thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ:…

ଭୁବନେଶ୍ୱର:ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ । ଖାସ୍ କରି ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲ ଏବଂ ଆପାର୍ଟମେଣ୍ଟରେ ଏହା ବ୍ୟାପିବାରେ ଲାଗୁଛି।ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓୟୁଏଟିରେ ଜଣ୍ଡିସ ବହୁ ମାତ୍ରାରେ ବ୍ୟାପିଛି। ହେଲେ ଏହାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚାଉଥିବାରୁ ସ୍ବାସ୍ଥ୍ୟ…

ଭରତପୁର ଥାନା ମାମଲା: ସରକାର ଜାରି କଲେ…

ଭୁବନେଶ୍ବର:ଭରତପୁର ଥାନା ମାମଲାରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ…

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ: ଦକ୍ଷିଣ…

ଭୁବନେଶ୍ୱର:ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ।ଲଘୁଚାପର ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ଲାଗିରହିଥିବା ବେଳେ ଓଡିଶାରେ ଏହାର ବିଶେଷ ପ୍ରଭାବ ନାହିଁ କି ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ। କିନ୍ତୁ ଦକ୍ଷିଣଦିଗରୁ ଯେଉଁ ପବନ ପ୍ରବାହିତ ହେଉଛି ତାହା ଫଳରେ ରାଜ୍ୟ…

ରାସନ ନ ପାଇ ମୃତ୍ୟୁ: ଖାଦ୍ୟାଭାବରୁ ଆମ୍ବ…

ଭୁବନେଶ୍ୱର:ଠିକରେ ରାସନ ମିଳୁନଥିଲା। ବାଧ୍ୟ ହୋଇ ସେମାନେ ଆମ୍ବ ଟାକୁଆ ଯାଉ ଖାଇଲେ। ଯଦି ରାସନ ଠିକ ଭାବେ ମିଳିଥାନ୍ତା ତା ହେଲେ ଏମିତି ଦୁଇ ଜଣଙ୍କ ଜୀବନ ଯାଇ ନଥାନ୍ତା।ରାସନ ବା ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଲେ ମାଣ୍ଡିପଙ୍କା ଗାଁର ଲୋକ କନ୍ଧମାଳ ଜିଲ୍ଲା ମାଣ୍ଡିପାଙ୍କା ଗାଁରେ…

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ…

ଭୁବନେଶ୍ୱର:ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା। କାରଣ ଦର୍ଶାଅ ନୋଟିସର ଉତ୍ତର ଆଧାରରେ ହଟିଲେ। ଉତ୍ତର ଯଥାର୍ଥ ନୁହେଁ କାର୍ଯ୍ୟକାଳ ସନ୍ତୋଷଜନକ ନୁହେଁ। ଜନତାଙ୍କ ସ୍ୱାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ପରେ…

୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ :…

ଭୁବନେଶ୍ୱର: ରାଜ୍ୟରେ ୧୫ତାରିଖ ପରେ ଶୀତ ଅନୁଭବ ହେବ। ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ବର୍ତ୍ତମାନ କୌଣସି ପାଣିପାଗ…

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା:କିଛି…

ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଉପକୂଳ ଓଡିଶାର…

ଋତୁସ୍ରାବ ଛୁଟି ନେଇପାରିବେ ସରକାରୀ…

ଭୁବନେଶ୍ବର:ମହିଳାଙ୍କ ମାସିକଧର୍ମ ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ…

କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ଯୋଗୁଁ…

ପୁରୀ: କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼ ହେଉଛି। ପୂର୍ବ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ପୁରୀ ମୁହାଁ ହେଉଛନ୍ତି। ମନ୍ଦିରରେ ନାହିଁ ନ ଥିବା ଭିଡ଼ ହେଉଛି। ତେଣୁ ସେ ଦୃଷ୍ଟିରୁ ଧ୍ବଜା ବନ୍ଧା ନୀତି ସମୟ ପରିବର୍ତ୍ତନ କରାଯାଇଛି। ଧ୍ବଜା ବନ୍ଧା ନୀତି…

ଝାଡଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜେପି…

ଭୁବନେଶ୍ୱର:ଆଜି ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ସଢେଇକଳା ଖର୍ଷୁଆଁ ଏବଂ ସିଂହଭୂମି ଦୁଇଟି ଜିଲ୍ଲାରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଜେପି ସରକାରର ସଫଳତା କଥା କହି…