Browsing Category
ରାଜ୍ୟ
ସୁଭଦ୍ରା ଯୋଜନା : ହିତାଧିକାରୀଙ୍କୁ…
ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଯେଉଁ ଅସାଧୁ ତତ୍ତ୍ୱ ମହିଳା ମାନଙ୍କୁ ଭ୍ରମିତ କରି ଅର୍ଥ ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିପାଇଁ ମହିଳା…
ଗୁରୁଦିବସରେ ଗୁରୁଙ୍କୁ ବଡ ଉପହାର ଦେଲେ…
ଭୁବନେଶ୍ୱର: ଗୁରୁ ଦିବସରେ ଗୁରୁମାନଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଗାମୀ ୩ ସପ୍ତାହ ଭିତରେ ୧୬ହଜାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି। ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।…
ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ:…
ଭୁବନେଶ୍ୱର: ରେମୁଣା , ଭୁବନେଶ୍ୱର,ପାଟଣା ଓ ସମ୍ବଲପୁରରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସରକାରଙ୍କ ମାନସିକତା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ୨୪ ବର୍ଷର ବିଜେଡି ସରକାରର ନା ଜପିଜପି ୫ବର୍ଷ ପଳାଇବ। ବିଜେଡି ସରକାର ଅମଳରେ ଘଟଣାକୁ ଚପାଇ ଦିଆଯାଉ ନଥିଲା। ମାମଲା…
ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ:…
ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଗୃହରେ ତେଜିଲା ବୟାନ ବାଜି। ଶାସକ ବିରୋଧୀ ମୁହଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ବ୍ୟୋମୋକେଶ ରାୟ ଏ ପ୍ରସଙ୍ଗ ଉଠାଇଲେ। କେନ୍ଦ୍ରମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ…
ଘରକୁ ଘର ଯିବେ ବିଜେଡି ମହିଳା ନେତ୍ରୀ:…
ଭୁବନେଶ୍ୱର: ପ୍ରତି ଘରକୁ ଘର ଯିବେ ବିଜେଡି ମହିଳା ଜନତା ଦଳର କାର୍ଯ୍ୟକର୍ତା। ପ୍ରତି ୱାର୍ଡ ଓ ବ୍ଲକ ରେ ମହିଳାଙ୍କୁ ଭେଟିବେ ବିଜେଡ଼ି ମହିଳା ନେତ୍ରୀ। ବିଜେପି ସରକାର ମହିଳାଙ୍କ ପ୍ରତି କରିଥିବା ଅବହେଳା ନେଇ ମହିଳାଙ୍କୁ ବୁଝାଇବ ଦଳ। ବିଜେଡ଼ି ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ମହିଳା ଜନତା…
ନୀଳାଚଳ ହସ୍ପିଟାଲର ଲାଞ୍ଚୁଆ ସିକ୍ୟୁରିଟି…
ଲାଇଫ ଲାଇନ: ସୁରକ୍ଷା ନାଁରେ ଟଙ୍କା ଲୁଟୁଛନ୍ତି ସିକ୍ୟୁରିଟି ଗାର୍ଡ । ସେବା ଦେବା ଆଳରେ ଲୋକଙ୍କ ଠାରୁ ଲୁଟୁଛନ୍ତି ପୁଳା ପୁଳା ଟଙ୍କା। ନୀଳାଚଳ ହସ୍ପିଟାଲରେ କିଛି ଏଭଳି ସିକ୍ୟୁରିଟି ଗାର୍ଡଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଦଲାଲ ସିକ୍ୟୁରିଟି ଗାର୍ଡଙ୍କ…
ପୁଣି ଆସୁଛି ଲଘୁଚାପ ! ୬ ଜିଲ୍ଲାରେ…
ଭୁବନେଶ୍ୱର: ପୁଣି ବଢିବ ବର୍ଷାର ପରିମାଣ । ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି। ଲଘୁଚାପଜନିତ ବର୍ଷା କାରଣରୁ କିଛି ଜିଲ୍ଲାରେ ଚାଷୀ କାର୍ଯ୍ୟ ସାମାନ୍ୟ ପ୍ରଭାବିତ…
ବଡିବାରେ ଲାଗିଛି ବାର୍ଡ ଫ୍ଲୁ ସଂକ୍ରମଣ,…
ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବା ବେଳେ ଦିନେ ଦୁଇ ଦିନ ଭିତରେ ତଦାରଖ ପାଇଁ ଓଡ଼ିଶା ଆସିବ ସେଣ୍ଟ୍ରାଲ ଟିମ। ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା…
ଲାଇଫ ଲାଇନ ମିଡ଼ିଆର ବଡ ଖୁଲାସା,…
ଭୁବନେଶ୍ୱର: ନୀଳାଞ୍ଚଳ ହସ୍ପିଟାଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ରୋଗୀ ଚିକିତ୍ସା ନାଁରେ ଗରିବ ଲୋକଙ୍କ ଠାରୁ ଚେୟାରମ୍ୟାନ ପ୍ରଦୀପ ରାଉତ ୪ ଦିନର ଅପରେସନ ନାଁରେ ୮୦ ହଜାର ହଡପ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅଭିଯୋଗକାରୀ କହିଛନ୍ତି ମୋତେ ଅର୍ଥପେଡିକ ଅପରେସନ କରିବାକୁ କହି ଆଇସିୟୁରେ ଭର୍ତ୍ତି…
ଆସୁଛି ବଡ଼ ଲଘୁଚାପ: କାଲିଠୁ ବଡ଼ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ୫ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ଠାରୁ ବଢ଼ିବ ବର୍ଷାର ପରିମାଣ । ୫ରୁ ୮ ଯାଏ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା ।୮ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪…