାମନଗର ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ଏହି…

ଧାମନଗରରେ ପୁଣି ଦବଦବା ଜାହିର କଲା…

ଧାମନଗର ଉପନିର୍ବାଚନରେ ବାଜି ମାରିଲା ବିଜେପି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟୀ । ବିଜେଡିର ଅବନ୍ତୀ ଦାସଙ୍କୁ ହରାଇଲେ ସୁରଜ । ୯ ହଜାର ୮୮୧ ଭୋଟରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଲେ ବିଜେପିର ସୁରଜ ସୂର୍ଯ୍ୟବଂଶୀ । ଧାମନଗରରେ ବିଜେପି ପୁଣି ନିଜ ଦବଦବା ଜାହିର କଲା ।…

ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ…

ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍‌ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ ମନ୍ତ୍ରୀଙ୍କ…

ବଡ଼ ଓଷାରେ ହେବ ବାବା ଧବଳେଶ୍ୱରଙ୍କ…

ଆଜି ପବିତ୍ର ଧବଳେଶ୍ୱରଙ୍କ ପୀଠର ବଡ଼ଓଷା ପାଳିତ ହୋଇଛି । ବଡ଼ଓଷାରେ ବଡସିଂହାର ବେଶ ସହିତ ରାଜା ରାଜେଶ୍ୱରୀ ବେଶରେ ଶୋଭାପାଉଛନ୍ତି ବାବା । ଆଜି ମଧ୍ୟ ରାତ୍ରିର ଧବଳେଶ୍ୱରଙ୍କ ନିକଟରେ ଲାଗି ହେବ ଗଜଭୋଗ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଉଛି । ବଡ଼ଓଷାରେ ଭକ୍ତ ବିନା ପୀଠର ଖାଁ…

ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଏଟିଏମ୍…

ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅକ୍ଟୋବର ମାସ ୩ ତାରିଖ ଦିନ ବରପଦା ଶ୍ରୀରାମଚନ୍ଦ୍ରପୁର…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬ କୋଭିଡ୍…

ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

ରାଜଧାନୀରେ ରେଭ୍ ପାର୍ଟି ଉପରେ ଚଢାଉ,…

ଭୁବନେଶ୍ବର: ବାଜୁଥିଲା ଡିଜେ,  ଚାଲିଥିଲା ରେଭ୍ ପାର୍ଟି।  ତାହା ପୁଣି ମଧ୍ୟ ରାତ୍ରି ପର୍ଯ୍ୟନ୍ତ। ଖବର ପାଇ ଚନ୍ଦକା ସ୍ଥିତ ଏକ ଘରୋଇ ରିସୋର୍ଟରେ ଚଢାଉ କଲା କମିସନରେଟ୍ ପୋଲିସ୍। ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗ୍ରାହକମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ବିଳମ୍ବିତ ରାତି ଯାଏ ମଦର ଆସର…

ମାଓ ଇଲାକାରେ ସିଆରପିଏଫ ଜନ ସମ୍ପର୍କ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ଠାରେ ଶନିବାର ସିଆରପିଏଫ ଅଷ୍ଟମ ବାଟାଲିଅନ  ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛିl ସୁରକ୍ଷା କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଏହି ଶିବିରର ମୂଳଲକ୍ଷ୍ୟ ବୋଲି…

ଆସନ୍ତା ୧୦ରେ ପୁରୀ ଆସିବେ ରାଷ୍ଟ୍ରପତି…

ପୁରୀ: ଆସନ୍ତା ୧୦ ରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପୂର୍ବରୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩ କୋଭିଡ୍…

ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି…