thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଦିଦିଙ୍କୁ ମିଳିଲା ପାନେ, ଆଳୁ ନ ଦେଲେ…

କଟକ: ତମେ ଆଳୁ ନ ଛାଡ଼ିଲେ, ଆମେ ମାଛ,ଅଣ୍ଡା,ଫଳ,ଆଦ କୌଣସି ଖାଦ୍ୟ ସାମଗ୍ରୀ ଛାଡ଼ିବୁ ନାହିଁ। ଆଳୁର ଦର ବୃଦ୍ଧିକୁ ନେଇ ରୋଷେଇ ଘରୁ ଜନ୍ମ ନେଇଥିବା ଅସନ୍ତୋଷ ଏବେ ରାଜରାସ୍ତାରେ ଯାଇ ପହଞ୍ଚିଛି। ଆଜି କଟକ ମଙ୍ଗୁଳି ଛକ ଜାତୀୟ ରାଜପଥରେ ଆଳୁ ସମସ୍ୟାକୁ ନେଇ ଜୋର୍ ଦାର ପ୍ରତିବାଦ ଦେଖିବାକୁ…

ଆହୁରି ବର୍ଷିବ ୪୮ ଘଣ୍ଟା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ତେବେ ଆଜିଠାରୁ ବର୍ଷାର ପରିମାଣ କମିବ। ଆଗାମୀ ୫ ଦିନ ଯାଏଁ ହାଲୁକରୁ…

ଖୁବ ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା:…

ଭୁବନେଶ୍ୱର:ଆଳୁ ସଙ୍କଟରେ ହନ୍ତସନ୍ତ ଲୋକେ। ଚଢ଼ା ଦର ସାଙ୍ଗକୁ ଆଳୁର ଅଭାବୀ ସ୍ଥିତି ଲୋକଙ୍କୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ଯୋଗାଣମନ୍ତ୍ରୀ ବଡ ବୟାନ ଦେଇଛନ୍ତି। କହିଛନ୍ତି ଆଳୁ ସମସ୍ୟା ଦିନେ ଦୁଇ ଦିନରେ ସମାଧାନ ହେବ। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ରୁ ଆଲୁ ଆସିବ। ଲୋକଙ୍କ ସୁବିଧାକୁ…

ସେପ୍ଟେମ୍ବର ୩ରେ ରାଜ୍ୟ ସଭା ନିର୍ବାଚନ,…

ନୂଆଦିଲ୍ଲୀ:ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍। ଏ ନେଇ ବିଦ୍ଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପଟେମ୍ବର ୩ ତାରିଖରେ ଓଡ଼ିଶାର ଗୋଟିଏ ଆସନ ସମେତ ୯ ରାଜ୍ୟର ୧୨…

ବଜାରରେ ନାହିଁ ଆଳୁ, ଦିନକରେ ବଢିଲା ୨୦ରୁ…

ଭୁବନେଶ୍ୱର:ରାଜ୍ୟରେ ଆଳୁର ଅଭାବୀ ସ୍ଥିତି। ଗୋଦାମରେ ଆଳୁ ନାହିଁ। କଟକ ଛତ୍ରବଜାର ହେଉ କି ଭୁବନେଶ୍ୱର ଆଇଗଣିଆ ଆଳୁ ଗୋଦାମ ସବୁଠି ଆଳୁର ମହଜୁଦ ବିଶେଷ ନାହିଁ। ଫଳରେ ଦିନକରେ ଆଳୁ ଦର ୩୫ ରୁ ଯାଇ ୫୦ ରେ ପହଂଚିଲାଣି। ବିଭିନ୍ନ ଜାଗାରେ ଏବେ ଆଳୁ ଦର କିଲୋ ପିଛା ୫୦ରୁ ୫୫ଟଙ୍କାରେ ବିକ୍ରି ହେଉଛି। ସବୁଠି…

ଫେଲ ମାରିଲେ କିଶୋର ଜେନା, ଫାଇନାଲକୁ କରି…

ବ୍ୟୁରୋ: ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା।କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ଅନେକ ଆଶା ନେଇ ନିଜର ପ୍ରଥମ ଅଲିମ୍ପିକ୍ସରେ ପାଦ ରଖିଥିଲେ କିଶୋର। କିନ୍ତୁ ପ୍ରଥମ ପଦାର୍ପଣ ଅଲିମ୍ପିକ୍ସରେ ସେ ଫେଲ ମାରିଛନ୍ତି। ସବୁ…

ପିସିସି ସଭାପତି ଦୌଡରେ ନାହିଁ: ତାରା…

ଭୁବନେଶ୍ୱର:ପିସିସି ସଭାପତି ଦୌଡରେ ମୁଁ ନାହିଁ। ଦଳର ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ହିଁ ଫାଇନାଲ ବୋଲି ଦିଲ୍ଲୀରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ମୋର ବିଧାୟକ ଦଳ ନେତା ପାଇଁ ଅଧିକାର ଥିଲା। ମାତ୍ର…

ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ମାୟା…

ଭୁବନେଶ୍ୱର: ଦୁର୍ନୀତିଖୋର ଅଫିସରଙ୍କ ଉପରେ କୌଣସି ମାୟା ମମତା ଦେଖାଇବେ ନାହିଁ ରାଜ୍ୟ ସରକାର । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ସରକାର।କାହାକୁ ଛଡ଼ା ଯିବ ନାହିଁ । ସମସ୍ତଙ୍କୁ ବନ୍ଧା ହେବ। ଯିଏ ଦୁର୍ନୀତି କରିବ ତାକୁ ଖୋଜି ଖୋଜି ଧରା ହେବ।ଭିଜିଲାନ୍ସ ଚଢ଼ାଉ ବେଳେ ଓବିସିସି ଅତିରିକ୍ତ…

ରସିକିଆ ରାଜାର ୫ ପତ୍ନୀ . ଲାଇନରେ ଥିଲେ…

ଭୁବନେଶ୍ୱର: ଗୁଇନ୍ଦା ବିଭାଗରେ ବରିଷ୍ଠ ଅଧିକାରୀ କହି ମହିଳା ଓ ଯୁବତୀଙ୍କୁ ଫସାଇ ବିବାହ କରୁଥିଲା। ପରେ ସେମାନଙ୍କ ଠାରୁ ଟଙ୍କା ଓ ସୁନା ଲୁଟି ନେଇ ଫେରାର ହୋଇଯାଉଥିଲା। ଏବେ ସେହି ଠକ ପୋଲିସ ହାତରେ ଧରାପଡ଼ିଛି।ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ। ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ବୋଲି…

ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ପ୍ରକଳ୍ପର…

ଭୁବନେଶ୍ୱର: ରାଜ୍ୟର ଶିଳ୍ପ କ୍ଷେତ୍ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ…