Browsing Category
ରାଜନୀତି
ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ…
ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ ସରକାର। ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର। ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ। ସେହିପରି ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମୈଦାନରେ ଆଜି ଶପଥ ସମାରୋହ…
ହଟିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ହଟିଲା ସବୁ ସସ୍ପେନ୍ସ। ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି।ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ଲାଗିଥବା ସସ୍ପେନ୍ସ ଉପରେ ପରଦା ହଟିଛି। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର କମାଣ ସମ୍ଭାଳିବେ।ଡିସେମ୍ବର ୫…
ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ…
ଭୁବନେଶ୍ୱର:ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ ସ୍ୱର ଶାଣିତ କରିଛି ଜାତୀୟ କଂଗ୍ରେସ ଛାତ୍ର।RI,ARI, ଅମିନ,ICDS SUPERVISOR ପରୀକ୍ଷା ବାତିଲ ଦାବିରେ ପରୀକ୍ଷାର୍ଥୀଙ୍କ ସପକ୍ଷରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କଳା ଜାତୀୟ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଭିତରକୁ ଧସେଇ ପଶିବା ପାଇଁ…
ବଡମ୍ବାରେ ଛିଣ୍ଡୁଛି ବିଜେଡି, ବଢୁଛି…
ଭୁବନେଶ୍ୱର: ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଆଜି ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି…
ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ…
ଭୁବନେଶ୍ୱର: ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ ବିଜେଡି। ପ୍ରକଳ୍ପ ବାବଦରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର…
ବିଜେପିରେ ମୁଁ ଅଣଦେଖା ଓ କୋଣଠେସା କହିଲେ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ତେଜିଲା ରାଜନୀତି।ସମୀର ଦେଙ୍କ ଶୋକ ସଭାରେ ଜୟ ନାରାୟଣଙ୍କ ସାଂଘାତିକ ବୟାନ। କହିଛନ୍ତି ଏବିଭିପିରୁ ମୁଁ ତଡା ଖାଇଛି। ବିଜେପିରୁ ମଧ୍ୟ ତଡା ଖାଇଛି। ମୁଁ ଗୋଟେ ତଡାଖିଆ ଲୋକ। ଏବେ ବିଜେପିରୁ ସାଇଡ଼ ଲାଇନ ହୋଇରହିଛି। ସମୀର…
କଂଗ୍ରେସ ଦେଶ ଓ ବିକାଶ ବିରୋଧୀ : କଡା…
ଭୁବନେଶ୍ୱର:କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦ। କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ କଂଗ୍ରେସ। ଧ୍ବଂସ ଆଡକୁ ଯାଉଛି କଂଗ୍ରେସ।ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି। କଂଗ୍ରେସ ପକ୍ଷଘାତର ଶିକାର ହୋଇଛି। ଛୋଟ…
ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା…
ନୂଆଦିଲ୍ଲୀ:ସାଂସଦ ଭାବେ ଶପଥ ନେଲେ ଗାନ୍ଧୀ ପରିବାର ଆଉ ଜଣେ ସଦସ୍ୟ।କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ଓ୍ବାୟନାଡ଼ ଲୋକ ସଭାରୁବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଆଜି ଲୋକସଭାର ସଦସ୍ୟ ବନି ଯାଇଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ…
୨୯ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟକୁ…
ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକିଶିତ ହେବାରେ ଲାଗିଛି । ବିଜେପି ଏକାକୀ ରାଜ୍ୟରେ ପ୍ର୍ରଥମ ଥର ଲାଗି ସରକାର ଗଠନ କରିବା ପରେ ଶ୍ରୀ ମୋଦିଜୀ ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ ଅପରାହ୍ନରେ ଭୁବନେଶ୍ୱର…