thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଦେଢଗୁଣା ବଢ଼ିପାରେ ଲୋକସଭା ସିଟ୍:୫୪୩ରୁ…

ନୂଆଦିଲ୍ଲୀ: ୨୦୨୯ ସାଧାରଣ ନିର୍ବାଚରେ ବଦଳିଯିବ ଲୋକସଭା ଚିତ୍ର। ପ୍ରାୟ ୫୬ ପ୍ରତିଶତ ବଢିବ ସାଂସଦଙ୍କ ସଂଖ୍ୟା । ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବଢାଇବାକୁ ରହିଛି ପ୍ରସ୍ତାବ। ଯେଉଁଥିରେ ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ ୩୫ ଆସନ। ଲୋକସଭା ସିଟରେ ବଡ଼ଧରଣର ବୃଦ୍ଧି…

ଟ୍ରମ୍ପଙ୍କୁ ଇରାନର ଖୋଲା ଧମକ:ପୁଣି…

ନୂଆଦିଲ୍ଲୀ:ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା କରିଛି। ଆମେରିକା ସେନା ଘୋଷଣା କରିଛି ଯେ ଏହା ଜାହାଜଗୁଡ଼ିକୁ ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାରୁ ବାରଣ କରିବ।…

ଆସୁଛି ନୁଆ ବିଦ୍ୟୁତ ଯାନ ନୀତି, 2028ରୁ…

ନୂଆଦିଲ୍ଲୀ:ଦିଲ୍ଲୀ ସରକାର ନୂଆ ବିଦ୍ୟୁତ ଯାନ ନୀତି ଆଣିବାକୁ ଯାଉଛନ୍ତି | ନୂଆ ନୀତି ଅନୁଯାୟୀ ,୨୦୨୮ ଏପ୍ରିଲ ପହିଲାରୁ ଦିଲ୍ଲୀରେ କେବଳ ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ପଞ୍ଜୀକରଣକୁ ଅନୁମତି ଦିଆଯିବ। ଏହା ପୂର୍ବରୁ ୨୦୨୭ ଜାନୁଆରି ପହିଲାରୁ କେବଳ ଇଲେକ୍ଟ୍ରିକ ୩ ଚକିଆ ବା ଅଟୋ ପଞ୍ଜୀକରଣ କରାଯିବ।…

ଆଉ ନାହାନ୍ତି ଆଶା ଭୋସଲେ:୯୨ ବର୍ଷ ବୟସରେ…

ମୁମ୍ବାଇ: ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁର ସାମ୍ରାଜ୍ଞୀ ଆଶା ଭୋସଲେ। ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ଆଶା ଭୋସଲେ ଆମ ଗହଣରେ ଆଉ ନାହାନ୍ତି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ…

ଆମେରିକା ଆଗରେ ନଇଁଲାନି ଇରାନ: ୧୫…

ବ୍ୟୁରୋ: ପାକିସ୍ତାନର ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ୨୧ ଘଣ୍ଟାର ମାରାଥନ ଶାନ୍ତି ଆଲୋଚନା ବିନା କୌଣସି ସମାଧାନରେ ବିଫଳ ହୋଇଛି। ଆମେରିକାର କଠୋର ସର୍ତ୍ତାବଳୀକୁ ଇରାନ ଗ୍ରହଣ ନକରିବାରୁ, ବିନା ଚୁକ୍ତିରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଫେରିଯାଇଛନ୍ତି । ହରମୁଜ ପ୍ରଣାଳୀ…

କଣ୍ଠଶିଳ୍ପୀ  ଆଶା ଭୋଁସଲେ ଅସୁସ୍ଥ:…

ନୂଆଦିଲ୍ଲୀ:ଶନିବାର ପ୍ରବୀଣ ଗାୟିକା ଆଶା ଭୋଁସଲେଙ୍କୁ ହୃଦଘାତ ଯୋଗୁଁ ମୁମ୍ବଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଜରୁରୀକାଳୀନ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏନେଇ ସୂଚନା ଦେଇଛନ୍ତି। କିନ୍ତୁ…

ମହାଯୁଦ୍ଧକୁ ନେଇ ଆସିଲା ଭାବପ୍ରବଣତା ଭରା…

ବ୍ୟୁରୋ: ଇସଲାମାବାଦରେ ପହଞ୍ଚିଛନ୍ତି ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ । ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପ୍ରସ୍ତୁତି ଚାଲିଛି ଇସଲାମାବାଦରେ। ଆଉ ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଭାବନାକୁ ରୋକି ଦେବ। ଯାହା…

ରାଜ୍ୟସଭାରେ ଶପଥ ନେଲେ ନୀତୀଶ କୁମାର:ଶପଥ…

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତୀଶ କୁମାର। ଶପଥ ପାଠ କରାଇଲେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ। ସନ୍ଧ୍ୟାରେ ପାଟନା ଫେରିବେ ନୀତୀଶ କୁମାର।ଏହା ପରେ ବିହାରରେ ଆଗେଇବ ନୂଆ ସରକାର ଗଠନ ପ୍ରକ୍ରିୟା। ପାଟନାରେ ଏନଡିଏ ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି…

ମଧ୍ୟପ୍ରାଚ୍ୟ ଯୁଦ୍ଧ ବିରତି ଯୋଗୁଁ କମିଲା…

ନୂଆଦିଲ୍ଲୀ: ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଦେଶର ପ୍ରମୁଖ…

ପ୍ରଥମରୁ ପିଜି ଯାଏଁ ମାଗଣା…

ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଝିଅମାନଙ୍କ ପାଇଁ…