Browsing Category
ରାଜ୍ୟ
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ କୋଭିଡ୍…
ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୨ ଜଣ ସଂକ୍ରମିତ…
ବାରାହା ଆକ୍ରମଣରେ ଜଣେ ଗୁରୁତର,…
ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ ମୁକୁନ୍ଦଦାଶପୁର ଗ୍ରାମରେ ବାରାହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ମୁକୁନ୍ଦଦାଶପୁର ଗ୍ରାମର ରଜବା ଅଲ୍ଲୀ ବୋଲି ଜଣାପଡ଼ିଛି । ରଜବାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ରଜବା ଆଜି…
ସରକାରଙ୍କ ମୋ ଖତ ଯୋଜନା ଦିଗହରା; ପାଣିରେ…
ଦିଗହରା ହୋଇଛି ସରକାରଙ୍କ ମୋ ଖତ ଯୋଜନା। ଏଥିପାଇଁ ସରକାରଙ୍କ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଏହା ମାଟିରେ ମିଶିବାକୁ ବସିଲାଣି। ସେପଟେ ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦେଶକ। ଖଣ୍ଡପଡ଼ାରେ ବର୍ଜ୍ୟବସ୍ତୁ…
ଗୋମାଂସ ବୋଝେଇ କଣ୍ଟେନର ଜବତ
ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କଲେ ବଜରଙ୍ଗୀ ଦଳ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଠାରେ କଲିକତାରୁ ଚେନ୍ନାଇ ଅଭିମୁଖେ ଗୋମାଂସ ନେଇଯାଉଥିବା ଏକ କଣ୍ଟେନରକୁ ଅଟକାଇ ବଜରଙ୍ଗ ଦଳର ସଦସ୍ୟ ଖନ୍ତାପଡ଼ା ଥାନାରେ ଜିମା ଦେଇଥିବା ଜଣାପଡ଼ିଛି ।
ଛାଡଖାଇ ପୂର୍ବରୁ ବାଧିଲାଣି ପିଆଜ ଦର
ଦରଦାମ ବୃଦ୍ଧି ଖାଉଟିଙ୍କ ଅଣ୍ଟା ମୋଡ଼ି ଦେଲାଣି । ୨ ସପ୍ତାହରୁ କମ୍ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । କାର୍ତ୍ତିକ ମାସ ଶେଷ ହେବା ସହ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା । ହାଣ୍ଡିଶାଳରେ ଏହି ପରିବାଟିର ଆବଶ୍ୟକତାକୁ ଏଡାଯାଇ ପାରି ନ ଥାଏ । ଏଭଳି କ୍ଷେତ୍ରରେ ଏକାଥରେ ଏତେ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ କୋଭିଡ୍…
ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୧ ଜଣ ସଂକ୍ରମିତ ରହିଛନ୍ତି…
ତୀର ମାଡ଼ରେ ହାତୀ ମୃତ୍ୟୁ; ବ୍ୟବଚ୍ଛେଦ…
ତେଲକୋଇ ରେଞ୍ଜରେ ତୀର ମାଡ଼ ଯୋଗୁ ମାଇହାତୀ ଓ ହାତୀ ଶାବକର ମୃତ୍ୟୁ ହୋଇଛି।ହାତୀର ଶବ ବ୍ୟବଛେଦ ବେଳେ ପେଟରୁ ଭଙ୍ଗାତୀର ବାହାରିଛି। ଖବର ଅନୁସାରେ, ଆଜି ସକାଳେ କେନ୍ଦୁଝର ବନଖଣ୍ଡ ଅଧୀନ ତେଲକୋଇ ରେଞ୍ଜ ତାଳପଦା ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ମାଇହାତୀ ସହିତ ହାତୀ ଶାବକ ର ମୃତଦେହ ମିଳିଥିଲା।…
ବାବା ଧବଳେଶ୍ୱରଙ୍କ ପାଖେ ଲାଗି ହେଲା…
ସୋମବାର ମଧ୍ୟ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ଵରଙ୍କ ପାଖରେ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ଶୁଦ୍ଧପୂତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା ପାଇଁ ଶ୍ରଦ୍ଧାଳୁମାନେ ବର୍ଷ ତମାମ…
ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ…
ପୁରୀରେ ହବିଷ୍ୟାଳୀଙ୍କୁ ମାଡ । ପୋଲିସ ମାଡରେ ଗୁରୁତର ହେଲେ ମହିଳା । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ । ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ ।
ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ । ପୋଲିସ ମାଡରେ ଜଣେ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬ କୋଭିଡ୍…
ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୧ ଜଣ ସଂକ୍ରମିତ ରହିଛନ୍ତି ।…