thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ପୋଲିସ ହେପାଜତରେ ସୌମ୍ୟଜିତ !

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା ଘଟଣା । ପୋଲିସ ହେପାଜତରେ ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ  । ଚନ୍ଦ୍ରଶେଖପୁର ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା । ଖବର ଅନୁଯାୟୀ, ଗତ ରବିବାର ଦିନ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା କରିଥିଲେ । ଏହାପରଠାରୁ ତାଙ୍କ…

ଆଉ ଏକ ଘୂର୍ଣ୍ଣିବଳୟ : ଆଜି ୪ ଜିଲ୍ଲାକୁ…

ବନ୍ୟା ପାଣି କମୁଥିବା ବେଳେ ଭୟ ବଢାଇଲାଣି ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି୧ । ଆଭ୍ୟନ୍ତରିଣ ସହ ପଶ୍ଚିମ ଓଡିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୬ କୋଭିଡ୍…

ଭୁବନେଶ୍ୱର: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ…

ଶ୍ୱେତାଙ୍କ ଆତ୍ମହତ୍ୟା ରହସ୍ୟ:…

ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା କାହିଁକି ଆତ୍ମହତ୍ୟା କଲେ, ତାହା ରହସ୍ୟରେ ରହିଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ପରିବାର ଲୋକଙ୍କ ଅଭିଯୋଗ, ଶ୍ୱେତାଙ୍କ ଡାଏରୀ ଓ ଭାଇରାଲ ଅଡିଓକୁ ନେଇ ସୌମ୍ୟଜିତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି…

ରେଙ୍ଗାଳି ଡ୍ୟାମର ୨ଟି ଗେଟ୍ ଦେଇ…

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଆଜି ଅପରାହ୍ଣରେ ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ରେଙ୍ଗାଳି ଡ୍ୟାମର ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଡ୍ୟାମର…

୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏବଂ ଦକ୍ଷିଣପଶ୍ଚିମ ଦିଗରେ ଗତିଶୀଳ ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ସମେତ ଓଡିଶାର ଅନ୍ୟ…

ଯୁକ୍ତ ୨ରେ ହେବ ତ୍ରୟମାସିକ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ୨ରେ ତ୍ରୟମାସିକ ପରୀକ୍ଷା ହେବ । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ପରୀକ୍ଷା ହେବ। ହାଇୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏହି ପରୀକ୍ଷା କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ…

ଭୁବନେଶ୍ୱର: ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରେ ଏକ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଧ…

ବନ୍ୟାଞ୍ଚଳରେ ଜଳବାହିତ ରୋଗ ବଢ଼ୁଛି:…

ଭୁବନେଶ୍ବର: ବନ୍ୟାଞ୍ଚଳରେ ରୋଗ ବଢ଼ୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟାଞ୍ଚଳରେ ଜଳବାହିତ ରୋଗ ବଢ଼ୁଛି । ମାଲେରିଆ, ଡେଙ୍ଗୁ ବଢ଼ୁବା ସହ ସାପ କାମୁଡ଼ା ବଢ଼ୁଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି। ଏବେ…

୧୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁଯାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,…