thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଗିରଫ ହେଲେ ଖଣି ଅଧିକାରୀ ଧରଣୀଧର ନାୟକ :…

ଅନୁଗୁଳ : ଗିରଫ ହେଲେ ଖଣି ଉପ ନିର୍ଦ୍ଧେଶକ ଧରଣୀଧର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗତକାଲି ତାଙ୍କ ଘରେ ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି…

ଆସନ୍ତା ୧୪ରେ ଖୋର୍ଦ୍ଧା ହେବ ରାଷ୍ଟ୍ରୀୟ…

ଭୁବନେଶ୍ୱର: ସେପେଫମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଅଦାଲତ। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ…

ଆସୁଛି ବଡ ବର୍ଷା: ଭିଜିବ ପୁରା ଓଡିଶା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ୪ରୁ ବଢ଼ିବ ବର୍ଷାର ପରିମାଣ । ୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗରେ ସୃଷ୍ଟି ହେବ। ଦକ୍ଷିଣ ଓଡ଼ିଶା ଓ ଉପକୂଳ…

ସୁଭଦ୍ରା ଯୋଜନାରେ କିପରି କରିବେ ଆବେଦନ:…

ଭୁବନେଶ୍ୱର: ମହିଳାଙ୍କୁ ହାତ ଖର୍ଚ୍ଚ ଦେବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ବହୁ କଳ୍ପନା ଜଳ୍ପନା ପରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା…

ଉନ୍ମୋଚିତ ହେଲା”ସୁଭଦ୍ରା”…

ଭୁବନେଶ୍ୱର: ସୁଭଦ୍ରା"ଯୋଜନାର ୱେବ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ନିଜେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି "ସୁଭଦ୍ରା" ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରିଛନ୍ତି ।ଏହି ପୋର୍ଟାଲ www.subhadra.odisha.gov. in ରହିଛି।ଏହି ପୋର୍ଟାଲ୍ ଛଡା ଆଉ କୌଣସି fake ୱେବସାଇଟ ଦ୍ବାରା…

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ…

ପୁରୀ: ଚାରିଦିନିଆ ଓଡିଶା ଗସ୍ତରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ କାଳିଆ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି ଆର୍ ବି ଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ…

ଭିଜିଲାନ୍ସ ପଞ୍ଝାରେ ଖଣି ଅଧିକାରୀ:…

ଅନୁଗୁଳ: ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ।ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା…

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ:…

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନ ନେଇ ବିଜେଡିର ସାମ୍ବାଦିକ ସମିଳନୀରେ ଜବାବ ରଖିଛି ବିଜେପି। ଏକ ସାମ୍ବାଦିକ ସମିଳନୀରେ ବିଜେପି ମୁଖପାତ୍ର କହିଛନ୍ତି ବିଜେଡି ବିରୋଧୀ ଦଳର ରହିବା ପରେ ଆଉ ପ୍ରସଙ୍ଗ ପାଉନାହାନ୍ତି। ସେଥିପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ଯେଉଁ ଦଳ ଅଣ ଓଡ଼ିଆ ଅଫିସରଙ୍କ…

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ:…

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନ ନେଇ ବିଜେଡିର ସାମ୍ବାଦିକ ସମିଳନୀରେ ଜବାବ ରଖିଛି ବିଜେପି। ଏକ ସାମ୍ବାଦିକ ସମିଳନୀରେ ବିଜେପି ମୁଖପାତ୍ର କହିଛନ୍ତି ବିଜେଡି ବିରୋଧୀ ଦଳର ରହିବା ପରେ ଆଉ ପ୍ରସଙ୍ଗ ପାଉନାହାନ୍ତି। ସେଥିପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ଯେଉଁ ଦଳ ଅଣ ଓଡ଼ିଆ ଅଫିସରଙ୍କ…