thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ରାଜ୍ୟର ଧର୍ମଘଟକାରୀ ଓକିଲଙ୍କୁ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି (ସୋମବାର) ଓଡ଼ିଶାର ଧର୍ମଘଟକାରୀ ଓକିଲମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆସନ୍ତା ବୁଧବାର (୧୬ ନଭେମ୍ବର) ଠାରୁ ନିୟମିତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଓକିଲମାନେ ଏଥିରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ…

ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ ପାଇଛି। ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ ହ୍ରାସ କରାଯାଇଛି।…

ସରିଲା ଅଙ୍କକଷା, ପଦ୍ମପୁର ଉପନିର୍ବାଚନ…

ସରିଲା ଅଙ୍କକଷା । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବରିହାଙ୍କ ବଡ଼ ଝିଅ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଖବର ଅନୁଯାୟୀ, ବିଜୟ ସିଂହ ବରିହାଙ୍କ ପରଲୋକ ପରେ ଉପନିର୍ବାଚନ…

ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ…

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ତାର ତଦନ୍ତକୁ ଜୋରଦାର କରିଛି ।  ତେବେ ଫୋକସରେ ରହିଛି କୁଆଡୁ ଆସିଲା ନଗଦ ୨ କୋଟି ଟଙ୍କା ? ବ୍ୟାଙ୍କକୁ ଯାଇ ଇଡି ଖୋଳତାଡ ଆରମ୍ଭ ବି କରିଛି ।  ଛାନଭିନ ବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା ଅର୍ଚ୍ଚନା-ଜଗବନ୍ଧୁଙ୍କ ଆକାଉଣ୍ଟରେ ରାଜ୍ୟର ୫ଟି…

ଜମି ଜବରଦଖଲ ପାଇଁ ମୁଣ୍ଡ ଗଡ଼ିଲା

ରାଉରକେଲା: ସରକାରୀ ଜମି ଜବର ଦଖଲ ବିବାଦକୁ ନେଇ ରାଉରକେଲାରେ ଆଜି ଗୁଳି ଫୁଟିଛି। ଗୁଳିମାଡରେ ଗୁରୁତର ଆହତ ବାଞ୍ଛା ତନ୍ତୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଝିରପାଣି ଥାନା ଅନ୍ତର୍ଗତ ଝରିଆଟୋଲା ବସ୍ତିରେ ଆଜି ସକାଳେ ଏଡି ଅଘଟଣ ଘଟିଥିବାବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଞ୍ଚଳରେ ଖାଲି…

ରେଲ୍‌ୱେ ଓଭରବ୍ରିଜ ଉପରୁ ସ୍କୁଲ ଛାତ୍ରର…

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ପାଟ ସାମୁଳାଇ ରେଲୱ ଓଭରବ୍ରିଜ ଉପରୁ ଜଣେ ସ୍କୁଲ ଛାତ୍ରର ମୃତଦେହ ଠାବ ହୋଇଛି l ମୃତ ଛାତ୍ର ଜଣଙ୍କ ସ୍ଥାନୀୟ କସୋଟି ଗ୍ରାମର ଦିବ୍ୟଜ୍ୟୋତି ନାଥ ବୋଲି ଜଣାପଡିଛି l ସେ ରତ୍ନାକର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର l ତେବେ ଟ୍ରେନରେ କଟି ଦିବ୍ୟ ଜ୍ୟୋତିଙ୍କ ମୃତ୍ୟୁ…

ଯୌତୁକ ନିର୍ଯ୍ୟାତନା, ଶାଶୂ କାଟିଦେଲା…

ଫୁଲବାଣୀ: ଯୌତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠିକୁ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ କରିଦେଲା ଅଲଗା । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଞ୍ଚାୟତର ଡଙ୍ଗା ଗ୍ରାମରେ । ପୀଡିତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ ଭଲ ପାଇ…

ଅର୍ଚ୍ଚନା ନାଗ ମାମଲା: ଏସ୍‌ଆଇଟିର ବୈଠକ,…

କଟକ, ୧୩/୧୧: ମାତ୍ର ଦୁଇ ଦିନର ତଦନ୍ତରୁ ଧରାପଡ଼ିଲାଣି ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି । ଏହିଭଳି କଳା ସମ୍ରାଜ୍ୟର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା ନାଗ । ଖୋଳତାଡ଼ ଜାରି ରହିଛି । ଆଗକୁ ଆହୁରି ଅଧିକ ବେଆଇନ ସମ୍ପତ୍ତି ମିଳିବାର ସମ୍ଭାବନା ଅଛି ବୋଲି ଆଜି ନୂଆଦିଲ୍ଲୀରେ ବସିଥିବା ଏସଆଇଟି…

ପଦ୍ମପୁରରେ ଲଢ଼ିବେ ସତ୍ୟ ଭୂଷଣ ସାହୁ

ଭୁବନେଶ୍ୱର ୧୨।୧୧ : ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଏବେଠୁ ଲାଗିପଡ଼ିଛନ୍ତି ୩ ଦଳ । ସକାଳେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଉପରବେଳା କଂଗ୍ରେସ୍‌ ପ୍ରାର୍ଥୀ ନେଇ ଘୋଷଣା କରିଛି । ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ୍‌ ମିଳିଛି । ସତ୍ୟ ଭୂଷଣଙ୍କ ପ୍ରର୍ଥୀତ୍ୱକୁ କଂଗ୍ରେସ…

ବାରିପଦା ୧୧/୧୧: ନାବାଳିକା ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡା ସହ ଜରିମାନା ଶୁଣାଇଲେ ସତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ସୁନିତା ଜେନା। ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତି କରିବା ଅଭିଯୋଗରେ ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ପରିଚୟ ବାଙ୍କା ସୋନିଆ,…