thelifelinemedia
Latest Odisha News, Breaking News Today

ଶୁଭଶ୍ରୀ ଆତ୍ମହତ୍ୟା ମାମଲା : ଅଭିଯୁକ୍ତ ଚିତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର ଶାସ୍ତ୍ରୀ ନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷ ବନ୍ଧୁ ଚିତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡ ବେଳେ ବିଭିନ୍ନ ଦିଗରୁ ପୋଲିସ ପ୍ରଶ୍ନ ପଚାରିପାରେ । ଏହି ସମୟରେ ଖାଲିପାରେ ଶୁଭଶ୍ରୀ ଆତ୍ମହତ୍ୟା ପଛର ଗୁମର । ୩ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା ଖାରବେଳ ନଗର ଥାନା ପୋଲିସ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.