thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର। ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି ବିଭାରାଣୀ। ଆଗାମୀ ଅଗଷ୍ଟ ୬ ତାରିଖରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରସ୍ ଆରୋହଣ ପାଇଁ ଅଭିଯାନ…

କୋରାପୁଟରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ…

କୋରାପୁଟ/ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି । ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା, ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରଥମ ବଜେଟ୍‌ରେ ହିଁ ବ୍ୟୟବରାଦ କରି ବିଜେପି ଏକ ନୂତନ…

ମମତା ମହନ୍ତଙ୍କ ବିଜେପିରେ ଯୋଗଦାନ,…

ଭୁବନେଶ୍ୱର, ତା.୦୨/୦୮: ଓଡିଶାବାସୀ, ମୟୂରଭଞ୍ଜ ଜିଲ୍ଲାବାସୀ, କୁଡୁମୀ ସମାଜ ତଥା ଅଧିକରୁ ଅଧିକ ଲୋକଙ୍କ ସେବା ପାଇଁ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ଗତକାଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ…

ବରିଷ୍ଠ ସାମ୍ବାଦିକ ଡ. ପ୍ରଦୀପ…

ଭୁବନେଶ୍ୱର, ତା.୦୨/୦୮: ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡ.ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ନିମୋନିଆ ପରେ ଫୁସ୍‌ପୁସ୍ ଗୁରୁତର ହେବା ଯୋଗୁଁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ…

ସୃଷ୍ଟି ହେଲା ଲଘୁଚାପ..୨୪ ଘଣ୍ଟାରେ…

ଭୁବନେଶ୍ୱର:ସୃଷ୍ଟି ହେଲା ଲଘୁଚାପ।୨୪ ଘଣ୍ଟାରେ ନେବ ଅବପାତର ରୂପ। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଦକ୍ଷିଣ ବାଂଲାଦେଶ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଉପରେ…

ଏଣିକି ପଶ୍ଚିମବଙ୍ଗରୁ ନୁହେଁ,…

ଭୁବନେଶ୍ୱର:ଏଣିକି ଉତ୍ତର ପ୍ରଦେଶରୁ ଆଳୁ ଆସିବ। ପଶ୍ଚିମ ବଙ୍ଗ ପରିବର୍ତ୍ତେ ଉତ୍ତର ପ୍ରଦେଶରୁ ଓଡିଶାକୁ ଆସିବ ଆଳୁ। ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ…

ମୟୂରଭଞ୍ଜ ବାସୀଙ୍କୁ ଧୋକା ଦେଇଛନ୍ତି…

ଭୁବନେଶ୍ୱର:ମମତା ମହନ୍ତ ମୟୁରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି। ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା ଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ମମତା ଇସ୍ତଫା ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କହିଛି।ବିଜେଡି ଅତୀତରେ ଅନେକ ମହିଳାଙ୍କ ସାମର୍ଥ୍ୟ ନେଇ ସେମାନଙ୍କୁ ସୁଯୋଗ…

ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ୱର:ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଆହୁରି ତିନି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଆଜିଠାରୁ…

ବିଜେଡିକୁ ବାଏ ବାଏ କଲେ ମମତା ମହନ୍ତ

ଭୁବନେଶ୍ୱର:ବିଜେଡି ରାଜ୍ୟସଭା ସାଂସଦ ପଦ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ। ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ ବିଜେଡିକୁ ବାଏ ବାଏ କହିଛନ୍ତି। ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ମମତା ମହନ୍ତ ।…

ଚାକିରୀ ଦେବ କହି ଲୋକଙ୍କୁ ଲୁଟୁଥିଲା,…

ଭୁବନେଶ୍ୱର:ଚାକିରି ଲୋଭ ଦେଖାଇଲେ ଲୋକଙ୍କ ଠାରୁ ଲୁଟୁଥିଲେ ପୁଳାପୁଳା ଟଙ୍କା। ଚାକିରୀ ଦେବା ନାଁରେ ବେକାର ଯୁବକ ଯୁବତୀଙ୍କୁ ଠକି ବନ୍ଧା ହୋଇଛି ଅଭିଯୁକ୍ତ ରଂଜିତ ପଟ୍ଟନାୟକ। ଚାକିରୀ ସନ୍ଧାନରେ ଥିବା ବେକାରୀ ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ରଂଜିତ। ସେମାଙ୍କୁ ଚାକିରୀ ଦେବାର ପ୍ରଲୋଭିତ…