thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ପୋଲିସ SI ଚାକିରି କେଳେଙ୍କାରୀ : ଆଉ ଜଣେ…

ଭୁବନେଶ୍ଵର: ପୋଲିସ SI ଚାକିରି କେଳେଙ୍କାରୀରେ ବଢ଼ିଲା ଗିରଫଦାରୀ। ତନାଘନା ଭିତରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ ହୋଇଛି। SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ଜଣାପଡିବା ପରେ ତାକୁ ଗିରଫ…

ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସୁଛି ପୁଣି ଏକ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୁଣି ରାଜ୍ୟରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ସେପଟେ ଏବେବି ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି…

ଆଗାମୀ ୩ ଘଣ୍ଟା ପାଇଁ ସତର୍କ ରୁହ ୧୪…

ଭୁବନେଶ୍ୱର: ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ,…

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ…

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି । ଶ୍ରୀ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ…

ଆଜି ମାଙ୍କୁ ବିଦାୟ ଦେବେ ଭକ୍ତ, ଟ୍ୱିନ…

ଭୁବନେଶ୍ୱର: ସରିଲା ଦଶହରା, ଏବେ ବିଦାୟର ବେଳ । କଟକର ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯାଉଛି ମେଲାଣି । ଭୁବନେଶ୍ବର ଓ କଟକରେ ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି । ଅପରାହ୍ନ ୨ଟାରୁ ରାତି ଗୋଟାଏ ଯାଏ ଭୁବନେଶ୍ବରରେ ଟ୍ରାଫିକ କଟକଣା । ଭସାଣି ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର…

ଅସତ୍ୟ ଉପରେ ସତ୍ୟର ବିଜୟ, ଜଳିଗଲା ରାବଣ

ଭୁବନେଶ୍ବର: ଜଳିଗଲା ରାବଣ, ଅଧର୍ମ ଉପରେ ଧର୍ମର ହେଲା ପ୍ରତିଷ୍ଠା । ଆଜି ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ ହୋଇଛି । ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡିର ଝଲକ ଦେଖିବାକୁ ମିଳିଛି । ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରାବଣ ପୋଡି ଉତ୍ସବ…

ଅନୁଭବଙ୍କ ଗୁହାରି ଶୁଣିବେ…

ଭୁବନେଶ୍ୱର: ସାଉଥ ଫିଲ୍ମ ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶା ଆସିଲା ଆଉ ଓଡ଼ିଆ ଫିଲ୍ମକୁ ହଲରୁ ହଟାଇଦେଲେ ହଲ ମାଲିକ | ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କଲେ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି | ଅନୁଭବ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ…

ବଙ୍ଗୋପସାଗରରେ ଗଭୀର ଅବପାତ, ଟ୍ୱିଟ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ ।  ଆଗାମୀ ୪ ଘଣ୍ଟାରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି ।  ଆଜି ମଧ୍ୟରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଓଡ଼ିଶା ଉପକୂଳ ଗତି କରିବା ସମ୍ଭାବନା । ପାରାଦୀପ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ। ପ୍ରଭାବରେ…

ସତର୍କ ରୁହ ୧୪ ଜିଲ୍ଲା ! ଆଗାମୀ ୩ ଘଣ୍ଟା…

ଭୁବନେଶ୍ୱର: ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,…

ନୂଆପଡାରେ କିଏ ମରିବ ବାଜି, ୨୦୧୯ ଓ…

ଭୁବନେଶ୍ୱର: ନୂଆପଡା ବାଜି ପୁଣି ଜିତିବ ବିଜେଡି । ତାରିଖ ଘୋଷଣା ପୂର୍ବରୁ ପ୍ରମିଳାଙ୍କ ଆକଳନ । ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ତୟାର । ସବୁ ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି । ନୂଆପଡା ବାଜିର କିଏ ହେବ ବାଜିଗର? ପୁଣି ନୂଆପଡାରେ ବିଜୟ ବାନା ଉଡାଇବ କି ବିଜେଡି ? ବିରୋଧୀ ଦଳ ମୁଖ୍ୟ ସଚେତକ…