Browsing Category
ରାଜ୍ୟ
ଅଂଶୁଘାତରୁ ବର୍ତ୍ତିବେ କେମତି, ଜାଣନ୍ତୁ…
ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଚିନ୍ତାର କାରଣ ହେଲାଣି।ତେବେ ଆଗକୁ ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି।ଆସନ୍ତୁ ଜାଣିବା ଅଂଶୁଘାତରୁ ରକ୍ଷା ପାଇବେ କିପରି ।ଖରାରେ ବାହାରକୁ ବାହାରନ୍ତୁ ନାହିଁ ।ଆବଶ୍ୟକ ପଡିଲେ ସତର୍କତା…
ଆସନ୍ତା ତିନିଦିନ ଗ୍ରୀଷ୍ମ ଲହରୀ,…
ଭୁବନେଶ୍ୱର:ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ।ଗ୍ରୀଷ୍ମ ଲହରୀରେ ଭାଜିହେବ ଓଡିଶା। ପଶ୍ଚିମରେ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।ଏନେଇ ଆସନ୍ତା ୪୮ ଘଣ୍ଟାରେ ଅତି ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗୋଟିଏ ଦୁଇଟି ସ୍ଥାନରେ…
୪୫ଡିଗ୍ରୀ ଉପରେ ପାରଦ: ଆହୁରି ୩ ଦିନ ଗରମ…
ଭୁବନେଶ୍ୱର:ଜଳୁଛି ପଶ୍ଚିମ ଓଡ଼ିଶା ।ଅସହ୍ୟ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ପଶ୍ଚିମ ଓଡିଶା ବାସୀ ।ଦିନ ହେଉ କି ରାତି ପ୍ରବଳ ତାତି ସହ ଅସହ୍ୟ ଗଗୁଳୁଗୁଳିରେ ସନ୍ତୁଳି ହେଉଛି ଜନଜୀବନ। ଝାରସୁଗୁଡାରେ ସବୁଠୁ ଅଧିକ ତାତି। ୪୭ଡିଗ୍ରୀ ଛୁଇଁଛି ଝାରସୁଗୁଡା ପାରଦ। ୯ଟି ସହରରେ ପାରଦ…
ପାଣ୍ଡିଆନ ମୋ ଉତ୍ତରଧିକାରୀ ନୁହନ୍ତି,…
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରଧିକାରୀ ପ୍ରସଙ୍ଗଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି ପାଣ୍ଡିଆନ ମୋ ଉତ୍ତରଧିକାରୀ ନୁହନ୍ତି। ଏ କଥାକୁ ବଢ଼େଇ ଚଢେଇ ଅତି ରଂଜିତ କରାଯାଉଛି ବୋଲି ନବୀନ କହିଛନ୍ତି।…
ଶେଷ ପର୍ଯ୍ୟାୟରେ ହେବ ସମ୍ମାନର ଲଢେଇ,…
ଭୁବନେଶ୍ୱର:ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନ ସରଗରମ।ସାମ୍ମନର ଲଢେଇ ହେବାକୁ ଯାଉଛି ଜୁନ ୧ରେ ହେବାକୁ ଥିବା ଭୋଟିଙ୍ଗ।ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭାରେ ନିର୍ବାଚନ ହେବ।ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। ୯୯.୬୧ଲକ୍ଷ ଭୋଟର…
ଆଗୁଆ ଆସିଲା ମୌସୁମୀ: କେରଳ ଛୁଇଁଲା…
ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ ବାୟୁ। ଜୁନ୧ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଭୂଖଣ୍ଡରେ ପ୍ରବେଶ କରିଛି। ସାରା ଦେଶକୁ ଆଶ୍ୱସ୍ତି ମିଳିଛି। କେରଳ ଛୁଇଁସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ। ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ…
ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣରେ…
ପୁରୀ:ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।୫୦ରୁ ଅଧିକ ଆହତ ଥିବା ବେଳେ ୨୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ…
ମୋଦିଙ୍କୁ ନବୀନଙ୍କ ଟାର୍ଗେଟ: ସୁସ୍ଥ…
ଭୁବନେଶ୍ୱର:ମୋଦି ନବୀନଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଓଡିଶାରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ। କହିଛନ୍ତି ଆଜିର ନିର୍ବାଚନ ଦେଶ ପାଇଁ ଏକ ବଡ଼ ନିର୍ବାଚନଲୋକ ଓ ଶିଶୁଙ୍କ ଭବିଷ୍ୟ ବନେଇବା ପାଇଁ ଆମେ ଲଢ଼ିବୁ। ଏହି…
ସମ୍ବିଧାନ ସୁରକ୍ଷା କଂଗ୍ରେସ ହାତରେ,…
ଭୁବନେଶ୍ୱର:ମୋଦି ନବୀନଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଓଡିଶାରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ। କହିଛନ୍ତି ଆଜିର ନିର୍ବାଚନ ଦେଶ ପାଇଁ ଏକ ବଡ଼ ନିର୍ବାଚନଲୋକ ଓ ଶିଶୁଙ୍କ ଭବିଷ୍ୟ ବନେଇବା ପାଇଁ ଆମେ ଲଢ଼ିବୁ। ଏହି…
ଓଡିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ:…
ବାରିପଦା: ଓଡିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ। ଓଡିଶାବାସୀ ଚାହାନ୍ତି ମୋଦି ଗ୍ୟାରେଣ୍ଟି।ଆପଣଙ୍କୁ ଜୁନ ୧୦ରେ ବିଜେପି ସରକାର ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରିବାକୁ ଆସିଚ୍ଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।ବାରିପଦା ସଭାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ ମୋଦି ବିଜେଡି ଉପରେ…