thelifelinemedia
Latest Odisha News, Breaking News Today

ରାତି ଅଧରେ ଘର ମାଲିକଙ୍କ ନିର୍ଯାତନା:ରାଜଧାନୀରେ ଶୀତ ରାତିରେ ଘର ମାଲିକଙ୍କ ଦବଙ୍ଗଗିରି 

ପତ୍ନୀ ଓ ବୁଢ଼ୀ ମା'ଙ୍କୁ ନେଇ ରାତିସାରା ଘର ବାହାରେ ବସିଲେ ଭଡ଼ାଟିଆ।ଭୁବନେଶ୍ୱର ଡମଣାରେ ଘର ମାଲିକଙ୍କ ନିର୍ଯାତନା ଖବର

ଭୁବନେଶ୍ୱର:ରାଜଧାନୀରେ ଶୀତ ରାତିରେ ଘର ମାଲିକଙ୍କ ନିର୍ଯାତନା।ରାତି ଅଧରେ ଘରୁ ଜିନିଷ ବାହର କରିଦେଲେ ମାଲିକ। ପତ୍ନୀ ଓ ବୁଢ଼ୀ ମା’ଙ୍କୁ ନେଇ ରାତିସାରା ଘର ବାହାରେ ବସିଲେ ଭଡ଼ାଟିଆ।ଭୁବନେଶ୍ୱର ଡମଣାରେ ଘର ମାଲିକଙ୍କ ନିର୍ଯାତନା ଖବର ଚର୍ଚ୍ଚାର ପରିସରକୁ ଆସିଛି।

ଘରଭଡ଼ାକୁ ନେଇ ମାଲିକଙ୍କ ସହ ସୌମ୍ୟଜିତ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ହୋଇଥିଲା ପାଟିତୁଣ୍ଡ।ଏହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଦ୍ୱାରସ୍ଥ ହୋଇଥିଲେ।ବୁଝାମଣା ମୁତାବକ ଏହି ମାସ ଶେଷରେ ଘର ଛାଡିବାକୁ କୁହାଯାଇଥିଲା।କେହି ନଥିବା ବେଳେ ମାଲିକ ଘରୁ ଜିନିଷ କାଢ଼ି ଦେଇଥିବା ଅଭିଯୋଗ ହୋଇଛି।ଏନେଇ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.