Browsing Category
ରାଜ୍ୟ
ଶୁଭଶ୍ରୀ ଆତ୍ମହତ୍ୟା ମାମଲା : ଅଭିଯୁକ୍ତ…
ଭୁବନେଶ୍ୱର ଶାସ୍ତ୍ରୀ ନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷ ବନ୍ଧୁ ଚିତରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ରିମାଣ୍ଡ ବେଳେ ବିଭିନ୍ନ ଦିଗରୁ ପୋଲିସ ପ୍ରଶ୍ନ ପଚାରିପାରେ । ଏହି ସମୟରେ ଖାଲିପାରେ ଶୁଭଶ୍ରୀ ଆତ୍ମହତ୍ୟା ପଛର ଗୁମର । ୩ ଦିନ ପାଇଁ ରିମାଣ୍ଡ ଆବେଦନ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୨୮ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭୪ ଜଣ ସଂକ୍ରମିତ…
ଚଢ଼ଉ କରି ୭୦ କିଲୋ ଗଞ୍ଜେଇ ଜବତ କଲା…
ଫୁଲବାଣୀ ୦୬/୦୯: ସୋମବାର ବିଶେଷ ସୂତ୍ରରୁ ଖବର ପାଇ ଗୋଛାପଡ଼ା ଥାନାଧିକାରୀ ରଣଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ଉ କରି ୭୦ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଏକ ମାରୁତି ଏଟ୍ରିଗା କାର୍ ଜବତ ହୋଇଛି। ଏହି କାର୍ରେ ଗଞ୍ଜେଇ ଚାଲାଣା ହେଉଥିଲା। ପୋଲିସକୁ ଦେଖି ଡ୍ରାଇଭର ଜଙ୍ଗଲ…
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ବେହାଲ…
କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାର…
ପୁଣି ପୁରୀରେ ଆରମ୍ଭ ହେବ ହବିଷ୍ୟାଳି…
ପୁରୀ ୦୬/୦୯: ଦୀର୍ଘ ୨ ବର୍ଷ ପରେ ପୁରୀରେ ପୁଣି ଆରମ୍ଭ ହେବ ହବିଷ୍ଯାଳି ଶିବିର। ପ୍ରାୟ ଅଢେଇ ହଜାର ହବିଷ୍ଯାଳିଙ୍କ ପାଇଁ କରାଯାଉଛି ବ୍ଯବସ୍ଥା। ଚଳିତ ମାସ ୧୦ ତାରିଖରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନେ ପଞ୍ଜିକରଣର କରିପାରିବେ। ଏନେଇ ସେପ୍ଟେମ୍ବର ୮ରେ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର…
ଟ୍ରେନ ବିଳମ୍ବ ହେଲେ ମାଗଣା ମିଳିବ ଜଳଖିଆ…
ନୂଆଦିଲ୍ଲୀ ୬।୯: ଦୈନିକ ଲକ୍ଷଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି। ସେହିପରି ଲୋକଙ୍କ ଯାତ୍ରା ସୁବିଧାଜନକ କରିବା ପାଇଁ ରେଳବାଇ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାତ୍ରୀଙ୍କ ଲାଗି ଭାରତୀୟ ରେଳ ଏପରି ଅନେକ ସୁବିଧା ଓ ସୁଯୋଗ ଉପଲବ୍ଧ କରନ୍ତି ଯାହା ସମ୍ପର୍କରେ ଅନେକ ହୁଏତ ଜାଣି ବି…
ଗୋଟିଏ ସ୍ଥାନରେ ଏକାଠି ହେଲେ ସବୁ…
ନୂଆଦିଲ୍ଲୀ: ମୋବାଇଲ ଆପରେ ଟ୍ୟାକ୍ସି ବୁକ୍ କରିବା ଆଜିର ସମୟରେ ସହଜ ହୋଇଛି । ଯାତ୍ରା କରିବା ପାଇଁ ଯେକୌଣସି ସ୍ଥାନକୁ ଟ୍ୟାକ୍ସି ବୁକ କରି ଡାକିପାରିବେ । ତେବେ, ଏହିପରି ଏକ ଆପକୁ ହ୍ୟାକ କରି ବଡ଼ ଟ୍ରାଫିକ ଜାମ୍ର ମାମଲା ସାମନାକୁ ଆସିଛି । ରୁଷର ରଜଧାନୀ ମସ୍କୋରେ ଘଟିଛି ଏପରି ଘଟଣା । ରୁଷର ରାଇଡ୍…
ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର…
ଭୁବନେଶ୍ବର: ପୁଲିସ ସେବା ଭବନରେ ସୁଇସାଇଡ ଆଣ୍ଡ ଲ ଏନଫାର୍ସମେଣ୍ଟ ସମ୍ପର୍କିତ ବକ୍ତୃତା ସିରିଜ ଅନୁଷ୍ଠିତ ହେଇଛି। ଏହି ସେମିନାରରେ ଓଡ଼ିଶାରେ ହେଉଥିବା ଆତ୍ମହତ୍ୟାର ନିରାକରଣ ଦିଗ ସମ୍ପର୍କରେ ବିଶିଷ୍ଟ ମନସ୍ତତ୍ତ୍ବବିତ ପ୍ରଫେସର ସୌମିତ୍ର ପଠାରେ କମିସନରେଟ ପୁଲିସ ଅଧିକାରୀମାନଙ୍କୁ ବକ୍ତୃତା ପ୍ରଦାନ…
୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩ ଜିଲ୍ଲାରେ…
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଆଜି ସନ୍ଧ୍ୟାରେ…
ସେପ୍ଟେମ୍ବରରେ ନାହିଁ ବାତ୍ୟାର ଆଶଙ୍କା
ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା । ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…