thelifelinemedia
Latest Odisha News, Breaking News Today

ରେଲ୍‌ୱେ ଓଭରବ୍ରିଜ ଉପରୁ ସ୍କୁଲ ଛାତ୍ରର ମୃତଦେହ ଠାବ

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ପାଟ ସାମୁଳାଇ ରେଲୱ ଓଭରବ୍ରିଜ ଉପରୁ ଜଣେ ସ୍କୁଲ ଛାତ୍ରର ମୃତଦେହ ଠାବ ହୋଇଛି l ମୃତ ଛାତ୍ର ଜଣଙ୍କ ସ୍ଥାନୀୟ କସୋଟି ଗ୍ରାମର ଦିବ୍ୟଜ୍ୟୋତି ନାଥ ବୋଲି ଜଣାପଡିଛି l ସେ ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର l ତେବେ ଟ୍ରେନରେ କଟି ଦିବ୍ୟ ଜ୍ୟୋତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି l ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏ ନେଇ ପରିବାରର ପ୍ରତିକ୍ରିୟା ମିଳିପାରି ନାହିଁ l

Leave A Reply

Your email address will not be published.