thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସୁଭଦ୍ରା ଯୋଜନା ପାଇଁ SOP ପ୍ରସ୍ତୁତ

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ ହେବ ସୁଭଦ୍ରା ଯୋଜନା ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଆସିବ ଏସ୍‌ଓପି। ମାତ୍ର ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍‌ଓପିରେ ପରିବର୍ତ୍ତନ ବି ହେବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି…

ମେଡ଼ିକାଲ୍‌ରେ ECG ନାଁରେ ମହିଳାଙ୍କୁ…

ECG ନାଁରେ ମେଡ଼ିକାଲ୍‌ରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏହି ସଙ୍ଗୀନ ଅଭିଯୋଗ ଆସିଛି କଟକ ଏସ୍‌ସିବି ମେଡିକାଲ୍‌ର ହୃଦୟ ରୋଗ ବିଭାଗର ଜଣେ ହୃଦୟରୋଗ ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ…

ଜେଲ ଗଲେ କୁବେର ଯନ୍ତ୍ରୀ, ତାରାଙ୍କ…

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ତାରା ପ୍ରସାଦ ମିଶ୍ର ୟୁଏଇ, ଭିଏତନାମ, ୟୁଏସଏ, ସିଙ୍ଗାପୁର, ମାଲେସିଆ, କାନାଡା,…

ନୂଆ ବିଧାୟକ ନେବେ ଟ୍ରେନିଂ: ନବୀନ,…

ଭୁବନେଶ୍ୱର: ନୂଆ ବିଧାୟକ ପଢିବେ ପାଠ। ପ୍ରଥମ ଥର ବିଧାନସଭା ଆସିଥିବା ବିଧାୟକ ଓ ବିଧାୟିକାଙ୍କୁ ତାଲିମ ଦିଆଯିବ। ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପାଠ ପଢ଼ାଇବେ। ନୂଆ ବିଧାୟକଙ୍କୁ ନେଇ ଦୁଇ ଦିନିଆ…

ଅବ୍ୟବସ୍ଥାର ହବ ପାସପୋର୍ଟ ଅଫିସ, …

ଭୁବନେଶ୍ୱର:ବ୍ୟବସ୍ଥାର ଧଜିଆ ଉଡାଉଛନ୍ତି ବଡବାବୁ। ନୀତି ନିୟମକୁ କିଛି ଖାତିର ନାହିଁ। ଲୋକଙ୍କୁ ସେବା ଦେବା ପରିବର୍ତ୍ତେ କୁକୁର ଭଳି ଦୁର୍ବ୍ୟବହାର କରୁଛନ୍ତି। ସେବା ଆଶାରେ ଯାଇ ବଡ ବାବୁଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଲୋକେ। ରସୁଲଗଡ ଓଡିଶା ହୋମରେ ଟିସିଏସ ଏବଂ କେନ୍ଦ୍ରର ମିଳିତ ସହଯୋଗରେ ଚାଲୁଥିବା…

ଆହୁରି ୫ଦିନ ବର୍ଷିବ, ଆସନ୍ତାକାଲି…

ଭୁବନେଶ୍ୱର: ବର୍ତ୍ତମାନ ଓଡିଶା ଉପରେ ମୌସୁମୀ ଟ୍ରପ ଲାଇନ ସକ୍ରିୟ ରହିଛି। ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ନୂଆପଡା, ବଲାଙ୍ଗୀର, ବରଗଡ଼,…

ଅନୁପ୍ରବେଶକାରୀଙ୍କ ଉପରେ ସରକାରଙ୍କ…

ଭୁବନେଶ୍ୱର:ଓଡିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳୀଙ୍କ ଉପରେ ସରକାରଙ୍କ ଆଖି ରହିଛି। ଖୁବ ଶୀଘ୍ର ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର।…

କିଏ ହେବେ ରାଜ୍ୟ କଂଗ୍ରେସ ମୁଖିଆ ? ଏଥର…

ଭୁବନେଶ୍ୱର: କିଏ ହେବେ ରାଜ୍ୟ କଂଗ୍ରେସ ସଭାପତି ? କାହାକୁ ଦିଆଯିବ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଦାୟିତ୍ୱ? ନୂଆ ନା ପୁରୁଣା ମୁହଁ ପାଇବେ ସୁଯୋଗ? ରାଜ୍ୟ କଂଗ୍ରେସ ସମସ୍ତ କମିଟି ଭାଙ୍ଗିବା 3 ସପ୍ତାହ ହୋଇଗଲାଣି। କିନ୍ତୁ ଏ ପର୍ୟ୍ଯନ୍ତ ସଭାପତି ଚୟନ ହୋଇପାରିଲା ନାହିଁ।କାହାକୁ ଗୁରୁଦାଇତ୍ୱ ଦେବ ଦଳ? କିଏ…

୮୧ ବର୍ଷରେ ସୁର, ଜନ୍ମ ଦିନରେ ସୁରଙ୍କୁ…

ଭୁବନେଶ୍ୱର: ୮୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ସୁରେଶ ରାଉତରାୟ। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୁର ବାବୁଙ୍କ ଆଜି ସୁରଙ୍କ ଜନ୍ମ ଦିନ। ୮୧ବର୍ଷରେ ସେ ପାଦ ଥାପିଛନ୍ତି। ହେଲେ ଆଜି ତାଙ୍କ ଠାରେ ଯୁବ ସୁଲଭ ଗୁଣ। ହେଲେ ଥକିନି ପାଦ । ଥକିନି ପାଟି । ମାଡି଼ଚାଲ କହିଦେଲେ…

ଏଥର ଜିଲ୍ଲାଗସ୍ତରେ ବାହାରିବେ ନବୀନ,…

ଭୁବନେଶ୍ୱର:ତୃଣମୂଳ ସ୍ତରରେ ବିଜେଡି ହେବ ମଜଭୁତ। ସାଙ୍ଗଠନିକ ଭାବେ ଦଳ ଆହୁରି ସକ୍ରିୟ ହୋଇ କାମ କରିବ। ଏଥି ପାଇଁ ମୈଦାନକୁ ଓଲ୍ହାଇବେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ ନବୀନ। ସିଧାସଳଖ ଲୋକଙ୍କ ସହିତ କଥା ହେବେ। ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ…