thelifelinemedia
Latest Odisha News, Breaking News Today
Browsing Category

ମନୋରଞ୍ଜନ

ଅକ୍ଷୟ କୁମାରଙ୍କୁ ଆଇନଗତ ନୋଟିସ ପଠାଇଲେ…

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିନେତା ଅକ୍ଷୟ କୁମାରଙ୍କୁ ଫିଲ୍ମ ରାମ ସେତୁ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ଏବଂ ଫିଲ୍ମର ନିର୍ମାତାଙ୍କୁ ଏହି ନୋଟିସ ପଠାଇଛନ୍ତି । ଅକ୍ଷୟ କୁମାରଙ୍କ…

ପୁଣି କରୋନାରେ ସଂକ୍ରମିତ ହେଲେ ଅମିତାଭ…

ପୁଣି କରୋନାରେ ସଂକ୍ରମିତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚନ । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବିଗ ବି । ଏ ନେଇ ସେ ଟୁଇଟ କରି ସୂଚନା ଦେବା ସହ ତାଙ୍କ ସହ ସର୍ମ୍ପକରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।…

ଆଇସିୟୁରେ ପଶି ରାଜୁ ଶ୍ରୀବାସ୍ତବଙ୍କ ସହ…

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଲୋକପ୍ରିୟ ବ୍ୟଙ୍ଗ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଜଣେ ଅଜଣା ବ୍ୟକ୍ତିଙ୍କ କାରନାମା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ବ୍ୟକ୍ତି ଆଇସିୟୁ ଭିତରେ ପ୍ରବେଶ କରି ତାଙ୍କ ସହ ନିଜ ମୋବାଇଲରେ ସେଲଫି ଉଠାଇ ଥିଲା । ସଂପୃକ୍ତ…

ସିଲଭର ସ୍କ୍ରିନ୍‌ରେ ପୁଣି ଏକାଠି…

ନୂଆଦିଲ୍ଲୀ ୨୧।୦୮: ଫିଲ୍ମ ଶେରଶାହରେ ସୁପରହିଟ୍‌ ଯୋଡି ସିଦ୍ଧାର୍ଥ ଓ କିଆରା । ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣି ନେଇଛି। କେବଳ ରିଲ୍ ନୁହେଁ ରିଅଲ୍‌ ଲାଇଫ୍‌ରେ ବି ତାଙ୍କ ଯୋଡିକୁ ଭରପୂର ଭଲପାଇବା ମିଳିଛି। ଏବେ ସେମାନେ ବଲିଉଡ୍‌ର ମୋଷ୍ଟ ଆଡରେବଲ୍‌ କପଲ୍‌। ଲଗାତାର ବ୍ରେକ୍‌ଅପ୍‌ର ଖବର…

ନ୍ୟୁଡ ଫଟୋସୁଟ୍ ମାମଲାରେ ପୋଲିସକୁ ଦୁଇ…

ନୂଆଦିଲ୍ଲୀ: ବିଦେଶୀ ମାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରିବା ମାମଲାରେ ପୋଲିସ ରଣବୀର ସିଂଙ୍କୁ ଜାରି କରି ଅଗଷ୍ଟ ୨୨ରେ ବୟାନ ରେକର୍ଡ କରାଇବାକୁ କହିଥିଲା । ତେବେ ଗୋଟିଏ ଦିନ ପୂର୍ବରୁ ଅଭିନେତା ରଣବୀର ସିଂ ମୁମ୍ୱାଇ ପୋଲିସ ଠାରୁ ଦୁଇ ସପ୍ତାହର ସମୟ ମାଗିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ…

କ୍ଷମା ମାଗିଲେ ବାବୁସାନ, କହିଲେ ‘ଏପରି…

ଭୁବନେଶ୍ୱର: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ । ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି…

ମିନି ଡ୍ରେସ୍‌ରେ ଅନୁଷ୍କା ସେୟାର କଲେ…

ଅଭିନେତ୍ରୀ ଅନୁଷ୍କା ଶର୍ମା ଦୀର୍ଘ ଦିନ ହେବ ପରଦାରୁ ଦୂରେଇ ରହିଥିଲେ । କିନ୍ତୁ ଏବେ ପୁଣି ଧମାଲ କରିବାକୁ ଫେରୁଛନ୍ତି । ତାହା ପୁଣି କ୍ରିକେଟ୍‌ ମଇଦାନ୍‌ରେ। ସେ ଝୁଲଣ ଗୋସ୍ଵାମୀ ଚରିତ୍ରରେ ପଡିଆରେ କ୍ରିକେଟ୍‌ ଖେଳୁଥିବାର ନଜର ଆସିବେ। ଫିଲ୍ମ ପାଇଁ ବହୁତ ପରିଶ୍ରମ କରିବା ସହ ଖୁବ୍‌ ବ୍ୟସ୍ତ ଅଛନ୍ତି…

ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା

ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଯାଏ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ । ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ…

ଭାଇରାଲ ହେଉଛି ବୟକଟ ବ୍ରହ୍ମାସ୍ତ୍ର

ମୁମ୍ୱାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଆୟାନ ମୁଖାର୍ଜୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଆୟାନ୍ ମୁଖାର୍ଜୀ ବହୁତ ପରିଶ୍ରମ କରିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଲୋକମାନେ ବ୍ରହ୍ମାସ୍ତ୍ରକୁ ବୟକଟ୍ କରିବା କଥା…

ହାପି ବର୍ଥ ଡେ ସାରା

ମୁମ୍ବାଇ: ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ସାରା ଅଲି ଖାନ। ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ ନବାବ୍‌ ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂ ଝିଅ ସାରା । ସାରା ଅଲି ଖାନ ନବାବ ପରିବାରର ଅଲିୟଳି ଝିଅ । ସାରା ଦେଖିବାକୁ ଠିକ୍ ତାଙ୍କ ମା ଅମୃତା ସିଂଙ୍କ ପରି। ସାର ନଟଖଟ୍‌…