Browsing Category
ରାଜ୍ୟ
ପ୍ରବଳ ବର୍ଷା, ଓଡିଶାକୁ ରେଡ ଆଲର୍ଟ ଜାରି
ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ଏବଂ ଡିପ୍ରେସନ ସୃଷ୍ଟି ହେବ ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ତେଣୁ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ କଳାହାଣ୍ଡି ଜିଲ୍ଲାର…
ଆସନ୍ତାକାଲି ଓଡିଶା ଆସିବେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ା ଆସିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ଏବେ ରାଜଧାନୀ ଭ୍ରମ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ ବିଜେପିର ଏକ ବଡ଼ଧରଣର ବାଇକ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲି…
ଭିଜୁଛି ସାରା ଓଡ଼ିଶା, ଦୁଇ ଦିନ ପ୍ରବଳ…
ଭୁବନେଶ୍ଵର:ପ୍ରବଳ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଲଘୁଚାପ ଫଳରେ ତିନି ଦିନ ପ୍ରବଳ ବର୍ଷା। କୋରାପୁଟ ଓ ମାଲକାନଗିରିକୁ ଆରେଞ୍ଜ ଆଲାର୍ଟ ଥିବା ବେଳେ ବାକି ସବୁ ଜିଲ୍ଳା ପାଈଁ ୟେଲୋ ଆଲର୍ଟ ରହିଛି। ଗୋଟିଏ ପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ…
ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ର…
ଭୁବନେଶ୍ୱର: ଓଡ଼ିଶା ନଲେଜ କର୍ପୋରେସନ୍ ଲିମିଟେଡ୍ର (ଓକେସିଏଲ୍) ନେଟ୍ୱାର୍କ୍ପ ଟର୍ନର୍ସ୍ମିଟ୍ ୨୦୨୫ ଏକ ଉତ୍ସାହପୂର୍ଣ୍ଣ ଏବଂ ନବୀନ ପରିବେଶରେ ରେଳ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରର ପ୍ରତିନିଧି, ବିଭିନ୍ନ ଉଦ୍ୟୋଗର…
ବିକଶିତ ଭାରତ ଅଭିମୁଖେ ଭାରତୀୟ: ଜୟଶଙ୍କର
ଭୁବନେଶ୍ୱର:ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇ ବିକଶିତ ଭାରତ ଅଭିମୁଖେ ଭାରତୀୟ ବୋଲି ମତ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। କହିଥିଲେ ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ।ପ୍ରଧାନମନ୍ତ୍ରୀଙ୍କ…
ସବୁ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ…
ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି।ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ।ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ।ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି…
ପ୍ରବାସୀ ଭାରତୀୟ ଦିବସ:ଓଡିଶାବାସୀଙ୍କ…
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେଗା ପ୍ରବାସୀ ଭାରତୀୟ ଦିବସ।ଓଡିଶାବାସୀଙ୍କ ତରଫରୁ ସମସ୍ତଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ । ଆପଣ ମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଆପଣ ମାନଙ୍କ ସ୍ମୃତିରେ ରହିବ। ଏହି କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର…
ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍ର…
ଭୁବନେଶ୍ୱର: ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏନେଇ ଶ୍ରୀ ମୋହନ ଚରଣ ମାଝୀ ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍ର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ…
ସୁଭଦ୍ରା ନେଇ ରାଜ୍ୟ ସରକାରଙ୍କ ବଡ଼…
ଭୁବନେଶ୍ୱର: ସୁଭଦ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ।ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।
ପ୍ରଥମ କିସ୍ତି…
ବସରେ ଲାଗିବ ସ୍ମାର୍ଟ ଡିଭାଇସ:ଜାତୀୟ…
ଭୁବନେଶ୍ୱର:ଏଣିକି ସଵୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣାକୁ ଏଡାଇବା ପାଇଁ ସହାୟକ ହେବ ଏହି ସ୍ମାର୍ଟ ଡିଭାଇସ।ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସମସ୍ତ ବସରେ ସ୍ମାର୍ଟ ଡିଭାଇସ ସମସ୍ତ ଲାଗିବ। ଯାହା ଫଳରେ ଆକ୍ସିଡେଣ୍ଟ କମିବ । IIT ମାଡ୍ରାସ ସହ ଅନ୍ୟ…