Browsing Category
ଦେଶ-ବିଦେଶ
ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ…
ଇନ୍ଦୋର: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ । ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟ ପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ଣ ୩ଟା ସମୟରେ ସେ ନିଜ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି…
କେସିଆରଙ୍କ ବଡ଼ ଘୋଷଣା- ଖୁବଶୀଘ୍ର…
ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଖୁବଶୀଘ୍ର ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବେ। ରବିବାର ଏନେଇ ନିଜେ ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏକ ରାଷ୍ଟ୍ରୀୟ ଦଳ ଶୁଭାରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି।…
ଖରିଫ ରୁତୁରେ ହ୍ରାସ ପାଇବ ଚାଉଳ ଉତ୍ପାଦନ
ଖରିଫ ଋତୁରେ ଚାଉଳ ଉତ୍ପାଦନ ପାଖାପାଖି ୧୦ ରୁ ୧୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ପ୍ରମୁଖ ଚାଉଳ ଉତ୍ପାନକାରୀ ରାଜ୍ୟ ଉତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ତେଣୁ ଏଠାକାର…
ସାରାଙ୍କୁ ଡେଟ୍ କରୁଛନ୍ତି କ୍ରିକେଟର…
ମୁମ୍ଵାଇ ୦୯।୦୯: ବଲିଉଡ୍ର ଚୁଲବୁଲି ତଥା ବବଲି ଅଭିନେତ୍ରୀ ସାରା ଅଲି ଖାନ । ତାଙ୍କ ହସ ଆଉ କଥାବାର୍ତ୍ତା ଶୈଳୀ ପ୍ରାୟ ସମସ୍ତଙ୍କୁ ବେଶ୍ ପସନ୍ଦ । କିନ୍ତୁ ଏବେ ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁଭମମ୍ ଗିଲ୍ ଏବଂ ସାରାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଉଭୟ ଡେଟିଂକୁ ନେଇ କଳ୍ପନା…
ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ହନି ସିଂହ
ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂହ ଓ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ମଧ୍ୟରେ ଛଡ଼ାପତ୍ର ହୋଇଛି। ଏହି ଛାଡ଼ପତ୍ର ପାଇଁ ହନି ସିଂହ ୧ କୋଟି ଟଙ୍କା ଭରଣପୋଷଣ ରାଶି ଦେଇଥିବା ସୂଚନା ମିଳିଛି। ୨୦୨୧ରେ ଶାଳିନୀ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ…
ବିଜେପିର ମିଶନ ୨୦୨୪ ଆରମ୍ଭ, ବିହାର,…
ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦଳ ୧୩ଟି ରାଜ୍ୟରେ ନିଜର ନୂତନ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଛି। ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, ଜେପି ନଡ୍ଡା ପ୍ରଭାରୀ ସୂଚୀ ଉପରେ ମୋହର…
ରେଳ ଭଡ଼ାରେ ପୁଣି ସିନିୟର ସିଟିଜେନଙ୍କୁ…
ନୂଆଦିଲ୍ଲୀ ୮।୯: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଲାଗି ଖୁସିଖବର। ଲୋକଙ୍କ ଦାବିରେ ରେଳବାଇ ସିନିୟର ସିଟିଜେନଙ୍କୁ ପୁଣି ଥରେ ଭଡାରେ ରିହାତି ଦେବାକୁ ବିଚାର କରୁଛନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ବରିଷ୍ଠ ନାଗରିକ, ଖେଳାଳି ଓ ଅନ୍ୟ କ୍ୟାଟଗରୀର ଯାତ୍ରୀଙ୍କୁ ପୂର୍ବ ଭଳି ରିହାତି ଟିକେଟ୍…
ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତ୍ତବ୍ୟ ପଥ ନାଁରେ ଜଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ…
ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ…
ଦଶମ ଶ୍ରେଣୀ ବହିରେ ଭୁଲ ତ୍ରୁଟିକୁ ନେଇ ବିବାଦ ପରେ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ପରିଷଦ । ଏଥିରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକମାନେ ବହିର ଭୁଲକୁ ସୁଧାରି ପିଲାଙ୍କୁ ପଢ଼ାନ୍ତୁ ।
ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ…
ଦେଶକୁ ମିଳିଲା କରୋନାର ପ୍ରଥମ ନାଜାଲ…
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ନାଜାଲ ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ । କରୋନା ବିରୁଦ୍ଧ ଲଢେଇରେ ଏହା ଭାରତକୁ ଅଧିକ ବଳ…