Browsing Category
ରାଜ୍ୟ
ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ଓ…
ବରପାଲି ଠାରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଶାଢ଼ୀ କେନ୍ଦ୍ର, ଶ୍ରୀକୃଷ୍ଣ ବସ୍ତ୍ରାଳୟ, ଶ୍ରୀକୃଷ୍ଣ ଗାର୍ମେଣ୍ଟ, ଶ୍ରୀକୃଷ୍ଣ ସେଣ୍ଟର ଓ ଏମାନଙ୍କ ମାଲିକଙ୍କ ଘରେ ସିଟି ଏବଂ ଜିଏସଟି ବିଭାଗ ବରଗଡ଼, ସମ୍ବଲପୁର, ଝାରସୁଗୁଡାର ୨୫ଜଣ ବିଭାଗୀୟ ଅଧିକାରୀ ସହ ୨୫ଜଣ ପୁଲିସର ଉପସ୍ଥିତିରେ ତଦନ୍ତ କାର୍ଯ୍ୟ ଜାରି…
ବାଲେଶ୍ବର ଆକାଶରେ ଦିଶିଲା ଉଜ୍ଜ୍ବଳ…
ଆଜି ସଂଧ୍ୟାରେ ବାଲେଶ୍ବର ଉପକୂଳ ଆକାଶରେ ଏକ ଉଜ୍ଜ୍ବଳ ଆଲୋକ ପାଖାପାଖି ଦୁଇ ମିନିଟ୍ ଯାଏ ଦେଖାଯାଇଥିଲା। ରାସ୍ତାରେ ଯାଉଥିବା ଲୋକମାନେ ଛିଡ଼ା ହୋଇ ଦେଖିଥିଲେ। ସେହିପରି ଲୋକମାନେ ଘରୁ ବାହାରି ଆସି ଦେଖିଥିଲେ। ସମସ୍ତେ ନିଜ ନିଜ ମୋବାଇଲ୍ରେ ସେହି ସମୟର ଦୃଶ୍ୟକୁ କଏଦ୍ କରିଥିଲେ। ତେବେ ଏହି…
ବାଇକ ଆରୋହୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା…
ଜୟପୁର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ଜୟପୁର ବିମାନବନ୍ଦର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତସୁ ବୋଝେଇ ଟ୍ରକ୍ ନଂ ଓଆର ୧୦ସି-୫୮୬୩ ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ବାଇକ ଚାଳକଙ୍କ ମୁଣ୍ଡ ଉପରେ ଟ୍ରକର ଚକ ଚଢ଼ିଯିବା ଫଳରେ…
ଆଗୁଆ ହେବ ନିର୍ବାଚନ !
ବିଜେଡିରେ ଏବେ ପଦ୍ମପୁର ମଡେଲ୍ର ମାନିଆ । ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ, ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ଫର୍ମୁଲାରେ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଅର୍ଥାତ ନେତାମାନଙ୍କୁ ପ୍ରତି ଘର ଓ ପ୍ରତି ଭୋଟରଙ୍କୁ ଛୁଇଁବା ପାଇଁ ଦିଆଯିବ ଦାୟିତ୍ୱ । ଆଜି ପଦ୍ମପୁର ଉପନିର୍ବାଚନ…
ସ୍କୁଲ ରୁମ ମଧ୍ୟରୁ ୧୦୪ ପେଟି ମଦ, ୨ ଜଣ…
ରାଉରକେଲା: ରାଉରକେଲା ନିକଟ ବିଶ୍ରା ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ବିଦେଶୀ ମଦ। ତା ପୁଣି ଏକ ସ୍କୁଲ କୋଠରୀରୁ। ସ୍କୁଲ ଘରେ ଏହି ମଦ ବାହାର ରାଜ୍ୟରୁ ଆଣି ଗଛିତ ରଖାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ…
ଗୁଳିବିନିମୟ: ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଜି ସକାଳୁ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁଇ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅରଛା ଥାନା ଅଂଚଳରୁ ଡିଆରଜି, ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ପାଇଁ ଗୁଦାଡି…
କଟକ ମୁହାଁ ୧୬ଟିକିଆ ହାତୀପଲ, ଲୋକେ…
କଟକ: ସହର ମୁହାଁ ହାତୀପଲ। କଟକ ସହର ନିକଟ ମହାନଦୀ ପଠାରେ ୧୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଧବଳେଶ୍ବର ପଟୁ ମହାନଦୀ ପାର ହୋଇ ହାତୀପଲ ଆଗକୁ ବଢ଼ୁଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପଠାରେ ହାତୀ ଦେଖିବାକୁ ମିଳୁଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ଅନ୍ୟପଟରେ…
ଅର୍ଚ୍ଚନାଙ୍କ ୟୁ ଟର୍ଣ୍ଣରେ ବିସ୍ମିତ…
ଭୁବନେଶ୍ୱର: ଯେଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା। ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା।
ଇଡିରେ ହାଜର ପୂର୍ବରୁ ସେ ଦେଇଥିଲେ ବିସ୍ଫୋରକ…
ପଦ୍ମପୁରରେ ବିଜେଡିର ବିଜୟ ପଛରେ…
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍ ହୋଇଥିଲା ବୋଲି ସେ କହିଛନ୍ତି। ବିଜେଡି ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସ ସହିତ ଡିଲ୍ କରିଥିଲା। ଭୁବନେଶ୍ବରରେ କଂଗ୍ରେସର ନେତୃତ୍ବ…
ବାଇକ୍ ଓ କାର୍ ଉପରେ ମାଡ଼ିଗଲା…
କଟକ: ଜଗତପୁର ଖଇରପୋଲ ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ଓ ୫ଟି କାର ଉପରେ ଦ୍ରୁତଗାମୀ ଟ୍ରକ୍ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ସୁବାସ ସାହୁ। ଗୁରୁତରମାନଙ୍କ ମଧ୍ୟରୁ ଆରତୀ ଦାସ (୨୩), ସଂଜୟ…