thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ନକଲି ଔଷଧ କାରବାର ମାମଲା: ପୁଣି ୨…

କଟକ: ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୁଲିସ କଟକରୁ ଆଉ ଦୁଇ ଜଣକୁ ଗିରଫ କରିଛି। ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟି ସିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା୪୦ ଔଷଧ ଜବତ କରାଯାଇଛି, ଯାହାର…

କଡା ସୁରକ୍ଷା ଭିତରେ କୋର୍ଟରେ ହାଜର ହେଲେ…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ହେବା ପରେ ପ୍ରଥମ ଥର ପାଇଁ ସେ କ୍ୟାମେରା ସମ୍ମୁଖକୁ ଆସିଛନ୍ତି । କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ଆଉ…

ଜାମିନ ଆବେଦନ ଶୁଣାଣି ବେଳେ କାନ୍ଦିଲେ…

ଝାରପଡା ଜେଲରେ ଥିବା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁକ୍ରବାର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା । ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ସଙ୍ଗୀନ ଦଫା…

ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ

ଭୁବନେଶ୍ବର: ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ ଅଭିଯୋଗ ଆସିଛି। ଗୁଗୁଲ ଆଳରେ ଦୁର୍ବୃତ୍ତମାନେ ଚକମା ଦେଖାଇଛନ୍ତି। ପୁଲିସ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଗିରଫମାନଙ୍କ ମଧ୍ୟରେ ୩ ଜଣ ଏସକର୍ଟ…

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ…

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମର ବ୍ରାଉନ ଗାର ଜବତ ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ…

ଦୁର୍ଗାପୂଜାକୁ ନେଇ ପୋଲିସର ପ୍ରସ୍ତୁତି,…

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସହରକୁ ଜଗିବେ ୫୫ ପ୍ଲାଟୁନ୍‌ ପୋର୍ସ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସହରକୁ ଜଗିବେ ପୋଲିସ…

ଦଶହରା ପୂର୍ବରୁ ଏସ୍‌ଟିଏଫ୍‌କୁ ସଫଳତା,…

ଭୁବନେଶ୍ୱର,୦୧/୧୦: ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଏଥିରେ ଜଡ଼ିତ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକକୁ ଗିରଫ କରିଛି ପୋଲିସ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ…

ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ବ୍ୟବଚ୍ଛେଦ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ। ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା। ହେଲେ ବିଶେଷ ସୂତ୍ରରୁ…

ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ…

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ହାଇଲାଣ୍ଡ ଚିଙ୍ଗୁଡ଼ି ଫାର୍ମରେ ଅଘଟଣ l ଗ୍ୟାସ ଲିକ୍‌ ହୋବା କାରଣରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆଚେତ ହୋଇଯାଇଥିବା ଜଣାପଡ଼ିଛି l ଗୁରୁତର ଶ୍ରମିକଙ୍କୁ ଖନ୍ତାପଡ଼ା ଡାକ୍ତରଖାନରୁ ବାଲେଶ୍ୱରର ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା…

ନକଲି ଔଷଧ କାରବାର ଘଟଣା, ପୁଣି ୩ ଦିନିଆ…

କଟକ, ୨୬/୦୯: ନକଲି ଔଷଧ କାରବାର ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ । ଟ୍ରାଞ୍ଜିଟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ୨ ଅଭିଯୁକ୍ତଙ୍କୁ କଟକ SDJM  କୋର୍ଟରେ ହାଜର କରିଥିଲା ପୋଲିସ । ଅଧିକ ଖୋଳତାଡ ପାଇଁ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁରୀଘାଟ ଥାନା…