Browsing Category
Uncategorized
ଗୁରୁବାର ପୁଣି ଥରେ ଖୋଲିବ ରତ୍ନ ଭଣ୍ଡାର
ପୁରୀ:ଆସନ୍ତା ଗୁରୁବାର ପୁଣି ଥରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ।ଶୁଭ ମୁହୂର୍ତ୍ତରେ ସକାଳ ୯.୫୧ ରୁ ୧୨.୧୫ ମଧ୍ୟରେ ଟ୍ରେଜେରୀରୁ ନୂଆ ଚାବି ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବ।ପୂର୍ବ ଏସଓପିକୁ ଅନୁପାଳନ କରାଯିବ।ପୂର୍ବ ଭଳି ୧୧ଜଣିଆ କମିଟି ଭିତରକୁ ଯିବେ। କୌଣସି ସଦସ୍ୟ ଧାତବ ପଦାର୍ଥ ବା ସୁନା ଜିନିଷ…
ଏଥର କମିବ ସଡ଼କ ଦୁର୍ଘଟଣା
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି Two-Wheeler ବାଇକ୍ ଦୁର୍ଘଟଣା ମାମଲା ଖୁବ ଦେଖାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ସଡ଼କ ଏବଂ ପରିବହନ ମନ୍ତ୍ରାଳୟ(Road Transport Ministry) ଦୁଇଚକିଆ ଯାନ ଏବଂ ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଲେନ୍…
ବିଜେଡ଼ି ଛାଡ଼ିଲେ ଅରିନ୍ଦମ, ନବୀନଙ୍କୁ…
ଭୁବନେଶ୍ୱର: ବିଜେଡ଼ି ସହିତ ସମ୍ପର୍କ ତୁଟାଇଛନ୍ତି ଅରିନ୍ଦମ ରାୟ। ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ। ଏ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରା ଯାଉଥିଲା ବୋଲି କ୍ଷୋଭ ପ୍ରକାଶ…
ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ
ଯାଜପୁର/ବାଲେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ହୋଇଛି। ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଜଣ ଓ ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡୀ ପଂଚାୟତ ଅଧୀନ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୭ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ ରହିଛନ୍ତି ।…
ହାଇକୋର୍ଟ ଗଲେ ପ୍ରକୃତି, ଏତଲା ଉପରେ…
ବନେଶ୍ୱର: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟ ଯାଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟଙ୍କୁ ସେ ଜଣାଇଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ…