Browsing Category
ରାଜ୍ୟ
ଆଗାମୀ ତିନି ଦିନ ଯାଏ ବଢ଼ିବ ତାତି
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଗରମ। ଆଜିଠୁ ତିନି ଦିନ ରାଜ୍ୟରେ ଖରା ତାତି ବଢିବ । ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏଁ ଚଢ଼ିବ ପାରା । ଆସନ୍ତା ୧୩ ଯାଏ ତାତି ସାଙ୍ଗକୁ ଲାଗି ରହିବ ଗରମ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପାନ୍ତରୁ ଉପକୂଳ ସବୁଠି ପାରଦ ଉପରମୁହାଁ…
ଆସିଲା କାଳିଆ ଟଙ୍କା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା…
ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ…
ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା…
ଦିଲ୍ଲୀରୁ ଆସିଲା ଡାକରା: ପୁଣି…
ଭୁବନେଶ୍ୱର: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ହେଲେ ସ୍ପଷ୍ଟ ହେଉନି ମେଣ୍ଟ ଗଣିତ। ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଆସିଲା ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା…
ଏଣିକି ରାତିରେ ବୁଲିପାରିବେ ନନ୍ଦନକାନନ
ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ।
କେବଳ ରବିବାର ଦିନ ପାଇଁ…
ମେଣ୍ଟରେ ବିଜେଡ଼ିକୁ କି ଫାଇଦା ମିଳିବ…
ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟକୁ ନେଇ ଥିମିନି ଚର୍ଚ୍ଚା। ରାଜନୀତିରେ ସବୁଠୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛ କଥା। ନବୀନଙ୍କ ରୀ ଦୁଇ ପଦିଆ କଥା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇ ଦେଉଛି। କିନ୍ତୁ ସବୁଠୁ ବଡ଼ କଥା ରାଜ୍ୟରେ ମେଣ୍ଟର ଆବଶ୍ୟକତା କଣ ପାଇଁ। ୨୦୦୯ ମସିହାରୁ ମେଣ୍ଟ ଭାଙ୍ଗିବା ପରେ ଏମିତି କଣ…
ମେଣ୍ଟରୁ ଫାଇଦା ନେବ କଂଗ୍ରେସ!
ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ ରହିଥିବା…
ହେବନି ମେଣ୍ଟ, ଇସାରା ଦେଲେ ନବୀନ!
ଭୁବନେଶ୍ୱର: ଓଡିଶାରେ ବିଜେଡ଼ି ବିଜେପି ମେଣ୍ଟ ଚର୍ଚ୍ଚା ଲାଗିରହିଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କ ଏକ ଭିଡିଓ ରୋଚକ ସ୍ଥିତି ସୃଷ୍ଟି କରିଛି। ମାତ୍ର କେଇ ସେକେଣ୍ଡର ଏଇ ଭିଡିଓ ମେଣ୍ଟ ଚର୍ଚ୍ଚା ଉପରେ ସଙ୍କେତ ଦେଇଛି। ଦୁହେଁ କଥା ହେଉଛନ୍ତି…
ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ
ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ମାଓବାଦୀଙ୍କ ଏହି ବର୍ବରତା ଦେଖିବାକୁ ମିଳିଛି । ମୃତ ଦମ୍ପତି ହେଉଛନ୍ତି ଡାହିରା କହଁର ଓ ବତସୀ କହଁର।…
ଓଡ଼ିଶାରେ ମେଣ୍ଟ ହେବନି : ରାଜ୍ୟ ବିଜେପି…
ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟ ନେଇ କୌଣସି ଆଲୋଚନା ହେଇନି। ବିଜେପି ଏକାକୀ ଲଢିବ। ସବୁ ସିଟରେ ବିଜେପି ତାର ପ୍ରାର୍ଥୀ ଦେବ। ଓଡ଼ିଶାରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ମେଣ୍ଟ…