thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

କଟକ ଦୁର୍ଗା ପୂଜା ଭଷାଣରେ ଡିଜେ…

କଟକ : ପାଖେଇ ଆସୁଛି ପାର୍ବଣ ଋତୁ। ଆଗକୁ ଗଣେଶ ପୂଜା ଓ ଦୁର୍ଗାପୂଜା ଏଥିପାଇଁ ଶୃଙ୍ଖଳିତ ପୂଜା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର କଟକରେ ବାଜିବନି ଡିଜେ। କଟକ ଦୁର୍ଗା ପୂଜା ଭଷାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ। କମ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ। ରାତି ୧୨ ପର୍ଯ୍ୟନ୍ତ ଚାଲିବ…

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ,…

ଭୁବନେଶ୍ୱର: ବିଜେପି ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ଟକ୍କର ଦେଇଥିଲେ। ତାଙ୍କୁ…

ମାଛ ମାର୍କେଟରେ ଭିଡ଼ : ବାର୍ଡ ଫ୍ଲୁ…

ଭୁବନେଶ୍ୱର: ମାଛ ମାର୍କେଟରେ ଅସମ୍ଭାଳ ଭିଡ଼। ବାର୍ଡଫ୍ଲୁ ଲାଗି ଲୋକେ ଚିକେନ ଖାଉ ନାହାନ୍ତି। ଚିକେନର ବିକଳ୍ପ ଭାବେ ଏବେ ମାଛ ଖାଉଛନ୍ତି ଲୋକେ। ମାଛ ବଜାରରେ ପ୍ରବଳ ଭିଡ଼। ଲୋକଙ୍କ ଭିଡ଼କୁ ମାଛ ବ୍ୟବସାୟୀ ଚଢ଼ା ଦରରେ ମାଛ ବିକ୍ରି କରୁଛନ୍ତି। ରାଜଧାନୀ ମାର୍କେଟରେ ମାଛ ବଜାର ଦୃଶ୍ୟ କିଛି ଏଇଭଳି।…

ସୁଭଦ୍ରା’ ଯୋଜନା: ଆସନ୍ତାକାଲି ଠାରୁ ହେବ…

ଭୁବନେଶ୍ୱର: ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି । ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି…

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ହେବ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ…

ଓଡିଶାରେ PM-USHA କାର୍ଯ୍ୟକ୍ରମ: ରାଜ୍ୟ…

ଭୁବନେଶ୍ଵର : ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ: ଅବକାରୀ ଓ…

ଭୁବନେଶ୍ୱର: ଚିକିଟି ମାଡ଼ ମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର। ଘଟଣାରେ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନାହିଁ କହିଲେ ଭୃଗୁ। ଏବେ ସୁଦ୍ଧା ତଦନ୍ତ ନେଇ ବିଜ୍ଞପ୍ତି ବାହାରୁଛି ନା ତଦନ୍ତ ଆରମ୍ଭ ହୋଇଛି ବୋଲି ପ୍ରଶ୍ନ କଲେ ଭୃଗୁ ବକ୍ସିପାତ୍ର।…

ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ:…

ଭୁବନେଶ୍ୱର: ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ଆଉ ବାର୍ଡଫ୍ଲୁର ସିଧାସଳଖ ପ୍ରଭାବ ପଡିଛି ଆମିଷ ବଜାରରେ । ବାର୍ଡ ଫ୍ଲୁ ଭୟ ପାଇଁ ଚିକେନ୍ ଖାଉ ନହାନ୍ତି ଗ୍ରାହକ । ତେବେ ଆଜି ଥିଲା ଶୁକ୍ରବାର ଆମିଷ ବାର । ତେଣୁ ଏଭଳି ସମୟରେ କେମିତି ରହିଥିଲା ଆମିଷ ବଜାର ଦେଖିବା ଏହି ରିପୋର୍ଟ। ରାଜ୍ୟରେ…

୧ ତାରିଖ ଯାଏଁ ନାହିଁ ନିସ୍ତାର, ଜାରି…

ଭୁବନେଶ୍ୱର: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍…

ମଦ ନେଲା ଆଉ ଏକ ଜୀବନ, ୩ ଛୁଇଁଲା ମୃତ୍ୟୁ…

ଭୁବନେଶ୍ୱର: ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ। ଫଳରେ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଲା। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା। ଏବେ ବି ଆଉ ୪ ଜଣ ଆଉ ଏମେକସିଜିରେ ଚିକିତ୍ସାଧୀନ ଥିବା…