thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କ…

ପୋଲିସ୍ ଛାଡ଼ିଥିଲା ଇଡି ଧରିଲା । ଅର୍ଚ୍ଚନା ନାଗ ମାମଲାର ଅନ୍ୟ କାର୍ପଟଦାର ଖଗେଶ୍ୱର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା ଖଗେଶ୍ୱର । ଏପରିକି ୫ଟି…

ପଦ୍ମପୁର କାର୍ଡ ଖୋଲିଲା ବିଜେପି, ପ୍ରଦୀପ…

ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି ପଦ୍ମପୁରରେ…

ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ…

ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍‌ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ…

ପ୍ରକାଶ ପାଇଲା OJS ରେଜଲ୍ଟ, କୃତକାର୍ଯ୍ୟ…

ଭୁବନେଶ୍ଵର: ପ୍ରକାଶ ପାଇଲା ଓଡିଶା  ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୨ର ଫଳାଫଳ। ପୁଅକୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ତିନି ଝିଅ। ଏଥର  ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ଵିତୀୟ ଏବଂ…

ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ…

ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ ସମ୍ପତ୍ତିର ଇଡି ଖୋଳତାଡ଼ କରିବ ବୋଲି…

ସେଲଫି ହେଲା କାଳ; ଜଳ ପ୍ରପାତରୁ ୨୪…

ନବରଙ୍ଗପୁର ୧୧/୧୧: ଜଳ ପ୍ରପାତ ପାଖରେ ସେଲ୍ଫି ନେବା ପଡ଼ିଲା ମହଙ୍ଗା। ନିଖୋଜର ୨୪ ଘଣ୍ଟା ପରେ ଜଳପ୍ରପାତରୁ ମିଳିଲା ଯୁବକଙ୍କ ମୃତଦେହ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ମଙ୍ଗରଦୋରାରେ ଥିବା ଘୁମରେଶ୍ବର ଶୈବ ପୀଠ ପାଖରେ ଥିବା ଜଳ ପ୍ରପାତରେ ନିଖୋଜ ଥିବା ଯୁବକଙ୍କ ଶବ ଉଦ୍ଧାର…

ଜଗନ୍ନାଥ ଦର୍ଶନ ସାରି ଭୁବନେଶ୍ୱର ଫେରିଲେ…

ଭୁବନେଶ୍ୱର ୧୦/୧୧: ପୁରୀଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରକୁ ଫେରି ରାଷ୍ଟ୍ରପତି ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ…

ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ଦର୍ଶନ…

ଭୁବନେଶ୍ୱର, ୧୦/୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ପୁରୀ ଯାଇଥିଲେ । ସାଢ଼େ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଭାରତ ମହାସାଗର ପାଶ୍ୱବର୍ତି ବିଷୁବ ରେଖା ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ର ପତନ ଠାରୁ ୭ ଦଶମିକ ୬ କିଲୋମିଟର ପର୍ୟ୍ୟନ୍ତ ବ୍ୟାପି ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନିଭୂତ…

କାଲି ଦିନ ୧ରୁ ଭୁବନେଶ୍ୱରରେ ଅଫିସ,…

ଆସନ୍ତାକାଲି ଦିନ ୧ରୁ ଅଫିସ, ସ୍କୁଲ ଓ କଲେଜ ବନ୍ଦ । ବିଏମସି ଅଞ୍ଚଳରେ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି ଅବସରରେ ପୁରୀ ଯାଇ…