thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। …

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର, ୨୦।୧୧: ସୃଷ୍ଟି ହେଲା ଅବପାତ। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି l ଏହା ନିଜର ତୀବ୍ରତା ବଜାୟୀ ରଖିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ତାମିଲନାଡୁ…

ଉଗ୍ରରୂପ ନେଲା କଳି, ସ୍ୱାମୀର ଆକ୍ରମଣରେ…

ଭୁବନେଶ୍ବର, ୨୦।୧୧: ରାଜଧାନୀରେ ଉଗ୍ରରୂପ ନେଲା ସ୍ୱମୀ-ସ୍ତ୍ରୀ କଳି । ଏଥିରେ ସ୍ବାମୀ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀର ମୁଣ୍ଡ ଓ଼ ହାତ ସମେତ ଶରୀରରେ ଗଭୀର କ୍ଷତ ଲଗାଥିବା ବେଳେ ସେ ଗୁରୁତର ରହିଛନ୍ତି । ଆହତ ମହିଳାଙ୍କ ନାମ ସସ୍ମିତା ପରିଡା ବୋଲି ଜଣାପଡ଼ିଛି । ଘରୋଇ…

ଭୁବନେଶ୍ୱରର ‘କାସା ବକାର୍ଡି ଅନ୍ ଟୁର୍’…

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍ବାକ୍ସ୍ଙ୍କ ସହିତ ‘କାସା ବକାର୍ଡି ଅନ୍ ଟୁର୍’ ମ୍ୟୁଜିକ୍ କନ୍ସର୍ଟର ଆୟୋଜନ କରିଛି । ୧୯ ନଭେମ୍ବର,୨୦୨୨…

ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ,…

ବରଗଡ଼,୧୯।୧୧: ବରଗଡ଼ ଜିଲ୍ଲା ବରପାଲି ସହରର ୯ ନମ୍ବର ୱାର୍ଡ ସ୍ଥିତ କଇରାଟିକିରା ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକର ମୁହଁରେ ପଥର ଛେଚା ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ଜଣକ ବରପାଲି ମଧ୍ୟପଡାର ସ୍ବର୍ଗତ ଅଶୋକ ସାହୁଙ୍କ…

ସ୍ତ୍ରୀର ମୃତଦେହ ଧରି ଜଲ୍ଲାପାଳ…

କେନ୍ଦ୍ରାପଡ଼ା, ୧୯/୧୧: ସ୍ତ୍ରୀର ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଲେ ବୃଦ୍ଧ ସ୍ଵାମୀ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଆଗରେ ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କଟକ ମେଡିକାଲରେ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ନିଜ ଘର ରାଜନଗର ଥାନା ଅର୍ଗତ ନଳଦିଆ ଗାଁକୁ…

ପଦ୍ମପୁର ଉପନିର୍ବାଚନ: ମଇଦାନକୁ…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ମଇଦାନରେ ରହିଲେ ୧୧ ପ୍ରାର୍ଥୀ । ଗତକାଲି ୧୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ଆଜି  ଆବଶ୍ୟକ ଡକ୍ୟୁମେଣ୍ଟସ ଅଭାବରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଯାଇଛି ।ସେପଟେ ଆଜିଠୁ ପଦ୍ମପୁରରେ ଜୋର୍ ଧରିଛି ପ୍ରଚାର ପର୍ବ । ବିଜେଡି ପ୍ରାର୍ଥୀ…

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ…

ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ରାଜ୍ୟର ବନ୍ଦର ନୀତି, ଓଡିଶାରେ ହକି ବିଶ୍ୱକପ ଉତ୍ସବ…

ଅଧାରେ ଅଟକିଲା ଶ୍ରୀମନ୍ଦିରର ଇ-ହୁଣ୍ଡି…

ଅଧାରେ ଅଟକିଗଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ । ଶ୍ରୀମନ୍ଦିର ସୂଚନାକେନ୍ଦ୍ର ନିକଟରେ ଏହାକୁ ଉଦଘାଟନ କରିଥିଲେ ଜିଲ୍ଳାପାଳ । ହେଲେ ଅନ୍ତିମ ମୁହୁର୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ ହୋଇଗଲା । ଅନୁରୂପ ଭାବରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବି ଗତ ୧୬ ତାରିଖରେ ଇ-ହୁଣ୍ଡିର ବ୍ୟବସ୍ଥା…

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ଭରିଲେ…

ପଦ୍ମପୁର ୧୭।୧୧ : ନାମାଙ୍କନ ଭରିଲେ ବର୍ଷା ବରିହା । ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରେରେ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଗୁରୁବାର…