Browsing Category
ରାଜ୍ୟ
ଚାଷୀଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା,…
ଚାଷୀଙ୍କୁ ମିଳିବ ୧୨ ହଜାର ୫୦୦ ଟଙ୍କା, ଜଣାନ୍ତୁ କେବେ..
ଭୁବନେଶ୍ୱର: ପୁଣି ମୋହନ ସରକାରଙ୍କ ବଡ ଘୋଷଣା। ଦିନେ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ପରେ ଆଜି ବିଧାନସଭାରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଏମ୍ କିସାନ ଭଳି ସିଏମ୍ କିସାନ…
ମାହାଙ୍ଗା ଡବଲ ମର୍ଡର ଘଟଣା, ୯…
କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖରେ…
ପଛକୁ ପଛ ଆସୁଛି ୨ ବଡ ଲଘୁଚାପ, ଏହି ସବୁ…
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା। ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ଥମିବାର ନାଁ ନେଉ ନାହିଁ । ଆଜିଠୁ ରାଜ୍ୟରେ ପୁଣି ବଢିବ ବର୍ଷା। ଆସୁଛି ଦୁଇ ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…
ପରିବାରର ଏକାଧିକ ମହିଳାଙ୍କୁ ମିଳିବ…
ଭୁବନେଶ୍ବର: ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କୁହାଯାଉଥିଲା। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ପରିବାରରେ ଏକାଧିକ ମହିଳା ଥିଲେ ବି ଯଦି ସେମାନେ ନିର୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ଥିବେ ତେବେ…
ବଢ଼ିଲା ଚିନ୍ତା, ମଣିଷ ଦେହରେ ବାର୍ଡ…
ଭୁବନେଶ୍ୱର: ମଣିଷ ଶରୀରରେ ବାର୍ଡ ଫ୍ଲୁ ! ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଏବେ ବାର୍ଡ ଫ୍ଲୁ ରୋଗ ଆତଙ୍କ ସୃଷ୍ଟି କରିଛି । ହଜାର ହଜାର ସଂଖ୍ୟାରେ କୁକୁଡା ମରାଚାଲିଛି । ସ୍ବାସ୍ଥ୍ୟ…
ଆସନ୍ତାକାଲି କଳାଧନ ସମ୍ପର୍କିତ ଏସଆଇଟି…
କଟକ: ଆସନ୍ତାକାଲି କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବାକୁ ଯାଉଛି। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ଆସନ୍ତା କାଲି ପୂର୍ବାହ୍ନ ୧୦ଟାରେ ବୈଠକ ବସିବ।ଆଗାମୀ ୧୫ ଦିନ ମଧ୍ୟରେ ଏସଆଇଟି ସର୍ବୋଚ୍ଚ ନ୍ୟାୟାଳୟରେ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ଥିବା ବେଳେ…
ପୁଣି ଏକ ଲଘୁଚାପ, ପ୍ରଭାବରେ ପ୍ରବଳ…
ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଦ୍ବାରା ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଉଛି। ଅଗଷ୍ଟ ୨୮ରୁ ୩୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ,…
ଭୁବନେଶ୍ୱର: ପିପିଲି ବାର୍ଡ ଫ୍ଲୁ ଘଟଣା ସାରା ରାଜ୍ୟ ପାଇଁ ଚିନ୍ତା ବଢାଇଛି। ବ୍ଲାର୍ଡ-ଫ୍ଲୁ ଆତଙ୍କ ପରେ ଆଜିଠୁ ମରାହେବ ଦେଶୀ କୁକୁଡ଼ା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀର ସଂକ୍ରମିତ ଅଞ୍ଚଳରେ ଆରମ୍ଭ ହେବ ଦେଶୀ କୁକୁଡ଼ା ଓ ବତକ ମରା ଅଭିଯାନ। ୩ ଦିନରେ ମାଟିରେ ପୋତା ଗଲାଣି ୨୬ହଜାରରୁ ଅଧିକ…
ରାଜ୍ୟରେ ପ୍ରବଳ ବର୍ଷିବ, ଆସନ୍ତା ୩…
ଭୁବନେଶ୍ୱର: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଆସନ୍ତା ୩ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସମ୍ଭାବନା ରହିଛି। ଏନେଇ ସେହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ।…
ଶୂନ୍ୟକାଳରେ ଉଠିଲା ଆମ ଓଡ଼ିଶା ନବୀନ…
ଭୁବନେଶ୍ୱର: ଶୂନ୍ୟକାଳରେ ଉଠିଛି ପୂର୍ବ ସରକାରର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ବିଜେଡି ବିଧାୟକ ପ୍ରତାପ ଦେବ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ କହିଥିଲେ ରାଜ୍ୟର ୩୧୪ ବ୍ଲକରେ କାମ ଠପ ହୋଇ ଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଅଲିଖିତ ନିର୍ଦ୍ଦେଶ ଯାଇଛି ସରକାରଙ୍କର।…