Browsing Category
ମନୋରଞ୍ଜନ
ରାଜନୀତିରେ ପ୍ରବେଶ କରିପାରନ୍ତି…
ନିର୍ବାଚନ ଲଢିପାରନ୍ତି ବଲିଉଡର ପରିଚିତ ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍ । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ…
ରିଲିଜ୍ ହେଲା ଫିଲ୍ମ ‘ମିଲି’ର ଆଉ ଏକ…
ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଲି’ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ପାଇଁ ଲଗାତାର ପ୍ରମୋସନ କରୁଛନ୍ତି। ଜାହ୍ନବୀଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର…
ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ…
କଟକ: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ ସମ୍ଭବ…
ବାହାଘରର ୪ ମାସ ପରେ ସରୋଗେସୀରେ ହେଲା…
ଚେନ୍ନାଇ: ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର। ନୟନତାରାଙ୍କର ଜାଆଁଳା ପିଲା କେମିତି ହେଲା ଏବେ ଯାଞ୍ଚ କରିବେ…
ବିବାଦରେ ଫିଲ୍ମ ‘ଆଦିପୁରୁଷ’
ବଲିଉଡର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ଛିଡା ହୋଇଛି ବଡ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କୁ ମଧ୍ୟ କଡ଼ା ଚେତାବନୀ…
ଲୋକପ୍ରିୟ ୟୁଟ୍ୟୁବର ଅଭିମନ୍ୟୁ ମିଶ୍ରଙ୍କ…
ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ୟୁଟ୍ୟୁବର ଅଭିମନ୍ୟୁ ମିଶ୍ରଙ୍କର ପରଲୋକ ହୋଇଛି। ସୋମବାର ଦିନ ମଧ୍ୟପ୍ରଦେଶ ଶୋହାଗପୁର ନରମଦପୁରମ-ପିପରିଆ ରାସ୍ତାରେ ଟ୍ରକ୍ ଧକ୍କା ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶ ସରକାରଙ୍କର ଦ୍ୱାରା ପର୍ଯ୍ୟଟନର ପ୍ରଚାର ପାଇଁ ବାଇକ୍ ରାଲିର ଆୟୋଜିତ…
ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ…
ଭୁବନେଶ୍ୱର: ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ର ପୋଷ୍ଟର । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ରିଲିଜ ହୋଇଥିବା ଏହି ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି | ନିର୍ମାଣାଧୀନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତ୍ତି ଉଠାଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ…
ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା…
ଭୁବନେଶ୍ୱର ୨୪/୦୯: ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ ପତ୍ନୀ ତୃପ୍ତି ଶତପଥୀ । ବାବୁସାନ୍ଙ୍କୁ ଦେଖା କରିବାକୁ ସେ…
ଜୀବନ ଯୁଦ୍ଧରେ ହାରିଗଲେ ରାଜୁ…
ପରଲୋକରେ ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା । ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଅଗଷ୍ଟ ୧୦ ରେ ସେ ହୃଦଘାତରେ ଶିକାର ହୋଇ ହସ୍ପିଟାଲରେ…
ସଲମାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା…
ମୁମ୍ବାଇ: ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନ୍- ବି। ମହାରାଷ୍ଟ୍ର ପାନଭେଲ୍ରେ ଥିବା ତାଙ୍କ ଗେଷ୍ଟ ହାଉସ୍ରେ ହତ୍ୟା କରାଯାଇଥାନ୍ତା ବଲିଡର ଦବଙ୍ଗ ଖାନଙ୍କୁ। ପୂରା ପ୍ଲାନ୍ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ପ୍ଲାନ୍ ଅନୁସାରେ, ପାନଭେଲ ଗେଷ୍ଟ ହାଉସ ଏରିଆରେ ବିଷ୍ଣୋଇ…