thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ; ରାସ୍ତା…

ଭଦ୍ରକ ୦୨/୦୯: କୌଣସି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୋଟିଏ ଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରି ରାସ୍ତା ରୋକ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥର ରାନ୍ଦିଆ ବ୍ରିଜ ପାଖରେ ରାସ୍ତା ରୋକ କରାଯାଇଛି। କୌଣସି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ…

ସୌମ୍ୟଜିତ୍‌ଙ୍କ ମାନସିକ ସ୍ଥିତି ଠିକ୍…

ଆତ୍ମହତ୍ୟା ଘଟଣା ପରେ ପ୍ରଥମ ଦିନରେ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା । ସମସ୍ତ ପ୍ରଶ୍ନର  ଜେରାର ସମ୍ମୁଖୀନ ହୋଇଛନ୍ତି ସୌମ୍ୟଜିତ୍ ମହାପାତ୍ର ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ଵେତାଙ୍କ ବାପା ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ…

ପୋଲିସ ହେପାଜତରେ ସୌମ୍ୟଜିତ !

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା ଘଟଣା । ପୋଲିସ ହେପାଜତରେ ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ  । ଚନ୍ଦ୍ରଶେଖପୁର ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା । ଖବର ଅନୁଯାୟୀ, ଗତ ରବିବାର ଦିନ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା କରିଥିଲେ । ଏହାପରଠାରୁ ତାଙ୍କ…

ଶ୍ୱେତାଙ୍କ ଆତ୍ମହତ୍ୟା ରହସ୍ୟ:…

ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା କାହିଁକି ଆତ୍ମହତ୍ୟା କଲେ, ତାହା ରହସ୍ୟରେ ରହିଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ପରିବାର ଲୋକଙ୍କ ଅଭିଯୋଗ, ଶ୍ୱେତାଙ୍କ ଡାଏରୀ ଓ ଭାଇରାଲ ଅଡିଓକୁ ନେଇ ସୌମ୍ୟଜିତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି…

ବଡ଼ ଧରଣର ଡକାୟତି ପାଇଁ ଚାଲିଥିଲା ଯୋଜନା

ଉଦଳା,୨୧।୦୮:  ବଡ଼ ଧରଣର ଡକାୟତି କରିବା ପାଇଁ ଚାଲିଥିଲା ଯୋଜନା । ହେଲେ ଖବର ପାଇ ଚଢ଼ାଉ କରିଲା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ୪ ଆନ୍ତଃଜିଲ୍ଲା ଡକାୟତ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର…

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ…

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଧମକ । ସୋସିଆଲ ମିଡିଆ ଜରିଆରେ ଆଇଆରଏସ ଅଧିକାରୀ ତଥା ଏନସିବି ଅଧିକାରୀ ସମୀରଙ୍କୁ ହତ୍ୟା ଦମକ ଦିଆଯାଇଛି । ସମୀର ମୁମ୍ବାଇ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ, ଅଗଷ୍ଟ ୧୪ରେ ତାଙ୍କୁ ଟ୍ୱିଟରରେ ଧମକ…

ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ…

ଭୁବନେଶ୍ବର: ପାରାଦୀପ ବନ୍ଦରରେ  ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି।  ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର ଦାସଙ୍କୁ…

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ…

ଜଣେ ନାବାଳିକାଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ସମ୍ପୃଙ୍କ ପୀଡ଼ିତାଙ୍କ ଦାଦାଙ୍କୁ  ହତ୍ୟା କରାଯାଇଥିଲା ୨୦୧୫ ଏପ୍ରିଲ ୧୪ରେ ଘଟିଥିବା ଏହି ଅପରାଧର ବିଚାର କରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ୱତନ୍ତ୍ର ପୋକସୋ ଅଦାଲତ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ବର୍ଷ ସଶ୍ରମ…

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ…

ଫୁଲବାଣୀ: ଆଜି ଫୁଲବାଣୀ ପୋକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା‌ ଦୌରାଜଜ୍‌ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି।  ଜୋରିମାନା ଅନାଦେୟ ରହିଲେ ଅଧିକ ଏକ ବର୍ଷ ଜେଲ୍‌ ଭୋଗିବାକୁ କୋର୍ଟ…