Browsing Category
ରାଜ୍ୟ
ମୋଦି ମନ୍ତ୍ରୀମଣ୍ଡଳରେ ଓଡିଶାକୁ…
ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଆସନ୍ତା ୮ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ୨୧ ଆସନ ବିଶିଷ୍ଟ ଓଡିଶାରୁ ବିଜେପି ୨୦ ଟି ଆସନରେ ବିଜୟ ଲାଭ କରି ମୋଦିଙ୍କ ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ…
୨୪ବର୍ଷ ୩ମାସ ଶାସନ କାଳରେ ଲାଗିଲା…
ଭୁବନେଶ୍ୱର:ଲମ୍ବା ସମୟ ଶାସନ କ୍ଷମତାରେ ବ୍ରେକ ଲାଗିଲା।୨୪ ବର୍ଷ ୩ ମାସ ଧରି ଶାସନ କରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ।୫ମାର୍ଚ୍ଚ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ୨୪ନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି ନବୀନ। ଅପରାଜୟ,…
ଓଡିଶାରେ ବିଜେପି ସରକାର, କିଏ ହେବେ…
ଭୁବନେଶ୍ୱର:ଓଡିଶାରେ ପଦ୍ମ ଫୁଟିଲା। ଦୀର୍ଘ ବର୍ଷର ଦଳ ବିଜେଡିକୁ ମାତ ଦେଇ ରାଜ୍ୟରେ ପଦ୍ମ ଫୁଟିଛି। ଅଢେଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ଗଡ଼ ଭାଙ୍ଗିଛି ବିଜେପି। ଲୋକସଭାରେ ୨୦ଆସନ ପୋଛି ନେବା ସହିତ ବିଧାନସଭାରେ ଏକାକୀ ସରକାର ଗଠନ କରିବା ନେଇ ବହୁମତ ପାଇ ସରିଛି। ତେବେ ଓଡିଶାରେ…
ଓଡିଶା ଲେଖିଲା ନୂଆ ଇତିହାସ, ରାଜ୍ୟରେ…
ଭୁବନେଶ୍ୱର:ଓଡିଶାରେ ନୂଆ ଇତିହାସ ଲେଖା ହୋଇଛି। ବହୁମତ ପାଇ ସରକାର କରିବାକୁ ଯାଉଛି ବିଜେପି। ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ମାତ ଦେଇ ବିଜେପି ଓଡିଶାରେ କ୍ଷମତା କରିବାକୁ ଯାଉଛି।୧୯ଟି ଲୋକସଭା ଆସନରେ ବିଜୟ ସହିତ ରାଜ୍ୟରେ ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର…
ହାରିଲେ ମୁଖ୍ୟମନ୍ତ୍ରୀ, ରାଜନୈତିକ…
ଭୁବନେଶ୍ୱର: ହାରିଲେ ମୁଖ୍ୟମନ୍ତ୍ରୀ। ପରାଜୟର ସାମ୍ନା କଲେ ନବୀନ ପଟ୍ଟନାୟକ। ନିଜ ରାଜନୈତିକ ଜୀବନରେ ପ୍ରଥମ ଥର ହାରିଛନ୍ତି ନବୀନ ପଟ୍ଟନାୟକ। ବିଜେପି ପ୍ରାର୍ଥୀଙ୍କ ଠାରୁ ନବୀନ ପରାସ୍ତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪,…
ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ,…
ଗଞ୍ଜାମ: ଦିଗପହଣ୍ଡିରେ ପଦ୍ମ ଫୁଟାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜେଡିର ଗଡ଼ ଥିବା ଗଞ୍ଜାମ ଜିଲ୍ଲାରେ…
ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ନବୀନ…
ଭୁବନେଶ୍ୱର: ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି।
ତେବେ ପ୍ରାରମ୍ଭିକ…
ଇତିହାସ ରଚିବେ ନବୀନ, ଷଷ୍ଠଥର କ୍ଷମତାକୁ…
ଭୁବନେଶ୍ୱର:ଥରେ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର ସିଏମ୍ ଚଉକି ହାସଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଆଉ ରେକର୍ଡ ତାଙ୍କ ନାଁରେ ଯୋଡି ହେବାକୁ ଯାଉଛି।ବିଚକ୍ଷଣ ଦକ୍ଷତା ଆଉ ଗୋଟି ଚାଳନା ବଳରେ ବିରୋଧୀଙ୍କୁ ନାକେଦମ କରି ଦୀର୍ଘ ବର୍ଷ ହେଲା ନେଇ ଆସୁଛନ୍ତି ନେତୃତ୍ବ ।…
ଏକଜିଟ ପୋଲକୁ ନେଇ କମ୍ପୁଛି ରାଜ୍ୟ…
ଭୁବନେଶ୍ୱର: ଦିନକ ପରେ ଫଳ ବାହାରିବ।କିଏ ସରକାର କରିବ ଆସନ୍ତାକାଲି ହିଁ ସ୍ପଷ୍ଟ ହେବ।କିନ୍ତୁ ଏକଜିଟ ପୋଲକୁ ନେଇ ଏବେ ତୁ ତୁ ମେ ମେ ଆରମ୍ଭ ହୋଇଛି।ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଏକଜିଟ ପୋଲକୁ ନେଇ ବାକଯୁଦ୍ଧ ତେଜି ଲାଣି।ବିଜେଡି କହୁଛି ଓଡିଶା ଲୋକସଭାକୁ ନେଇ…
ବାହାନଗା ଟ୍ରେନ ଟ୍ରଜେଡିକୁ ପୁରିଲା…
ଜୁନ ୨ ଶୁକ୍ରବାର । ସମୟ ସନ୍ଧ୍ୟା ୭ଟା । ସ୍ଥାନ ବାହାନଗା ରେଳ ଷ୍ଟେସନ । ବାଲେଶ୍ୱରରୁ ଭଦଷ୍ଠଳ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ । ଆଉ ଏହି ସମୟରେ ଖବର ଆସିଲା ବାହାନଗାରେ ରେଳ ଦୁର୍ଘଟଣା ହୋଇଛି । କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହି…