Browsing Category
ରାଜ୍ୟ
ସାବାଡ ହେବେ ଅମାନିଆ
ଏଣିକି ଆଉ ଟ୍ରାଫିକ୍ ସିଗନାଲ୍ ଡେଇଁ ଯାଇପରିବେନି ଅମାନିଆ ଡ୍ରାଇଭର । କଡ଼ା କଡ଼ି ହେଲା ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଫାଇନ ଗଣିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ମଧ୍ୟ କରାଯିବ । ଟ୍ରାଫିକ୍ ସିଗନାଲ୍…
ଆସୁଛି ବଡ଼ କାଳବୈଶାଖୀ
ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ…
ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ…
କଂଗ୍ରେସ ନେତା ମହମ୍ମଦ ମୋକିମ୍ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଦୁଇ ସପ୍ତାହ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ…
ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।
ଏହି ବୈଠକରେ ଏଡିଜି ହେଡକ୍ବାଟର ଆରକେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି…
ଦିଲ୍ଲୀ ଗଲେ ମନମୋହନ ସାମଲ
ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ…
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ…
ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଖରାଯୋଗୁଁ ଦିନ ତାପମାତ୍ରା ୪୦ ଛୁଇଁଛି। ଏମିତିକି ଗୁଳୁଗୁଳି ମଧ୍ୟ ଅନୁଭବ ମଧ୍ୟ ହେଲାଣି। ଏହାରି ମଧ୍ୟ ୧୯ରେ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା।…
ବିଜେଡିରେ ଯୋଗ ଦେଲେ ବାପି ସର୍ଖେଲଙ୍କ…
ବିଜେଡିରେ ଯୋଗ ଦେଇଛନ୍ତି ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ମୋନିଦୀପା । ସେ ବର୍ତ୍ତମାନ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି…
ଲାଗୁ ହେଲା ନିର୍ବାଚନ ଆଚରଣ ବିଧି
ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ଏହା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ପୋଷ୍ଟର, ବ୍ୟାନର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ…
ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ…
ଭଦ୍ରକ: କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲିଛି କାଡା ଅଫିସ । ଭିଣେଇ ଜେଇ ଓ ଶାଳକ ଠିକାଦାରଙ୍କ ମିଳିତ ଗଡ଼ରେ ଚାଲିଥିଲା କୋଟି କୋଟି ଟଙ୍କାର ଘୋଟଲା । ଆମେ କହୁଛି ଭଦ୍ରକ ଜିଲ୍ଲାର କାଡା ଡିଭିଜନର କନିଷ୍ଠଯନ୍ତ୍ରୀ ମହାନ୍ତିଙ୍କ କଥା । ତେବେ ଖୁବଶୀଘ୍ର ଲାଇଫ ଲାଇନ ମିଡିଆରେ ସତ୍ୟ ଓ ତଥ୍ୟକୁ ନେଇ ହେବ…
ପଦ୍ମ ଧରିଲେ ଅଭିନେତା ଅରିନ୍ଦମ
ଭୁବନେଶ୍ୱର: ବିଜେଡି ଛାଡ଼ିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ପହଞ୍ଚିଲେ ଅଭିନେତା ଅରିନ୍ଦମ ରାୟ।ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେଲେ। ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତ ରେ ଦଳ ରେ ଯୋଗ ଦେଇଛନ୍ତି.....କିଛି ସମୟ ପୂର୍ବରୁ ଫେସବୁକ ପେଜରେ ଚିଠି ସେୟାର କରି ନିଜର କ୍ଷୋଭ ଜଣାଇ…