thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ…

କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ ଔଷଧ ନିୟନ୍ତ୍ରକ…

ଦାଦାବଟି ମାଗିବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର  ୧୬/୦୯: ଦାଦାବଟି ମାଗି ୩ ଯୁବକ ଗିରଫ ହୋଇଛନ୍ତି। ଦାଦା ବଟି ମାଗିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ  କରିଛି। ଲିଙ୍ଗରାଜ ମନ୍ଦିର ପାଖରେ ଛେନା ବିକ୍ରିକରୁଥିବା ଜଣେ ବ୍ୟବସାୟୀଙ୍କୁ  ଏହି ଯୁବକମାନେ ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ ପୋଲିସ ପାଖେ ଅଭିଯୋଗ…

ନକଲି ମେଡିସିନ ବିକ୍ରି ଘଟଣା, ଦୁଇ…

କଟକ, ୧୩/୦୯: ନକଲି ମେଡିସିନ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିଥିଲା ପୋଲିସ । କଟକ ଏସଡିଜିଏମ କୋର୍ଟରେ ହାଜର ହୋଇଥିଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ । ଉଭୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ଚଉଦ…

ପୁଣି ଥରେ ଜ୍ୟାକ୍‌ଲିନଙ୍କୁ ସମନ କଲା…

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଠକାମୀ ମାମଲାରେ ସମ୍ପୃକ୍ତି ନେଇ ଆଜି ପୁଣିଥରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜଙ୍କୁ ସମନ କରିଛି ଦିଲ୍ଲୀ ପୁଲିସ। ସେପ୍ଟେମ୍ବର ୧୪ ତାରିଖରେ ପୁଲିସ ଆଗରେ ହାଜର ହେବାକୁ ସମନର କୁହାଯାଇଛି। ଏହାକୁ ମିଶାଇ ଜ୍ୟାକ୍‌ଲିନଙ୍କୁ ୩ଥର ସମନ କଲାଣି…

ଭୁବନେଶ୍ୱରରେ ମେଡିସିନ ଷ୍ଟୋରରେ ଚଢାଉ,…

ଭୁବନେଶ୍ୱର ୦୯/୦୯: ରାଜଧାନୀରେ ବ୍ରାଣ୍ଡ ନାଁରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ । ଏହି ଅଭିଯୋଗ ପରେ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଡ୍ରଗ କଣ୍ଟ୍ରୋଲ ବିଭଗର ଚଢ଼ାଉ କରାଯାଇଛି । ରସୁଲଗଡ ସ୍ଥିତ ସ୍ଵସ୍ତିକ ଡ୍ରଗ ହାଉସରେ ଚଢ଼ାଉ କରିଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗ । ପ୍ରଥମେ କଟକରେ ଏଭଳି…

ପୁଣି ରାଜଧାନୀରେ ଆତ୍ମହତ୍ୟା

ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ‌(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିଲେ। ସେ ଜଣେ…

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ବ୍ରହ୍ମପୁର: ଲାଞ୍ଚ ନେବା ଅଭିଯୋଗରେ ଆଜି ଗଂଜାମ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କନିଷ୍ଠ କିରାଣୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନି‌ଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କା ସ୍ଥିତ ଜୟପୁର ନୋଡ଼ାଲ୍…

ଶୁଭଶ୍ରୀ ଆତ୍ମହତ୍ୟା ମାମଲା : ଅଭିଯୁକ୍ତ…

ଭୁବନେଶ୍ୱର ଶାସ୍ତ୍ରୀ ନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷ ବନ୍ଧୁ ଚିତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡ ବେଳେ ବିଭିନ୍ନ ଦିଗରୁ ପୋଲିସ ପ୍ରଶ୍ନ ପଚାରିପାରେ । ଏହି ସମୟରେ ଖାଲିପାରେ ଶୁଭଶ୍ରୀ ଆତ୍ମହତ୍ୟା ପଛର ଗୁମର । ୩ ଦିନ ପାଇଁ ରିମାଣ୍ଡ ଆବେଦନ…

ଚାଇନିଜ ଲୋନ ଆପ୍ସ ମାମଲା, ପେଟିଏମର…

ଚାଇନିଜ୍ ଲୋନ ଆପ୍ସ ମାମଲାରେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ଆଜି ପେଟିଏମର ରେଜର ପେ ଓ କ୍ୟାସ ଫ୍ରିର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ବେଙ୍ଗାଲୋରର ଥିବା ୬ ଟି କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି । ଇଡିର କହିବା ମୁତାବକ ଶୁକ୍ରବାର ଠାରୁ…

ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ସିନ୍…

ଭୁବନେଶ୍ବର: ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୁଲିସ୍ ସିନ୍ ରିକ୍ରିଏସନ୍ କରିଥିବା ଜଣାଯାଇଛି। ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ଜେନା ଓରଫ ବାବୁନାଙ୍କୁ ସାଥୀରେ ନେଇ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟା ପରେ କିଭଳି ମୃତଦେହକୁ ବାହାର କରିଥିଲା ସେନେଇ ପୁଲିସକୁ ଡେମୋ ଦେଖାଇଥିଲେ। ଆଜି…