Browsing Category
ରାଜ୍ୟ
ପ୍ରକାଶ ପାଇଲା ଓଟିଇଟି ୨୦୨୪ ପରୀକ୍ଷା…
କଟକ:ଓଟିଇଟି ୨୦୨୪ ପରୀକ୍ଷା ଫଳ ପ୍ରକାଶିତ। ଓଟିଇଟି: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟର ଫଳାଫଳ ପ୍ରକାଶ ପାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ…
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ…
ଯାଜପୁର: ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଅଟକ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ଆଜି ବି ଉତ୍ତେଜନା ଲାଗି ରହିଛି । ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି…
ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ…
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥର ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର…
ବଙ୍ଗୋପସାଗରରେ ପୁଣି ବାତ୍ୟା:ଓଡିଶା ଉପରେ…
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ବାତ୍ୟା ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି। ୨୬ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ ସୁମାତ୍ରା ପାଖ ଦକ୍ଷିଣ…
ଦିନରେ ଖରା, ରାତିରେ ନିଆଁ ଭରସା
ଭୁବନେଶ୍ୱର: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଛି। ଗତ ସପ୍ତାହେ ହେଲା ସହରର ତାପମାତ୍ରା ନିମ୍ନମୁଖୀ ହେବାରେ ଲାଗିଛି।
ସଞ୍ଜ ନଇଁଲେ ଥଣ୍ଡାର…
ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ…
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବନମାଲିପୁରସ୍ଥିତ ଜାରିଂ ଜଙ୍ଗଲରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଆଜି ୫ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…
ହାର୍ଡକୋର ଅପରାଧୀ ହେବେ ସାବାଡ଼: ଡିଜିପି…
ଭୁବନେଶ୍ୱର: ଡିଜିପି ସମ୍ମିଳନୀ ପୂର୍ବରୁ ହାର୍ଡକୋର ଅପରାଧୀଙ୍କ ଉପରେ ଓଡିଶା ପୋଲିସର ଆଖି। ସମ୍ମିଳନୀ ପୂର୍ବରୁ ସମସ୍ତ ଜିଲ୍ଲାର ଏସପି ଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ପେସାଦାର ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ। ନିକଟସ୍ଥ ଥାନାରେ ହାଜିରା ଦେବେ ହାର୍ଡକୋର। ସେପଟେ ୨୯ ତାରିଖରୁ ୩ ଦିନ ଧରି…
୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ…
ଭୁବନେଶ୍ବର: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତା ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ପ୍ରକାଶିତ ଗସ୍ତ ସୂଚୀରୁ…
ଫେବ୍ରୁଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା:…
ଭୁବନେଶ୍ୱର: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ୯୧୮୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୨ ଦିନ ଧରି ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ Non Practical ବିଷୟ ପାଇଁ ୨୦ ମାର୍କର…
ବାରଙ୍ଗରେ ଲଜ୍ଜା: ଶିଶୁ କନ୍ୟାକୁ…
କଟକ: କଟକ ବାରଙ୍ଗ ସ୍ଥିତ ତ୍ରିସୁଳିଆରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ। ଯାହାକୁ ନେଇ ପୁରା ରାଜ୍ୟରେ ଖେଳି ଯାଇଛି ଚାଞ୍ଚଲ୍ୟ। ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ପରିବେଶ।ପୀଡିତା ଶିଶୁ କଟକ ଶିଶୁଭବନ ରେ ଚିକିତ୍ସା ଲାଗି ଭର୍ତି। ପୀଡିତାଙ୍କ ପରିବାର ପକ୍ଷରୁ…