Browsing Category
ରାଜ୍ୟ
ମାଲକାନଗିରିରେ ଅଜଣା ରୋଗର ଆତଙ୍କ:…
ମାଲକାନଗିରି: ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗର ଆତଙ୍କ ଏବେ ବି ରହିଛି। ଲୋକେ ଭୟଭୀତ ହୋଇରହିଛନ୍ତି। କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ପ୍ରଫୁଲ କୁମାର ନନ୍ଦଙ୍କ ସମେତ ରାଜ୍ୟରୁ ଆସିଥିବା ଦୁଇ ବିଶେଷଜ୍ଞ…
ବର୍ଷା-ଅନୁଭବ ବିବାଦ ମାମଲା, ଫ୍ୟାମିଲି…
କଟକ, ୧୪/୦୯: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିବା ଜଣାପଡ଼ିଛି । କୋର୍ଟ କାର୍ଯ୍ୟରେ ସହଯୋଗ…
ରେରା ଆକ୍ଟ-୨୦୧୭କୁ ସଂଶୋଧନ କଲେ ରାଜ୍ୟ…
ଭୁବନେଶ୍ୱର: ଏଣିକି ରିୟଲ ଇଷ୍ଟେଟ ସଂସ୍ଥା ଘର କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି । ଘର, ଜମି କ୍ରେତାଙ୍କଠାରୁ ଜିଏସଟି, ସେସ୍ କିମ୍ବା ଅନ୍ୟ ଟିକସ ଆଦାୟ କରିପାରିବେନି । ରିୟଲ ଇଷ୍ଟେଟ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ ସହ ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ। ନଗର ଉନ୍ନୟନ…
୧୮ ପରେ ବଢିବ ବର୍ଷା ପରିମାଣ
ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ବି ଅଛି ।
ଏହାର ପ୍ରଭାବରେ ୨୨ ତାରିଖ ଯାଏଁ ତମାମ ରାଜ୍ୟରେ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ଓଡ଼ିଶା…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୦ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୯ ଜଣ ସଂକ୍ରମିତ…
କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର…
କେନ୍ଦୁଝର: କରୋନା ସମୟରେ ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କେଉଁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ…
ନକଲି ମେଡିସିନ ବିକ୍ରି ଘଟଣା, ଦୁଇ…
କଟକ, ୧୩/୦୯: ନକଲି ମେଡିସିନ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିଥିଲା ପୋଲିସ । କଟକ ଏସଡିଜିଏମ କୋର୍ଟରେ ହାଜର ହୋଇଥିଲେ ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜରସ୍ ମାଲିକ ସଞ୍ଜୟ ଜଲାନ । ଉଭୟଙ୍କ ଜାମିନ ଆବେଦନ ଖାରଜ ହେବାରୁ ଚଉଦ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୯ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ରହିଛନ୍ତି…
କମିଶନରେଟ୍ ପୋଲିସର ନାଇଟ୍…
ଭୁବନେଶ୍ୱର: ପାଖେଇ ଆସୁଛି ପାର୍ବଣ ଋତୁ। ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ। ସାବାଡ୍ ହେବେ ଅପରାଧୀ। ଅପରାଧୀଙ୍କୁ ଚେକ୍ ଦେବାକୁ ରାଜଧାନୀରେ କମିଶନରେଟ୍ ପୋଲିସର ଜୋରଦାର ପାଟ୍ରୋଲିଂ କରାଯାଇଛି। ରାତିରେ ସହରର ବିଭିନ୍ନ ଗଳି କନ୍ଦି ସହ ଛକ ଛକ ବୁଲି କମିଶନରେଟ୍ ପୋଲିସର ଅଫିସରମାନେ ସ୍ଥିତି…
ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା, ୫ ବଗି…
କୋରାପୁଟ: ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଏହି ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ବିଶାଖାପାଟଣା ଠାରୁ କିରୁଣ୍ଡଲ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଛି । ହେଲେ ଲାଇନଚ୍ୟୁତ ପରେ କ୍ଷୟକ୍ଷତି ନେଇ କୌଣସି…