thelifelinemedia
Latest Odisha News, Breaking News Today

ବିଜୟଙ୍କ ଶପଥ ଗ୍ରହଣକୁ ନେଇ ସସପେନ୍ସ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ଶପଥ ଗ୍ରହଣକୁ ନେଇ ସସପେନ୍ସ,ଶେଷ ମୁହୂର୍ତ୍ତରେ ସମର୍ଥନ ପ୍ରତ୍ୟାହାର କଲା IUML

ଲଗାତାର ୩ ଦିନରେ ତୃତୀୟ ଥର ପାଇଁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ। ସରକାର ଗଠନ ନେଇ ଦାବି ଜଣାଇଲେ ବିଜୟ

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ଶପଥ ଗ୍ରହଣକୁ ନେଇ ସସପେନ୍ସ ଜାରି ରହିଛି। ବିଜୟଙ୍କ ଶପଥ ଗ୍ରହଣକୁ ନେଇ ଚ୍ଛକାପଞ୍ଝ ଲାଗି ରହିଛି। ମ୍ୟାଜିକ ନମ୍ବରରୁ ୨ଟି ଆସନ ପଛରେ ଟିଭିକେ।ବର୍ତ୍ତମାନ ଟିଭିକେ ନିକଟରେ ରହିଛି ୧୧୬ ବିଧାୟକଙ୍କ ସମର୍ଥନ। ଯାହାଜଣାପଡିଛି ଆସନ୍ତାକାଲି ଶପଥ ନେବେ ବିଜୟ। ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ। ଦିନ ୧୧ଟାରେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି ବିଜୟ। ହେଲେ ଏବେ ବି ସସ୍ପେନ୍ସ ଜାରି ରହିଛି।

ଲଗାତାର ୩ ଦିନରେ ତୃତୀୟ ଥର ପାଇଁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ। ସରକାର ଗଠନ ନେଇ ଦାବି ଜଣାଇଲେ ବିଜୟ।ବିଜୟଙ୍କ ନିକଟରେ ଅଛି ୧୧୮ ବିଧାୟକଙ୍କ ସମର୍ଥନ ରହିଛି ବୋଲି ରାଜ୍ୟପାଳଙ୍କ ପାଖରେ ଦାବି ଜଣାଇଛନ୍ତି।

Leave A Reply

Your email address will not be published.