Browsing Category
ରାଜ୍ୟ
ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ, ନିକଟରେ…
ଭୁବନେଶ୍ୱର:ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଜେପି ନେତା ତଥା ଅଭିନେତା ଅଖିଳ କୁମାର ପଟ୍ଟନାୟକ। ବିଜେପି ଛାଡ଼ିବା ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି।ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଅଖିଳ।କହିଛନ୍ତି ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପିରେ ସାମିଲ…
ତିନି ଦିନ ପର୍ଯ୍ୟନ୍ତ ଖରାକୁ ନାହିଁ ଡର,…
ଭୁବନେଶ୍ୱର: ରାଜ୍ୟ ବାସୀଙ୍କୁ ଆଶ୍ବସ୍ତି l ଆଗାମୀ ତିନି ଦିନ ରାଜ୍ୟ ବିଭିନ୍ନ ସ୍ଥାନରେ କାଳବୈଶlଖି ପ୍ରବାହ ରହିବ lଫଳରେ ବିସ୍ତୃତ ଅଞ୍ଚଳ ବର୍ଷା ହବ lଆଜିଠୁ ବର୍ଷାର ପରିମାଣ ବଢିବ ।ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।ଆଜି ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷା…
ରାଜଧାନୀରେ ସବୁଠୁ ସର୍ବନିମ୍ନ ମତଦାନ ,…
ଭୁବନେଶ୍ୱର: ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ହେଉଛି ନିର୍ବାଚନ।ତେଣୁ "ନିର୍ବାଚନ ପର୍ବ ଆମ ଦେଶର ଗର୍ବ" ଏହି ବାର୍ତା ବା ନାରା ନେଇ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନତା କରାଯାଉଥିବା ବେଳେ ବିଏମ୍ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ।୨୫ ମେ ରେ ଭୁବନେଶ୍ୱର ରେ ଭୋଟ ଗ୍ରହଣ ତାରିଖ ରହିଥିବା…
ସୌମ୍ୟଙ୍କ ମୁଣ୍ଡ ଉପରେ ବଦ୍ରିଙ୍କ ହାତ,…
ଘସିପୁରା : ରାଜନୀତି ଦୃଶ୍ୟପଟ୍ଟରେ ରୋଚକ ସ୍ଥିତି।ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି କିନ୍ତୁ ଫେସ ଟୁ ଫେସ ହେଲେ ପରସ୍ପରକୁ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି। ଯେମିତି ଦୃଶ୍ୟପଟ ଘଟିଛି ସୌମ୍ୟ ଓ ବଦ୍ରିଙ୍କ ମଧ୍ୟରେ। ଅବସର ଥିଲା ନାମାଙ୍କନ ଦାଖଲ ସମୟର। ବିଜେଡି ଘସିପୁରା ପ୍ରାର୍ଥୀ…
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ…
ନୂଆଦିଲ୍ଲୀ : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।ରାଜ୍ୟର ୬ ଲୋକସଭା ଆସନପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ ।ବିଜ୍ଞପ୍ତି ପ୍ରକାଶ…
ବଦଳିଲା ପାଗ,୧୪ ଜିଲ୍ଲାକୁ ୟେଲୋ ଆଲର୍ଟ…
ଭୁବନେଶ୍ୱର: ଦୀର୍ଘ ଦିନ ପରେ ଗତକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତିରେ ସୁଧାର ଆସିଛି। କାଳବୈଶାଖୀର ଗୋଟିଏ ଦଲକା ପବନ ଲୋକଙ୍କ ଦେହରେ ଜୀବନ ଭରିଛି। ଦିନ ତାତି ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ କାଳବୈଶାଖୀ ବର୍ଷା ଓ ପବନ ଏଥିରୁ ଆଶ୍ୱସ୍ତି ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା…
ଚର୍ଚ୍ଚାରେ ନବୀନଙ୍କ ଧାଡିକିଆ କଥା ,…
ଭୁବନେଶ୍ୱର :ସଂକ୍ଷିପ୍ତ ନୁହେଁ ଧାଡିକିଆ ନିର୍ବାଚନୀ ପ୍ରଚାର।ହସ ହସ ମୁହଁରେ ଧାଡିକିଆ କଥା।ଲମ୍ଭା ଭାଷଣ ନୁହେଁ।ଏକଦମ ସର୍ଟକଟ ଭାଷଣ। ଅନ୍ୟ ରାଜନେତାଙ୍କଭଳି ଲମ୍ବା ଭାଷଣ ନୁହେଁ।ତିନି ଚାରୋଟି ଶବ୍ଦ ଥିବା ଧାଡିକିଆ ବାକ୍ୟ।ଲୋକଙ୍କ ସହିତ ଯୋଡି ହେଲଭଳି କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି।ଇଏ ହେଉଛି…
ଟିକେଟ କାଟି ଲଳିପପ ଧରେଇଲା ବିଜେଡି,…
ଭୁବନେଶ୍ୱର: ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ।ବିଦ୍ରୋହ ମୁଣ୍ଡ ଟେକିବା ଆଗରୁ ଗୋଟି ଚଳାଇଲା ବିଜେଡି।ଟିକେଟ କାଟିଥିବା ନେତାଙ୍କୁ କଲା ଥଇଥାନ।ନିମାପଡା ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ଦଳ ତାଙ୍କୁ ସ୍ୱାନ୍ତନା ଦେବାକୁ ଯାଇ ନୂଆ ଦାୟିତ୍ୱ ଦେଇଛି।ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସମୀରଙ୍କ ସମର୍ଥକ…
ତତଲା ଭୂଇଁରେ ବର୍ଷା ଛିଟା, ବଦଳିଲା…
ଭୁବନେଶ୍ୱର: ଝିପି ଝିପି ବର୍ଷା ସାଙ୍ଗକୁ ଘଡଘଡି। ଆଶ୍ବସ୍ତି ଆଣିଲା କାଳବୈଶାଖୀ। କମିଲା ଗୁଳୁଗୁଳି।ଏକ ଭଲ ବର୍ଷା ଅପେକ୍ଷାରେ ଥିଲେ ଲୋକେ ।ଏବେ ବର୍ଷା ଆଶ୍ବସ୍ତି ଆଣିଛି। ଦୀର୍ଘ ୨୧ଦିନ ଖରାରେ ଜଳିବା ପରେ ଆଶ୍ବସ୍ତି ମିଳିଛି ରାଜ୍ୟବାସୀଙ୍କୁ।ଲମ୍ବା ସମୟ ଧରି ତାତିର ତାଉରେ କଲବଲ ହେବା ପରେ ବଦଳିଛି…
ବଡମ୍ବାରେ ବିଜେପି ପାଇଁ କଣ୍ଟା ବିଜୟ…
ବଡମ୍ବା :ବଡମ୍ବାରେ ବିଜେପି ପାଇଁ ଅଡୁଆ ପରିସ୍ଥିତି।ଦଳ ପାଇଁ କଣ୍ଟା ସ୍ୱାଧୀନ ଭାବେ ଲଢ଼ୁଥିବା ବିଜେପିର ଅସନ୍ତୁଷ୍ଟ ନେତା ବିଜୟ ଦଳ ବେହେରା।ବିଜେପି ଟିକେଟରୁ ବଞ୍ଚିତ ହେବା ପରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବାର ବାର ଶକ୍ତି ପ୍ରଦର୍ଶନ ଦେଖାଇ ଆସୁଥିଲେ ବିଜୟ ଦଳ ବେହେରା। ହେଲେ ବିଜେପି ବଡମ୍ବାରେ…