Browsing Category
ରାଜ୍ୟ
ମାୟନଗରୀକୁ ଗଲେ ପ୍ରକୃତି ମିଶ୍ର,…
ଭୁବନେଶ୍ୱର: ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର ଛାଡି ବିମାନ ଯୋଗେ ମୁମ୍ବାଇ ଗଲେ ପ୍ରକୃତି ମିଶ୍ର । ସୋମବାର ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୁମ୍ବାଇ ଯାଇଛନ୍ତି ପ୍ରକୃତି ।
ସୂଚନା ଅନୁସାରେ, ଗତ ୨୩ ତାରିଖରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ପରେ ଅଭିନେତ୍ରୀ…
୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ,…
ଭୁବନେଶ୍ବର: ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୁଖିଲା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୫ ଦିନ ଯାଏଁ ବର୍ଷା ହେବା ସମ୍ଭାବନା ନାହିଁ। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ।
ପୁଣି ମୌସୁମୀ ସକ୍ରିୟ ହେବ ଏବଂ ବର୍ଷା…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୯୭ କୋଭିଡ୍…
ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୪…
ଆସନ୍ତା ୩ରୁ ରାଜ୍ୟରେ ପୁଣି ହେବ ବର୍ଷା,…
ଭୁବନେଶ୍ୱର: ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା ହେବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ରେ ଘୂର୍ଣ୍ଣିବଳୟ ହେବ ଓ ୭ରେ ଲଘୁଚାପ ରୂପ ନେବ । ୯ରେ ଏହା ଗଭୀର ଅବପାତର ରୂପ ନେବ । ୭ରୁ ୯ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓ ଉତ୍ତର ବି ପ୍ରବଳ…
ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ବନ୍ଦ…
ଭୁବନେଶ୍ବର: ୟୁନିଟି-୨ସ୍ଥିତ ମାର୍କେଟ ବିଲ୍ଡିଂକୁ ରବିବାର ବନ୍ଦ କରାଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଏଠାରେ ଥିବା ଦୋକାନକୁ…
ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪…
ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୫…
କେକ୍ କାଟି ଜନ୍ମଦିନ ପାଳିଲେ ବାବୁସାନ,…
ଭୁବନେଶ୍ବର: ବାବୁସାନ୍ ଆଜି ଫ୍ୟାନ୍ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁସାନ ଭୁବନେଶ୍ବରର ଜଗନ୍ନାଥ ବିହାରସ୍ଥିତ ବାସଭବନରେ କେକ୍ କାଟିବା ସହ ନିଜ ନୂଆ ଫିଲ୍ମ ‘ଗଜପତି’ର ପୋଷ୍ଟର ରିଲିଜ କରିଛନ୍ତି। ଏହି ଅବସରରେ ବାବୁସାନଙ୍କ ମା’ ଅପରାଜିତା ଏବଂ ଫ୍ୟାନମାନେ ଉପସ୍ଥିତ ଥିଲେ। ସେ ପରିବାର…
ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା
ଭୁବନେଶ୍ଵର: ବଦଳିଲେ ଓଡିଶା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା। ଏବେ ବିଧାନସଭାରେ ଆହୁରି ଶାଣିତ ହେବ ବିରୋଧୀ ଦଳର ସ୍ଵର।ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନେତା।
ଏନେଇ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାର ଘୋଷଣା କରିଛନ୍ତି ରାଜ୍ୟ…
ଗାଏବ ହୋଇଛି ମୌସୁମୀ ବର୍ଷା
ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ଫଳରେ ମୌସୁମୀ ବର୍ଷାର ଦେଖା ନାହିଁ। ରାଜ୍ୟର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ ଦିନ ମଧ୍ୟରେ ଦିନବେଳା ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ଅଧିକ ହେବାର…
ଜନ୍ମଦିନ ପୁଅ ଓ ପତ୍ନୀଙ୍କ ସହ ପାଳିବାକୁ…
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଆସନ୍ତାକାଲି ହେଉଛି ଜନ୍ମଦିନ। ଆସନ୍ତାକାଲି ସପରିବାର ସହିତ ଜନ୍ମଦିନ ପାଳନ କରି ପାରନ୍ତି। ବାବୁସାନ ଜନ୍ମଦିନରେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିପରି ଭାଇରାଲ ଅଡିଓ ବିଷୟରେ ପ୍ରଶ୍ନ…