Browsing Category
ରାଜ୍ୟ
ଅନଲାଇନରେ ମିଳିବ ଓଡ଼ିଆ ଘରର ପିଠା ପଣା
ଭୁବନେଶ୍ୱର: ଅନଲାଇନରେ ମିଳିବ ଓଡ଼ିଆ ଘରର ପିଠା ପଣା। ପିଜ୍ଜା ବର୍ଗର ଭଳି ଏବେ ଅନଲାଇନ ମାଧ୍ୟମରେ ଘରେ ବସି ପିଠା ଆଡର କରି ପାରିବେ ଆପଣ। ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଆମ ଘର ପିଠା ଯାହା କି ଲୁପ୍ତ ପ୍ରାୟ ହେଲାଣି। ମିଶନ…
ଲଘୁଚାପ ପ୍ରଭାବ ଜନିତ କ୍ଷୟକ୍ଷତି ନେଇ…
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ…
ପୋଲାଭରମ ପ୍ରକଳ୍ପ : ଆଦିବାସୀ ଭାଇ…
ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ। ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ନବୀନ ଆଜି ବିଜେଡି ନେତାକୁ ପରାମର୍ଶ ଦେଇଛନ୍ତି। ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ…
ଘରୁ ବାହାରନ୍ତୁନି, ଆଜି ବି ବର୍ଷିବ
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତଟି ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ’ ପ୍ରେସରରେ ପରିଣତ ହେବ। ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ମୁହାଁ ହେଉଛି। ଏହା…
ବର୍ଷା ପାଇଁ ସ୍କୁଲ ଛୁଟି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ…
ଲଘୁଚାପର ପ୍ରଭାବରେ ମାଲକାନଗିରିରେ…
ଭୁବନେଶ୍ବର: ଗଭୀର ଅବପାତ ରୂପ ନେଲା ଲଘୁଚାପ। ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ବୌଦ୍ଧରେ ରେଡ ଆଲର୍ଟ ଜାରି ଆଜି ପାଇଁ ରହିଛି। ଆଜି ପୁରୀ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପବନରେ ବେଗ ୫୦ ରୁ ୬୦ କିମି ରହିବା ସହ ଝଟକା ପବନ ୬୫ ରୁ ୭୦ କିମି ରହିବ। ଏନେଇ ପାଣିପାଗ…
ବଳ ଗୋଟାଉଛି ଗଭୀର ଅବପାତ, ଆଜି ୫…
ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଉଛି ଗଭୀର ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ରାତି ପ୍ରାୟ ୮ଟା ସୁଦ୍ଧା ଏହା ପୁରୀଠାରୁ ୧୫୦ କିମି ଦୂର…
ଭଙ୍ଗାଯିବ ଦିଲ୍ଲୀ ସ୍ଥିତ ଓଡିଶା ଭବନ:…
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନକୁ ଭଙ୍ଗାଯିବ। ଅସୁରକ୍ଷିତ ଥିବା କାରଣରୁ ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍ ପାଇଁ ୨୦୨୦ରେ ଦିଲ୍ଲୀ ମହାନଗର ନିଗମ…
ନୁଆଁ ଖାଇଲେ ମୁଖ୍ୟମନ୍ତ୍ରୀ:…
ସମ୍ବଲପୁର: ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ନୁଆଁଖାଇ ଅବସରରେ ନୁଆଁ ଖାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ଦର୍ଶନ କରିଥିଲେ। ମା’ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭ ଅବସରର ଅଭିନନ୍ଦନ ଜଣାଇଥିଲେ।…