Browsing Category
ଦେଶ-ବିଦେଶ
ନର୍କ ଆଡକୁ ଆମେ ବଢ଼ି ଚାଲିଛୁ, ଆମ ପାଦ…
ନୂଆଦିଲ୍ଲୀ: ଭୟଙ୍କର ଚେତାବନୀ ସହ ଆରମ୍ଭ ହୋଇଛି ଶର୍ମ ଅଲ ଶେଖରେ ଜଳବାୟୁ ସମ୍ମିଳନୀ କୋପ-୨୭ । ଜାତିସଂଘ ମହାସଚିବ ଗୁଟେରସ ଏବଂ ଅନ୍ୟ ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି, ଭବିଷ୍ୟତ ଅନ୍ଧାରମୟ ଏବଂ ସବୁକିଛି ଠିକ୍ କରିବା ପାଇଁ ପାଖରେ କମ ସମୟ ରହିଛି ।
ଗୁଟେରସ କହିଛନ୍ତି, ମଣିଷଙ୍କ ପାଖରେ ଦୁଇଟି…
କୋହଲିଙ୍କ ପରେ ଏବେ ରୋହିତ ଶର୍ମା ଭାରତକୁ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵ କପ୍ର ଦ୍ଵିତୀୟ ସେମି ଫାଇନାଲ୍ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା। ମାତ୍ର ସେମି ଫାଇନାଲ୍ରେ ଇଂଲଣ୍ଡ ଏକତରଫା ଭାବେ ହରାଇ ଭାରତର…
ପ୍ରଶଂସକ ତିଆରି କଲେ ଏଲନ ମସ୍କଙ୍କର ୩୦…
ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ ଧନୀ ଏଲନ ମସ୍କ ଯେବେଠାରୁ ଟ୍ୱିଟର କିଣିଲେଣି ସେବେଠାରୁ ସେ ଗଣମାଧ୍ୟମ ସିରୋନାମାରେ ରହି ଆସୁଛନ୍ତି। କେବେ କର୍ମଚାରୀ ଛଟେଇ ତ କେବେ ସବ୍ସସ୍କ୍ରିପସନ ଫି ଲାଗୁ, ଏସବୁ ନେଇ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି।
ମସ୍କଙ୍କର ଏଭଳି ପଦକ୍ଷେପକୁ କିଛି ଲୋକ ସମାଲୋଚନା…
୧ ଟ୍ରିଲିୟନ ଡଲାର ହରାଇବାରେ ବିଶ୍ୱର…
ନୂଆଦିଲ୍ଲୀ ୧୦।୧୧: ଆମାଜନ ଇଂକ ନାମରେ ଏକ ବହୁତ ଖରାପ ରେକର୍ଡ ଯୋଡି ହେବାକୁ ଯାଉଛି। ବଜାରରେ ୧ ଟ୍ରିଲିୟନ ଡଲାର ହରାଇବାରେ ପ୍ରଥମ ସାର୍ବଜନିକ ସୂଚୀଭୁକ୍ତ କମ୍ପାନୀ ପାଲଟିବ ଆମାଜନ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ବର୍ଦ୍ଧିତ ମୁଦ୍ରାସ୍ପିତି, କଡା ମୁଦ୍ରାନୀତି ଓ ନିରାଶାଜନକ ଆୟ ମିଶି ଚଳିତ ବର୍ଷ…
ED ଉପରେ ଅଭିଯୋଗ ଲଗାଇଲେ ଜ୍ୟାକଲିନ୍,…
ମୁମ୍ଵାଇ ୧୦।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ରେଗୁଲାର ଜାମିନ ଆବେଦନ ଉପରେ ଆଜି ପଟିଆଲା ହାଉସ କୋର୍ଟର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ହଇରାଣ କରିଥିବା ଅଭିଯୋଗ…
ମନମୋହନ ସିଂଙ୍କୁ ପ୍ରଶଂସା କଲେ ନୀତିନ…
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ବୟାନ ଦେଇଛନ୍ତି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ରହିଛି ଏହି ବୟାନ । ଦେଶର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ମନମୋହନ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଦେଶ ତାଙ୍କ ନିକଟରେ ରୁଣୀ ବୋଲି ଗଡକରୀ କହିଛନ୍ତି । ମନମୋହନଙ୍କ…
ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ…
ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ପଡିଛି ଭୋଟ । ଭୋଟଦାନ ପରେ ମତଗଣନା ମଧ୍ୟ ହୋଇଛିି । ତେବେ ମତଗଣନା ପରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ରୋଚକ ଓ ଆଶ୍ଚଯ୍ୟଜନକ ମଧ୍ୟ । କାରଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିଠୁ ଆଗରେ ରହିଛି ପୂର୍ବତନ…
ଅଡୁଆରେ ମାଲାୟଲମ୍ ଅଭିନେତା ଦିଲ୍ଲୀପ,…
ମୁମ୍ଵାଇ ୦୯।୧୧: ଶାରୀରିକ ନିର୍ଯ୍ୟାତନା ମାମଲାରେ ଫସି ରହିଥିବା ମାଲାୟାଲମ୍ ଅଭିନେତା ଦିଲ୍ଲୀପ୍ ପୁଣି ଅଡୁଆରେ ପଡିଛନ୍ତି। କେରଳ ହାଇକୋର୍ଟ ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ୍ର ଦ୍ଵାରା ସର୍ତ୍ତ ଉଲ୍ଲଂଘନ ଜାମିନକୁ ବାତିଲ କରିବାକୁ ଆବେଦନ ଉପରେ ଦିଲୀପଙ୍କୁ ନୋଟିସ ଜାରି…
ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ଆଉ ଏକ…
ନୂଆଦିଲ୍ଲୀ ୮।୧୧: ଦେଶରେ ୮ ନଭେମ୍ବର ୨୦୧୬ରେ ହୋଇଥିଲା ପ୍ରଥମ ନୋଟବନ୍ଦୀ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ସାଧାରଣ ଜନତା ବେଶ୍ ଖୁସି ଥିଲାବେଳେ ଭ୍ରଷ୍ଟାଚାର ଓ ବ୍ଲାକ୍ ମନି କୁବେରଙ୍କ ମଧ୍ୟରେ ହାହାକାର ପଡିଯାଇଥିଲା। ୮ ନଭେମ୍ବର ମଙ୍ଗଳବାର ଏହି ନୋଟ ବନ୍ଦୀକୁ ୬ ବର୍ଷ ପୂରଣ ହୋଇଛି।…
ବେଙ୍ଗାଲୁରୁ କୋର୍ଟଙ୍କ ବଡ ଆଦେଶ-…
ନୂଆଦିଲ୍ଲୀ: ବେଙ୍ଗାଲୁରୁ କୋର୍ଟ ତରଫରୁ କଂଗ୍ରେସକୁ ଲାଗିଲା ବଡ ଝଟକା। କୋର୍ଟ ନିଜ ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡୋ ଯାତ୍ରାର ଟ୍ଵିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ କପିରାଇଟ୍ ଆକ୍ଟ ଆଧାରରେ ଏଫଆଇଆର ରୁଜୁ କରାଯାଇଥିଲା। କେଜିଏଫର ନିର୍ମାତା ଅଭିଯୋଗ…