thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଚାଷ କ୍ଷତିଗ୍ରସ୍ତର ପ୍ରାଥମିକ ରିପୋର୍ଟ:…

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା ଚାଷ ଜମି କ୍ଷୟକ୍ଷତିକୁ ନେଇ ପ୍ରାଥମିକ ରିପୋର୍ଟ ଆସିଛି। କେଉଁ କେଉଁ ଜାଗାରେ କେତେ ପରିମାଣର ଚାଷ କ୍ଷତି ହୋଇଛି ତାର ହିସାବ ରଖିଛନ୍ତି ରାଜ୍ୟ ସରକାର। ବିଭାଗୀୟ ମନ୍ତ୍ରୀ କୃଷି ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧ ଲକ୍ଷ…

ଝାଡ଼ଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ରହିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ମାତ ଦେଇ ସରକାର…

ବାତ୍ୟା ଦାନା ପ୍ରଭାବ: ପୁରୀ ଓ…

ପୁରୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତି ୧୨.୫ରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। ବର୍ତ୍ତମାନ ଭୀଷଣ ବାତ୍ୟା, ବାତ୍ୟା ରୂପ ନେଇଥିବା ବେଳେ ଧୀରେ ଧୀରେ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଏବେ ରାଜ୍ୟର…

ଝାରପଡ଼ା ଜେଲରେ କଏଦୀ ଉତ୍ପାତ: ଜେଲ…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ ଜେଲରେ ମାରଣାସ୍ତ୍ର ବୁଲୁଥିବା ଖବର ଆସିଥିବାବେଳେ ଏବେ ଜେଲରଙ୍କୁ…

ବାତ୍ୟା ଆଣୁଛି ବଡ଼ ବର୍ଷା: ଭଦ୍ରକ,…

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦାନା ଉତ୍ତର - ଉତ୍ତର - ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ୭ କିଲୋମିଟର ଗତିରେ ଆଗକୁ ବଢୁଛି ବାତ୍ୟା ଦାନା। ଭଦ୍ରକ ଠାରୁ ୪୦କିଲୋମିଟର ଦୂର ଉତ୍ତର - ଉତ୍ତର ପୂର୍ବରେ ଅବସ୍ଥିତ ରହିଛି। ସେପଟେ ଧାମରା ଠାରୁ ମଧ୍ୟ ୭୦ କିଲୋମିଟର ଦୂର ଉତ୍ତର - ଉତ୍ତର…

ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା…

ପୁରୀ: ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ତେବେ ବାତ୍ୟା ଲ୍ୟାଣ୍ଡ ଫଲ କରି ସାରିଥିବା ବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ।ତେଣୁ ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା କଟକଣା କୁ ପ୍ରଶାସନ…

ଶୂନ୍ୟ ମୃତାହତ ଲକ୍ଷ୍ୟ ସଫଳ: ବାତ୍ୟା…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ସଫଳ ହୋଇଛି। କୌଣସି ଜୀବନ ହାନି ହୋଇନି। ମହାପ୍ରଭୁଙ୍କ କୃପାରୁ ସଫଳତାର ସହିତ ଆମେ ବାତ୍ୟାକୁ ମୁକାବିଲା କରିପାରିଛେ ବୋଲି ମୁଖମନ୍ତ୍ରୀ କହିଛନ୍ତି। ବାତ୍ୟା ଦାନା ଗତ ମଧ୍ୟରାତ୍ରିରୁ ଆଜି ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ହୋଇଛି ।…

ବାତ୍ୟା ଦାନାକୁ ନେଇ ସମୀକ୍ଷା: ୧୧…

ଭୁବନେଶ୍ୱର: ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ…

ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁ…

ପୁରୀ: ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ…

ବାତ୍ୟା ପାଇଁ ୨ଶହ ଟ୍ରେନ୍‌ ବାତିଲ:ଜାରି…

ଭୁବନେଶ୍ୱର: ବାତ୍ୟା ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ମୁଡରେ ରହିଛି। ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମି ପୁନଃଉଦ୍ଧାର ପାଇଁ ତୟାର ରେଳ ବିଭାଗ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ…