thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଗୋଟିଏ ଜାହାଜରୁ ଚିହ୍ନଟ ହେଲେ ୮ଶହ କରୋନା…

ଅଷ୍ଟ୍ରେଲିଆର ଏକ ଜାହାଜରୁ ୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାହାଜଟିକୁ ଅଷ୍ଟ୍ରେଲିୟାର ସିଡନୀରେ ଡକ୍ କରାଯାଇଛି । ମାଜିଷ୍ଟିକ୍ ପ୍ରିନ୍ସସେସ୍ ନାମକ ଏକ ଜାହାଜଟି ନ୍ୟୁଜଲ୍ୟାଣ୍ଡରୁ ୪୬୦୦ ଯାତ୍ରୀ ଓ ଚାଳକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରାର ୧୨ ଦିନ ମଧ୍ୟରେ ଏତେ ସଂଖ୍ୟାକ କରୋନା…

ଭୂକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ:…

ପୁଣି ଭୂକମ୍ପ ଝଟକାରେ ଥରିଲା ଦେଶର ରାଜଧାନୀ । ଦିଲ୍ଲୀ ଏନସିଆର ସମେତ ଉତରାଖଣ୍ଡରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଲୋକେ ଭୟରେ ଘର ଭିତରୁ, ଅଫିସରୁ ବାହାରକୁ ଦୌଡି ଆସିଛନ୍ତି । ଆଜି ସନ୍ଧ୍ୟା ୭ଟା ୫୭ ମିନିଟରେ ଭୂକମ୍ପ ଝଟକା ପ୍ରାୟ ୫୪ ସେକେଣ୍ଡ ଧରି ଅନୁଭୁତ ହୋଇଥିବା ସୂଚନା…

twitterରେ ବ୍ଲୁ ଟିକ୍‌ ଲାଗି ୮ ଡଲାର…

ସାନଫ୍ରାନସିସ୍କୋ ୧୨।୧୧: ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରଠାରୁ ଏଥିରେ ଲଗାତାର ପରିବର୍ତ୍ତନ ହେଉଛି। ନିକଟରେ ଟ୍ୱିଟର ଭେରିଫାଏଡ ବ୍ଲୁ ଟିକ୍‌ ଲାଗି ମାସିକ ୮ ଡଲାର ସବସ୍କ୍ରିପସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଘୋଷଣା କରିଥିଲା। ତେବେ ଅଚାନକ ଫେକ୍ ଆକାଉଣ୍ଟର ବନ୍ୟା ଆସିବା ଟ୍ୱିଟର ନୂଆ…

ଗୁଜରାଟ ନିର୍ବାଚନ ପୂର୍ବରୁ ୧୩ ଜିଲ୍ଲାର…

ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଖବର ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୫ ଜଣଙ୍କୁ ଗିରଫ…

ଉତ୍ତରାଖଣ୍ଡ ଋଷିକେଶରେ ମୃଦୁ ଭୂମିକମ୍ପ,…

ଶିମଲା ୧୨।୧୧: ଉତ୍ତରାଖଣ୍ଡର ଋଷିକେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୪ ମପା ଯାଇଛି। ଭୂମିକମ୍ପ ଅପରାହ୍ନ ୪ଟାବାଜି ୨୫ ମିନିଟ୍‌ରେ ଅନୁଭୂତ ହୋଇଥିଲା। କମ୍ପନ ଅନୁଭୂତ ହେବା ମାତ୍ରେ ଲୋକେ ନିଜନିଜ ଘରୁ ଓ କାର୍ଯ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ। ତେବେ…

ଭୂମିକମ୍ପରେ ଥରିଲା ଦିଲ୍ଲୀ ସମେତ NCR,…

ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ବାଜି ୫୭ ମିନିଟ୍‌ରେ  ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ମପା ଯାଇଛି। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର…

ବାରମ୍ବାର କୋଭିଡ-୧୯ ସଂକ୍ରମଣ ହୋଇପାରେ…

ସାର୍ସ ସିଓଭି-୨ ଭୂତାଣୁ ଦ୍ୱାରା ବାରମ୍ବାର ସଂକ୍ରମିତ ହେବା ଦ୍ୱାରା ଶାରୀରିକ ଅଙ୍ଗ ଖରାପ ହେବା ସାଙ୍ଗକୁ ମୃତ୍ୟୁର ବିପଦ ବଢାଇଥାଏ। ଏକ ଅଧ୍ୟୟନରୁ ପ୍ରଥମ ଥର ଏହା ଜଣାପଡିଛି। ଅଧ୍ୟୟନରେ ଲୋକଙ୍କୁ ବାରମ୍ବାର ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କ କରାଯାଇଛି। ଏହି ଗବେଷଣା ରିପୋର୍ଟ…

ପୁଟିନଙ୍କୁ ଘାରିଛି ହତ୍ୟା ଭୟ !

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି ହତ୍ୟାର ଭୟ ? ଏହି କାରଣରୁ ଜି-୨୦ ବୈଠକରେ ହେବେନି ସାମିଲ ? ରୁଷ କୁଟନୀତି ବିଶେଷଜ୍ଞଙ୍କ ଦାବି ପରେ ସବୁଠି ଆଲୋଚନା ଆରମ୍ଭ ହୋଇଛି । ରୁଷ କୂଟନୀତିଜ୍ଞ ସେରଗେ ମାରକୋଭ ଆଶଂକା ପ୍ରକାଶ କରିଛନ୍ତି ଯେ, ଆମେରିକା, ବ୍ରିଟେନ ଏବଂ ୟୁକ୍ରେନ…

କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଦଳିଲା…

ନୂଆଦିଲ୍ଲୀ ୧୧।୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ମାନ ଶୁକ୍ରବାର ପୁଣି ବିଗିଡି ଯାଇଛି। ମାତ୍ର କିଛି ଦିନର ଆଶ୍ୱସ୍ତି ପରେ ଗୁରୁବାର ଠାରୁ ରାଜଧାନୀରେ ପବନ ପୁଣି ପ୍ରଦୂଷିତ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରି…

ଏବେ OTTରେ ରିଲିଜ୍‌ ହେବ ‘ସୀତା…

ମୁମ୍ଵାଇ ୧୦।୧୧: ବଲିଉଡ ପରେ ସାଉଥ ସିନେମାରେ ପାଦ ରଖିଥିବା ଅଭିନେତ୍ରୀ ମୃଣାଲ ଠାକୁର । ବର୍ତ୍ତମାନ ମାଲାୟାଲମ୍ ସିନେମାର ପ୍ରସିଦ୍ଧ ଅଭିନେତା ଦୁଲକର୍ ସଲମାନଙ୍କ ଫିଲ୍ମ ‘ସୀତା ରାମ’ ବକ୍ସ ଅଫିସରେ ଜିତିଛି। ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତାମିଲ, ତେଲୁଗୁ ଏବଂ ମାଲାୟାଲମର ବଡ ପ୍ରତିକ୍ରିୟା…