Browsing Category
ରାଜ୍ୟ
ବର୍ଷାରେ ଭିଜିଲା ଭୁବନେଶ୍ୱର
ଭୁବନେଶ୍ବର: ଭୁବନେଶ୍ୱରବାସୀଙ୍କୁ ଖରା ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି। ପ୍ରଚଣ୍ଡ ଖରା ପରେ ଆଜିର ବର୍ଷା ଯୋଗୁଁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଚାର୍ଯ୍ୟ ବିହାର, ନାଲକୋ, ପଟିଆରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା…
ନବୀନ ହେବେ ବିରୋଧୀ ଦଳ ନେତା ! ଶଙ୍ଖ…
ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା। ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ଏବେ ବିରୋଧୀ ଦଳ ନେତା ହୋଇପାରନ୍ତି। ଆସନ୍ତା ୧୯ ତାରିଖରେ ଶଙ୍ଖ ଭଵନରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ନବୀନ ହିଁ ବିରୋଧୀ ଦଳ ନେତା ଭାବେ…
ମୌସୁମୀ ଋତୁରେ ଗାଏବ ବର୍ଷା, ରାଜ୍ୟରେ…
ଭୁବନେଶ୍ୱର:ଓଡ଼ିଶାକୁ ଏଥର ୪ଦିନ ଆଗରୁ ମୌସୁମୀ ପ୍ରବେଶ କରିଥିଲା। ହେଲେ ବର୍ଷାର ଦେଖା ନାହିଁ। ପ୍ରଚଣ୍ଡ ତାତିରେ ସିଜୁଛି ଓଡିଶା। ମୌସୁମୀ ଋତୁରେ ଗ୍ରୀଷ୍ମର ରାଜ। ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଆଶା କରାଯାଉଥିଲା ଏଥର ସାରା ରାଜ୍ୟରେ ଆଗୁଆ ମୌସୁମୀ ବର୍ଷା ହେବ । ମାତ୍ର ଦିନ ଗଡ଼ି ଗଡ଼ି ଚାଲିଛି…
ପୁଣି ବଡ ଧରଣର ଟ୍ରେନ୍ ଦୁର୍ଘଟଣା: ୫…
ସମସ୍ତଙ୍କ ନିଦ ହଜେଇ ଦେଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାକୁ ଏକ ବର୍ଷ ପୂରି ସାରିଛି। ବାହାନଗା ଟ୍ରେନ୍ ଦୁର୍ଘଟଣାର ଏକ ବର୍ଷ ୧୫ ଦିନ ପରେ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ବାହାନଗା ରେଳ ଦୁର୍ଘଟଣାକୁ…
ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ: ଗୋଡ ହରାଇ…
ଭୁବନେଶ୍ୱର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା।…
ଆଉ ନାହାନ୍ତି ଓଡିଶାର ପୂର୍ବତନ…
ଭୁବନେଶ୍ୱର:ପରଲୋକରେ ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ।ବୟସାଧିକ ଦୃଷ୍ଟିରୁ ବିଭିନ୍ନ ରୋଗରେ ପୀଡିତ ଥିଲେ ମୁରଲୀଧର।ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି। କେବେଳ ରାଜନୈତିକ ମହଲରେ ନୁହେଁ ସାମାଜିକ ଏବଂ ସାହିତ୍ୟ ଜଗତରେ ମଧ୍ୟ ଶୋକ…
ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ…
ମନ୍ତ୍ରୀମାନଙ୍କୁ ଆଜି ବିଭାଗ ଦିଆଯାଇଥିବା ନେଇ ସୂଚନା ମିଳିଛି । ୧୨ ତାରିଖରେ ଶପଥ ୧୫ରେ ବିଭାଗ ଦିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ…
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…
ବ୍ୟୁରୋ:ଓଡ଼ିଆ ଭାଷା ପାଇଁ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ପାଇବେ ଚଳିତ ୨୦୨୪ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର।୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୩ଟି ଭାଷାରେ ୨୩ ଜଣ ଲେଖକଙ୍କୁ ଯୁବ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ନିଜ ଲେଖା 'ହୁ ବାଇଆ'…
ଜୁଲାଇ ୨ରୁ ସାରା ଦେଶରେ ଲାଗୁ ହେବ ନୂଆ…
ଭୁବନେଶ୍ୱର: ଖୁବଶୀଘ୍ର ଉଠିଯିବ ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ। ଲାଗୁହେବ ନୂଆ ପୋଲିସ ଆଇନ।ଜୁଲାଇ ୨, ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ ।ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚନା କରିଛନ୍ତି ସବୁ ରାଜ୍ୟର ପୋଲିସ ଡିଜି।
ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା…
ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି, ୧୭ରୁ…
ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି…