thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଆଜିଠାରୁ ଆରମ୍ଭ ହେଲା ସମେଟିଭ୍- ୦୧…

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ରାଜ୍ୟର ୫୬ଟି…

ରାଜ୍ୟର ୭ଟି ସ୍ଥାନର ପାରଦ ୧୦ ଡିଗ୍ରି…

ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ନବୀନ ନିବାସରେ ନବନିର୍ବାଚିତ ବର୍ଷା ସିଂ…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେଲା ପରେ ବର୍ଷା ସିଂ ବରିହା ଆଜି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚିଛନ୍ତି। ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ପହଞ୍ଚିଥିଲେ। ସେ ଦଳୀୟ ନେତାଙ୍କ ସହିତ ପହଞ୍ଚିଥିଲେ। ତାଙ୍କ ସହିତ…

ଆଗୁଆ ନିମନ୍ତ୍ରଣ ରହିଲା, ମୁଁ ଛାଡପତ୍ର…

କଟକ: ‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର. ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି.’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି. ବାସ୍ତବରେ ଓଲିଉଡ଼ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ…

ପଦ୍ମପୁରରେ ବିପୁଳ ବିଜୟ ପରେ…

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ହାସଲ କଲା ପରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳୀୟ କର୍ମୀମାନେ ଭେଟିଛନ୍ତି। ବିଜେଡିର ନେତା ଓ କର୍ମୀମାନେ ବଡ଼ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ଅବସରରେ…

ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା,…

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ହାଟପଦାସାହିର ଜଣେ ଯୁବକ ବୁଧବାର ମଧ୍ୟ ରାତ୍ରରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ହେମଧର ପାଇକ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ହେମଧରର ସ୍ତ୍ରୀ ଜୟନ୍ତୀ ପାଇକ ଆଜି ସକାଳେ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା…

ଫେସବୁକରେ ପ୍ରତିକ୍ରିୟା ରଖିଲେ…

ଠକେଇ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରତିକ୍ରିୟା ରଖିଛନ୍ତି । ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା । ସେ ଲେଖିଛନ୍ତି, ୨୦୨୦ ପରଠୁ ମୋ ନାଁରେ ଅନେକ ମିଥ୍ୟା ମାମଲା ହେଉଛି ।  ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି  । ସତ୍ୟତା ନଥାଇ ମୋ ନାଁରେ ଖବର ପ୍ରସାରଣ…

ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି

ରାଉରକେଲା: ରାଉର‌କେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନବଜାତ ଶିଶୁ ବିକ୍ରି ଅଭିଯୋଗ! ୨୫ ହଜାର ଟଙ୍କାରେ ଜନ୍ମକଲା ମା’ ନିଜ ନବଜାତ ପୁଅକୁ ବିକ୍ରି କରିଦେଇଛନ୍ତି। ତାହା ପୁଣି ଡାକ୍ତରଖାନାର ସମାନ ୱାର୍ଡରେ ମୃତ୍ୟୁବରଣ କରିଥିବା ଅନ୍ୟ ଏକ ନବଜାତ ପୁଅର ମା’କୁ। ଏହାପରେ କାହାକୁ କିଛି ନ କହି…

ପିଏଲଜିଏ ସପ୍ତାହ ଜାରି; ୩୩ ମାଓବାଦୀଙ୍କ…

ମାଲକାନଗିରି: ମାଓ ସଂଗଠନର ପିଏଲଜିଏ ସପ୍ତାହର ଆଜି ୭ମ ଦିନ ହୋଇଥିବା ବେଳଏ ପଡୋଶୀ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ପୁଲିସ ନିକଟରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସତୀଶ କୁମାର,…

ସହରରେ ମଶାଙ୍କ ରାଜୁତି

ବ୍ରହ୍ମପୁର : ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ। ସଂଧ୍ୟା ହେବା ମାତ୍ରକେ ବାହାରେ ରହି ହେଉନାହିଁ କି ଘରେ ବସି ହେଉନାହିଁ। ସହରରେ ମଶା ଏଭଳି ଭାବେ ବଢ଼ିଛି ଯେ ଘରେ ଘରେ ମଶା ନିୟନ୍ତ୍ରଣ ପାଇଁ କିଏ ମଶା ନିବାରଣ ଧୂଆଁ ବ୍ୟବହାର କରୁଛି ତ ପୁଣି କିଏ ମସ୍‌କ୍ୟୁଟୋ ଅଏଲ୍‌। କିଏ ପୁଣି ହାତରେ ମଶା ମାରିବା…